Browsing Tag

electric shock

ବିବାହର ଗୋଟେ ଦିନ ପୂର୍ବରୁ ପ୍ରିୱେଡିଂ ଫଟୋଶୁଟ୍ କରୁଥିଲେ ଡାକ୍ତର, ଭାବିପତ୍ନୀ ଆଗରେ ଏମିତି ଚାଲିଗଲା ଜୀବନ

ବିବାହକୁ ନେଇ ଅନେକଙ୍କ ମନରେ ବହୁତ ଆଶା, ଉତ୍କଣ୍ଠା ଏବଂ ଉତ୍ସାହ ଭରି ରହିଥାଏ। ତେଣୁ ସମସ୍ତେ ଆଜିକାଲିର ଟ୍ରେଣ୍ଡ ଅନୁଯାୟୀ ପ୍ରି ୱେଡିଂ ଫଟୋଶୁଟ କରୁଛନ୍ତି। କିନ୍ତୁ ଏହି ଫଟୋଶୁଟ କାହା ପାଇଁ ଖୁସି ଆଣିଦେଉଥିବା ବେଳେ ଆଉ କାହା ପାଇଁ ଦୁଃଖ ଆଣି ଦେଉଛି। ଏମିତି ଏକ ଘଟଣା ବ୍ରାଜିଲରେ…

ଆମେରିକାର ଏହି ସ୍କୁଲରେ ଅସୁସ୍ଥ ପିଲାଙ୍କୁ ସୁସ୍ଥ କରିବା ପାଇଁ ଦିଆଯାଏ ବିଜୁଳିର ଝଟକା, ଜାଣନ୍ତୁ

ଆମେରିକାର Massachusetts ସ୍କୁଲରେ ନିଜ ସ୍କୁଲ ପିଲାଙ୍କୁ ଇଲେକଟ୍ରିକ ସକ୍ ଦେବା ପାଇଁ ପୁନର୍ବାର ଅନୁମତି ମିଳିଛି । ଏଥିପାଇଁ ସଂଘୀୟ ଅଦାଲତ ମଙ୍ଗଳବାର ଏକ ନିଷ୍ପତ୍ତି ନେଇଛି । ଯାହାପରେ ଏବେ ଏହି ସ୍କୁଲରେ ପିଲାଙ୍କୁ ବିଜୁଳିର ଝଟକା ଦିଆଯିବ । ଆମେରିକାର Massachusetts ସ୍କୁଲରେ…

ବ୍ରହ୍ମପୁର : ଟ୍ରାନ୍ସଫର୍ମରେ ଧକ୍କା ଖାଇଲା ଟ୍ରକ୍‌, ବିଦ୍ୟୁତ୍‌ ସକ୍‌ରେ ଚାଲିଗଲା ଡ୍ରାଇଭର ଓ ସୁପରଭାଇଜରଙ୍କ ଜୀବନ,…

ବ୍ରହ୍ମପୁର(କେନ୍ୟୁଜ୍): ଏମିତି ବି ଆସେ ମୃତ୍ୟୁ । ଅନ୍ଧାର ରାତିରେ ଘଟିଗଲା ଅଘଟଣ । ପାର୍କିଂ ବେଳେ ଘଟିଗଲା ଏଭଳି ଦୁର୍ଘଟଣା । ମାଛ ବୋଝେଇ ପାଇଁ ଆସିଥିବା ଟ୍ରକଟି ବ୍ୟାକ୍ କରୁଥିବା ବେଳେ ବିଦ୍ୟୁତ ଟ୍ରାନ୍ସଫର୍ମରରେ ଲାଗିଗଲା । ଟ୍ରାନସଫର୍ମର ସଂସ୍ପର୍ଶରେ ଆସି ଚାର୍ଜ ହୋଇଗଲା ଟ୍ରକ ।…

ଯାଜପୁର: ନିଆଁ ଲିଭାଇବାକୁ ଯାଇ ବିଦ୍ୟୁତ ଆଘାତରେ ଚାଲିଗଲା ମା ପୁଅଙ୍କ ଜୀବନ

ଯାଜପୁର (କେନ୍ୟୁଜ): ଯାଜପୁର ବାଲିଚନ୍ଦ୍ରପୁର ଥାନା ନଳିପୁର ଗ୍ରାମରେ ଅଭବାନୀୟ ଘଟଣା । ନିଆଁ ଲିଭାଇବାକୁ ଯାଇ ମା ଓ ୭ ବର୍ଷ ପୁଅର ମୃତ୍ୟୁ । ମୃତକ ଏହି ଗ୍ରାମର ଚାନ୍ଦ ବିବି (୪୨) ଓ ୱସିମ ଖାଁ (୭) ବୋଲି ଜଣାପଡିଛି । ଗତ କାଲି  ବିଳମ୍ବିତ ରାତିରେ ନଳିପୁର ଗ୍ରାମର ଜଣକ ଘରେ ନିଆଁ…

ଚେତୁ ନାହାନ୍ତି ଲୋକେ: ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ଯୁତ୍ ତାର ସଂସ୍ପର୍ଶରେ ଆସି ଗଲା ଯୁବକଙ୍କ ଜୀବନ

ଢେଙ୍କାନାଳ:  ବାରମ୍ବାର ସଚେତନ କରିବା ପରେ ମଧ୍ଯ ଚେତୁଦନାହାନ୍ତି ଲୋକେ। ଯାହାଫଳରେ ଘଟିଯାଉଛି ଗୋଟିଏ ପରେ ଗୋଟିଏ ଅଘଟଣ । ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ଦୁଦୁରୁକୋଟ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବିଦ୍ଯୁତ୍ ତାର ଲାଗି ଜଣେ…

ବିଲକୁ ଫୁଲ କୋବି ତୋଳିବାକୁ ଯାଇଥିବାବେଳେ, ୧୧ କେଭି ବିତ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ

ଗଞ୍ଜାମ: ବିଲରେ ଛିଡ଼ି ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ। ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ଥାନା ଅନ୍ତର୍ଗତ ପୁରୁଣା ବୁରୁପଡ଼ା ଗାଁରେ ଘଟିଛି ଏହି ଅଘଟଣ । ମୃତ ଦମ୍ପତି ହେଉଛନ୍ତି, ହୀନ ସାମଲ ଓ ତାଙ୍କ ସ୍ତ୍ରୀ ବିଷ୍ଣୁ ସାମଲ। ସୂଚନା ଅନୁଯାୟୀ, ଆଜି ଭୋର ପାଖାପାଖି…

ଗୋବର ଫିଙ୍ଗିବାକୁ ଯିବା ବେଳେ ବିଦ୍ୟୁତ ଖୁଣ୍ଟ ସଂସ୍ପର୍ଶରେ ଆସି ମହିଳା ମୃତ

ଗଜପତି(କେନ୍ଯୁଜ୍): ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟୀ ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ନାମ ଆର.ସରଶ୍ବତୀ। ସେ ସକାଳୁ ଗୋବର ଫିଙ୍ଗିବାକୁ ଯିବା ବେଳେ ବିଦ୍ୟୁତ ଖୁଣ୍ଟ ସଂସ୍ପର୍ଶରେ ଆସିଯାଇଥିଲେ। ବିଦ୍ୟୁତ ଖୁଣ୍ଟରେ…

ଖୋର୍ଦ୍ଧା: ସବିତ୍ରୀ ଦିନ ବିଦ୍ୟୁତ ଆଘାତରେ ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଡମଣଭୂଇଁ ଗ୍ରାମରେ ଘଟିଛି ଅଘଟଣ।ବିଦ୍ୟୁତ ଆଘାତରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି।ମୃତକ ଜଣଙ୍କ ଡମଣଭୂଇଁ ଗାଁର ବିନି ଦଳାଇ ବୋଲି ଜଣା  ପଡିଛି। ମିଳିଥିବା ସୂଚନା ମୁତାବକ ହାତୀ,ପାତୀ,ବାରହା ଭଳି ଜଙ୍ଗଲି ଜନ୍ତୁ…

ଗାଧୋଇବା ହେଲା କାଳ, ବିଦ୍ୟୁତ ଆଘାତରେ ଷଷ୍ଠ ଶ୍ରେଣୀ ଛାତ୍ର ଆହତ

କରଞ୍ଜିଆ (କେନ୍ୟୁଜ୍) : ସାନନୋଇ ଗ୍ରାମରେ ବିଦ୍ୟୁତ ଆଘାତରେ ଷଷ୍ଠ ଶ୍ରେଣୀ ଛାତ୍ର ଆହତ । ଗାଧୋଇବାକୁ ଯାଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ୍ର ଆହତ ହୋଇଛନ୍ତି। ଆହତ ଛାତ୍ରଙ୍କୁ କରଞ୍ଜିଆ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କେଉଁଝର ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

କଟକ: ପୁଣି ୧୧ କେଭି ବିଦ୍ୟୁତ୍‌ ତାର ନେଲା ଜୀବନ, ବିଦ୍ୟୁତ୍‌ ଆଘାତରେ ଆସି ଓରିକଣ୍ଟା ଇରିଗେସନ୍‌ ବିଭାଗ କର୍ମଚାରୀ…

ମାହାଙ୍ଗା(କେନ୍ୟୁଜ୍):  ପୁଣି ବିଦ୍ୟୁତ୍‌ ତାର ନେଲା ଜୀବନ । ୧୧ କେଭି ତାର ସଂସ୍ପର୍ଶରେ ଆସି ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । କଟକ ନେମାଳ ଥାନା ଲେଣ୍ଡୁରା ଭଗବାନପୁରରେ ଘଟିଛି ଅଘଟଣ । ମୃତକ ହେଉଛନ୍ତି ଓରିକଣ୍ଟା ଇରିଗେସନ୍‌ ବିଭାଗ କର୍ମଚାରୀ ସୁରେନ୍ଦ୍ର ନାଥ ଆଚାର୍ଯ୍ୟ ।…

ରଙ୍ଗେଇଲୁଣ୍ଡା: ସିଲ୍କି ସିଟି ବସରେ ବିଦ୍ୟୁତ ଲାଗିବା ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ, ସହାୟତା…

କେନ୍ୟଜ୍(ବ୍ୟୁରୋ): ରଙ୍ଗେଇଲୁଣ୍ଡା ମେଣ୍ଢରାଜପୁର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । କିଭଳି ଓ କେଉଁ ପରିସ୍ଥିତିରେ ବସ୍‌ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ତାର ତଦନ୍ତ ହେବ । ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ହେବ ତଦନ୍ତ କରାଯିବ ।…

ନିଶାଶକ୍ତ ବ୍ୟକ୍ତିଙ୍କ ଅଜବ କାରନାମା, ଟ୍ରାନ୍ସଫର୍ମର ଉପରେ ଚଢି ଚାଲିଗଲା ଜୀବନ

ବାଲିଗୁଡା(କେନ୍ୟୁଜ୍): ନିଶାଶକ୍ତ ବ୍ୟକ୍ତିଙ୍କ ଅଜବ କାରନାମା । ଅତ୍ୟଧିକ ମଦ୍ୟପାନ କରି ଟ୍ରାନ୍ସଫର୍ମର ଉପରେ ଚଢିଗଲେ । ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ । ଘଟଣା ଘଟିଛି ବାଲିଗୁଡ଼ା ଥାନା ଲଣ୍ଡାଗାଁରେ । ଗାଁର ବୁଡୁ ରଣା ଅତ୍ୟଧିକ ନିଶା ସେବନ କରିଥିଲେ । ଫଳରେ ଜାଣିନପାରି ଟ୍ରାନ୍ସଫର୍ମରରେ…