Browsing Tag

elephant

ଖୋର୍ଦ୍ଧା ସହରକୁ ପଶିଲା ହାତୀ, ଭୟରେ ଲୋକେ ଆତଙ୍କିତ

ଖୋର୍ଦ୍ଧା(କେନ୍ୟୁଜ୍‌): ଖୋର୍ଦ୍ଧା ସହର ଭିତରକୁ ପଶିଲା ହାତୀ। ସୂଚନା ମୁତାବକ ଦୁଇଟି ଦନ୍ତା ହାତୀ ଖୋର୍ଦ୍ଧା ସଦର ମୁଖ୍ୟ ଚିକିତ୍ସାଳୟ ପରିସରକୁ ପଶିଛନ୍ତି। ଦନ୍ତା ହାତୀ ଦୁଇଟି ଚକ୍ଷୁ ବିଭାଗ ନିକଟରେ ରହିଥିବା ବେଳେ ଡାକ୍ତର ଏବଂ ନର୍ସ ଷ୍ଟାଫଙ୍କ କ୍ୱାଟର ନିକଟରେ ବୁଲୁଥିବାର ଦେଖିବାକୁ…

୧୮ଘଣ୍ଟାର ଅପରେସନ୍‌ ପରେ ହାତୀ ହତ୍ୟାକାରୀ ଶଙ୍କର ମହାନ୍ତ ଗିରଫ, ଚମ୍ପୁଆ ବନାଞ୍ଚଳରୁ କାବୁ କଲା ପାଲଲହଡା ବନ ବିଭାଗ

କେନ୍ଦୁଝର: କେନ୍ଦୁଝର ଓ ଦେବଗଡ ଜଙ୍ଗଲ ବିଭାଗ ପକ୍ଷରୁ ମିଳିତ ଭାବେ ଟ୍ରାକିଂ ପରେ ହାତୀ ହତ୍ୟାକାରୀ ଗିରଫ। ୧୮ଘଣ୍ଟାର ଅପରେସନ୍ ପରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ମହାନ୍ତକୁ ଚମ୍ପୁଆ ବନାଞ୍ଚଳରୁ ଗିରଫ କଲା ପାଲଲହଡା ବନାଞ୍ଚଳ ଅଧିକାରୀ। ଗତ ଦୁଇ ଦିନ ତଳେ ଅନୁଗୁଳ ଜିଲ୍ଲା ଦେବଗଡ଼ ବନଖଣ୍ଡ…

କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଗାଁରେ ଅଘଟଣ, ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ଦନ୍ତା ହାତୀ…

କାମାକ୍ଷାନଗର : ଦନ୍ତା ହାତୀ ଆକ୍ରମରେ ମହିଳା ମୃତ ।  କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଗାଁ ନିକଟରେ ଅଘଟଣ । ମୃତ ମହିଳା ହେଲେ ଢେଙ୍କାନାଳ ବନଖଣ୍ଡ ମୁକ୍ତାପଶି ଗାଁର ନେତ୍ରମଣୀ ସାହୁ । ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ଦଳିଦେଲା ଦନ୍ତା । ଫଳରେ ଘଟଣାସ୍ଥଳରେ ହିଁ…

ଜମି ବିକି ପତ୍ନୀଙ୍କ ସ୍ୱପ୍ନ ପୂରଣ କଲେ ପତି, କିଣିଲେ ହାତୀ

ପତି-ପତ୍ନୀ ପରସ୍ପର ମଧ୍ୟରେ ସର୍ବଦା ସାଥ୍‌ ଦେଇଥାନ୍ତି। ଏମିତି କି ପତିର ଦୁଃଖ ହେଉ କି ସୁଖ ପତ୍ନୀ ସାଥ୍‌ ଦେଉଥିବା ବେଳେ ପତ୍ନୀର ପ୍ରତ୍ୟେକ ଦୁଃଖ-ସୁଖରେ ମଧ୍ୟ ପତି ସାଥ୍‌ ଦେଇଥାଏ। ଆଜ୍ଞା ହଁ ଏଭଳି ଏକ ଘଟଣା ବାଂଲାଦେଶର ଜଣେ ବ୍ୟକ୍ତି କରି ଦେଖାଇଛନ୍ତି। ସୂଚନା ମୁତାବକ ବାଂଲାଦେଶରେ…

କେନ୍ଦୁଝରରେ ହାତୀ ସୁରକ୍ଷା ନେଇ ବଢ଼ୁଛି ଚିନ୍ତା, DFOଙ୍କୁ ଗ୍ରୀନ ଟ୍ରିବ୍ୟୁନାଲର କାରଣ ଦର୍ଶାଅ ନୋଟିସ୍

କେନ୍ଦୁଝର: କେନ୍ଦୁଝରରେ ହାତୀ ସୁରକ୍ଷା ନେଇ ବଢ଼ୁଛି ଚିନ୍ତା । ରାଜ୍ୟରେ ସରକାରଙ୍କ ଘୋଷିତ ୧୪ଟି ହାତୀ ଚଲାପଥ ଥିବା ବେଳେ କେନ୍ଦୁଝରରେ ରହିଛି ୨ଟି । କାର - କରମପଦା ଓ ଅନ୍ୟଟି ତେଲକୋଇ - ପାଲଲହଡା । ୨୦୧୧ ମସିହାରେ ମୋଟ ୨୩ଟି କରିଡର ଚିହ୍ନଟ ହୋଇଥିବା ବେଳେ ୧୪ଟିକୁ ମାନ୍ୟତା ମିଳିଥିଲା ।…

ଭରତପୁର ଜିଏ କଲୋନୀରେ ଜଙ୍ଗଲୀ ହାତୀର ଆତଙ୍କ, ପାଚେରୀ ଭାଙ୍ଗିବା ସହିତ ଖେଳାଉଛି ଭୟର ବାତାବରଣ

ଭୁବନେଶ୍ୱର: ରାଜଧାନୀ ମୁହାଁ ହାତୀ । ଭୁବନେଶ୍ୱର ଉପକଣ୍ଠ ଭରତପୁରରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ଭରତପୁର ଜିଏ କଲୋନୀରେ ଜଙ୍ଗଲୀ ହାତୀ ପଶି ଲୋକଙ୍କ ପାଚେରୀ ଭାଙ୍ଗି ଦେଇଥିବା ଖବର ସାମନାକୁ ଆସିଛି । ଯାହାଫଳରେ ଲୋକେ ଘରୁ ନବାହାରି ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ତେବେ…

ଶିମିଳିପାଳରୁ ମୃତ ହାତୀ ଶାବକ ଉଦ୍ଧାର

ମୟୂରଭଞ୍ଜ: ଶିମିଳିପାଳରୁ ମୃତ ହାତୀ ଶାବକ ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବନାଞ୍ଚଳର ଚହଲା ରେଞ୍ଜ ଅନ୍ତର୍ଗତ ଜାମୁଆଣି ସେକ୍ସନର ରାଜପାଳ ଗାଁ ନିକଟ ଇଲାକାରେ ହାତୀ ଶାବକର ମୃତଦେହ ଦେଖିବାକୁ ମିଳିଥିଲା। ଯଶିପୁରରେ ଥିବା ଶିମିଳିପାଳ କାର୍ଯ୍ୟାଳୟରେ ଖବର ପହଁଞ୍ଚିବା ପରେ ରେଞ୍ଜ…

ନଦୀରେ ପାଣି ବଢିଯିବାରୁ ଫସି ରହିଛନ୍ତି ୪ଟି ହାତୀ, ବରଗଡ଼ ଘନାମାଲରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ

ବରଗଡ଼:ରାଜ୍ୟରେ ଦେଖା ଦେଇଥିବା ମହାବନ୍ୟା ପରିସ୍ଥିତି। ଯାହା ଏବେ ଜଟିଳ ହେବାରେ ଲାଗିଛି । ବର୍ଷା ଛାଡିଯାଇଛି ସତ ହେଲେ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଘନାମାଲରେ ଆସିଛି ଏକ ଭିଜୁଆଲ୍। ଯେଉଁଥିରେ ୪ଟି ହାତୀ ଫସି ରହିଥିବା ଦେଖିବାକୁ ମିଳୁଛି…

ଘଉଡେଇବା ବେଳେ କୂଅ ଭିତରେ ଗଳିପଡିଲେ ଗଜରାଜ

କରଞ୍ଜିଆ(କେନ୍ଯୁଜ୍): ଘଉଡେଇବା ବେଳେ କୂଅ ଭିତରେ ଗଳିପଡିଲେ ଗଜରାଜ। ଗତକାଲି ବିଳମ୍ବିତ ରାତି କରଞ୍ଜିଆ ରେଞ୍ଜ କେରକେରା ପଞ୍ଚାୟତ ଝାଟିଆଳି ଗାଁ ଗୋବରା ସାହିରେ ଏଭଳି ଘଟଣା ଘଟିଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସାହିନିକଟ ଏକ ବିଲ ମଧ୍ୟରେ ଥିବା ପଥର କୂଅରେ ପଡିଯାଇଥିଲେ ଗଜରାଜ। ପରେ ଉଭୟ…

କରୋନା କଥା ଛାଡ଼ନ୍ତୁ ଏଠି ହାତୀକୁ ବି ଡରୁନାହାନ୍ତି ଲୋକେ, ଚାଲିଛି ହାତୀ ସଙ୍ଗେ ସେଲ୍ଫି

ଥରେ ଭଲକରି ଦେଖନ୍ତୁ ଏ ଦୃଶ୍ୟକୁ । ଏହା କୌଣସି ଚିଡ଼ିଆଖାନା କିମ୍ବା ସର୍କସର ଦୃଶ୍ୟ ନୁହେଁ । ଏହା ହେଉଛି ଓଡ଼ିଶାରେ ସବୁଠାରୁ ଅଧିକ ହାତୀ ଉପଦ୍ରଵ କରୁଥିବା ଅଂଚଳ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆର ଦୃଶ୍ୟ । ଏହାକୁ ଦେଖିବା ପରେ ଆପଣ ବୁଝିପାରୁଥିବେ ଯେ ଆମ ଲୋକମାନେ କେତେ ସଚେତନ । ଠିକଅଛି…

ମୟୂରଭଞ୍ଜ କରଞ୍ଜିଆରେ ଝାଡଖଣ୍ଡୀ ହାତୀପଲ: ଫସଲ ନଷ୍ଟ କରିବା ସହ ଭାଙ୍ଗୁଛନ୍ତି ଘରଦ୍ୱାର, ଫଟୋ ଉଠାଇବାକୁ ଲୋକଙ୍କ ଭିଡ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଝାଡଖଣ୍ଡୀ ହାତୀପଲ । ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି ୧୭ ଟିକିଆ ହାତୀ । ଗତକାଲି ଶୁକୃଳି ବ୍ଲକର ମନୋହରପୁର ଗାଁ ନିକଟ ଜଙ୍ଗଲରେ ହାତୀପଲଙ୍କୁ ଦେଖିବାକୁ ମିଳିଥିଲା । ଅନ୍ଯପଟେ ଜୀବନ ପ୍ରତି ବିପଦ ଥିବା ସତ୍ୱେ ହାତୀ ଦେଖିବାକୁ…