ଭୁବନେଶ୍ବର ଉପକଣ୍ଠ ମଳିପଡ଼ାରେ ବୁଲୁଛି ଦନ୍ତା, ଭୟରେ ଲୋକେ
ଭୁବନେଶ୍ବର (କେନ୍ୟୁଜ) : ରାଜଧାନୀରେ ପୁଣି ହାତୀ ଆତଙ୍କ । ଭୁବନେଶ୍ବର ଉପକଣ୍ଠ ମଳିପଡ଼ା ଗାଁରେ ବୁଲୁଛି ଦନ୍ତା । ଫଳରେ ଆତଙ୍କରେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ସନ୍ଧ୍ୟା ହେଲେ କବାଟ ଦେଇ ଘରେ ରହୁଛନ୍ତି । ବନ ବିଭାଗକୁ ଅଭିଯୋଗ ପରେ ମଧ୍ୟ ବନ ବିଭାଗ ତ୍ୱରିତ ପଦକ୍ଷପ ନେଉନାହିଁ ।…