Browsing Tag

elephant

ହାତୀ ପାଇଁ ରାତି ଉଜାଗର, ଫସଲକୁ ସୁରକ୍ଷା ଦେଉଛନ୍ତି ଗାଁ ଲୋକେ

ରେଢାଖୋଲ : ହାତୀ ପାଇଁ ରାତି ଉଜାଗର। ଫସଲକୁ ସୁରକ୍ଷା ଦେବା ପାଇଁ ରାତି ସାରା ପହରା ଦେଉଛନ୍ତି ଗାଁ ଲୋକେ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ରେଢାଖୋଲ ବନଖଣ୍ଡ ବଡ଼ବାହାଳ ରେଞ୍ଜ ଧଉରାଖମଣ ଗାଁରେ। ଗତ କିଛି ଦିନ ହେବ ସୋନପୁର ଜିଲ୍ଲା ସୀମାନ୍ତ ଅଞ୍ଚଳରୁ ହାତୀ ପଲ ଆସି ଧାନ…

ହାତୀ ଶିକାର ଅଭିଯୋଗ, ଅଭିଯୁକ୍ତକୁ ୩ ବର୍ଷ ଜେଲ

ହାତୀ ଶିକାର ଅଭିଯୋଗରେ ଅଭିଯୁକ୍ତକୁ 3 ବର୍ଷ ଜେଲ ଓ 10 ହଜାର ଟଙ୍କା ଜରିମାନା । ଅନାଦେୟ ଅଧିକ 6 ମାସ କାରାଦଣ୍ଡ ।  ରାୟ ଶୁଣାଇଲେ ବେତନଟୀ ଜେଏମଏଫସି କୋର୍ଟ। ଅଭିଯୁକ୍ତ ହେଲେ ଯଶିପୁର ଅଞ୍ଚଳର ରଘୁନାଥ ପିଙ୍ଗୁଆ। ଗତ ଏପ୍ରିଲ 20 ତାରିଖରେ 4 ଟି ହାତୀଦାନ୍ତ ସହ ଯଶିପୁର ଜାତୀୟ ରାଜପଥ…

୧୮ ଟିକିଆ ହାତୀପଲଙ୍କ ଉତ୍ପାତ, ବ୍ୟାପକ ଫସଲ ନଷ୍ଟ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ବାଉଁଶୁଳି ଗାଁରେ ପଶିଲେ ୧୮ ଟିକିଆ ହାତୀପଲ । ଗାଁରେ ପଶି ହାତୀପଲ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଏଥର ଚାଷୀମାନେ ବହୁ ଜମିରେ ଚାଷ କରିଛନ୍ତି । ବର୍ଷ ଯାକର ଫସଲ ନଷ୍ଟ ହେବାକୁ ନେଇ ଏବେ ଚାଷୀମାନେ ଏବେ ଚିନ୍ତାରେ ଅଛନ୍ତି । ତେବେ 40…

ଅନୁଗୁଳ ବନଖଣ୍ଡରେ ହାତୀ ଆତଙ୍କ, ଗାଁରେ ବୁଲୁଛନ୍ତି ୪୭ ଟିକିଆ ହାତୀପଲ

ଅନୁଗୁଳ ବନଖଣ୍ଡରେ ହାତୀ ଆତଙ୍କ । କଙ୍କିନାଳୀ ଗାଁରେ ବୁଲୁଛନ୍ତି ୪୭ ଟିକିଆ ହାତୀପଲ । ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ସଞ୍ଜ ହେଲେ ହାତୀଙ୍କ ପାଇଁ ଗାଁରେ ପଡୁଛି ତାଟି କବାଟ । ଅନୁଗୋଳ ବ୍ଲକରେ ହାତୀ ମଣିଷ ଲଢେଇ ଚରମ ସୀମାରେ ପହଁଚିଛି। ହାତୀ କେବଳ ଜୀବନ ନେଉ ନାହାନ୍ତି ଲୋକଙ୍କ ଜୀବିକା…

 କରଞ୍ଜିଆ ବନ ଖଣ୍ଡରେ ଥମୁନି ହାତୀ ଉପଦ୍ରବ, ହାତୀପଲରେ ଅଛନ୍ତି ୩୭ଟି ହାତୀ

କରଞ୍ଜିଆ : କରଞ୍ଜିଆ ବନଖଣ୍ଡରେ ମୁଖ୍ୟ ସମସ୍ୟା ଭାବରେ ଦେଖା ଦେଇଛି ହାତୀ ଉପଦ୍ରବ । କିଛି ଦିନ ହେଲାଣି ହାତୀପଲ ବିଭିନ୍ନ ଗାଁରେ ଆତଙ୍କ ସୃଷ୍ଟି କରୁଛନ୍ତି । ଆଜି ପୃଥକ ପୃଥକ ସ୍ଥାନରେ ଅଛନ୍ତି ୩୭ ଟି ହାତୀ । ହାତୀପଲ ଯୋଗୁଁ ୧୦୦ ରୁ ଉର୍ଦ୍ଧ୍ବ ଗାଁରେ ଲାଗି ରହିଛି ଆତଙ୍କ । ହାତୀ ପାଇଁ…

କରଞ୍ଜିଆରେ ୪୭ ଟିକିଆ ହାତୀପଲଙ୍କ ଉପଦ୍ରବ, ଗାଁ ଲୋକ ଆତଙ୍କିତ

କରଞ୍ଜିଆ (କେନ୍ୟୁଜ୍): କରଞ୍ଜିଆରେ ୪୭ ଟିକିଆ ହାତୀପଲ । କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ । ହାତୀପଲ ଯୋଗୁ ୧୦୦ରୁ ଅଧିକ ଗାଁ ଲୋକ ଆତଙ୍କିତ ହୋଇ ରହିଛନ୍ତି । କରଞ୍ଜିଆର ପୃଥକ ପୃଥକ ସ୍ଥାନରେ ୪୭ ଟିକିଆ ହାତୀପଲ ବୁଲୁଛନ୍ତି । ଠାକୁରମୁଣ୍ଡା ରେଞ୍ଜରେ ଗତକାଲି ବିଳମ୍ବିତ ରାତିରେ…

ବାରିପଦା ବେତନଟୀ ରେଞ୍ଜରେ ଅଘଟଣ, ବନ କର୍ମଚାରୀଙ୍କୁ ଦଳିଦେଲା ଦନ୍ତା

ବନ କର୍ମଚାରୀଙ୍କୁ ଦଳିଦେଲା ଦନ୍ତା। ବାରିପଦା ବେତନଟୀ ରେଞ୍ଜ ଅନ୍ତର୍ଗତ ବେଣାପୁରା ଗାଁ ନିକଟରେ ହାତୀ ଆକ୍ରମଣରେ ଦୁଇ ଜଣ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଫରେଷ୍ଟର ପ୍ରଦୀପ ଦେହୁରୀ ଓ ପ୍ରୋଟେକ୍ଟସନ ଆସିଷ୍ଟାଣ୍ଟ ଯତୀନ କିସ୍କୁ ଅଛନ୍ତି। ଗତ କିଛି ଦିନ ଧରି…

ବସକୁ ଅଟକାଇ କାଚ ଭାଙ୍ଗିଲା ହାତୀ, ଆତଙ୍କିତ ହୋଇ ଦୌଡ଼ିଲେ ଲୋକେ

ରାୟଗଡ଼ା (କେନ୍ୟୁଜ୍‌) : ରାସ୍ତା ଉପରେ ବସକୁ ଅଟକାଇଲା ଆଉ ଶୁଣ୍ଢରେ କାଚ ଭାଙ୍ଗିଲା ଦନ୍ତା ହାତୀ। ପୁଣି ବସ୍‌କୁ ଠେଲିବାକୁ ଲାଗିଲା । ତେବେ ବସ୍‌ ଡ୍ରାଇଭରର ଉପସ୍ଥିତି ବୁଦ୍ଧି ଯୋଗୁଁ ବସ୍‌ ଯାତ୍ରୀମାନେ ରକ୍ଷା ପାଇଗଲେ । ଡ୍ରାଇଭର ବସ୍‌ ଟିକୁ ପଛୁଆ ନେଇ ଯିବା ଫଳରେ ହାତୀ ଆଉ ଆଗକୁ ଗଲା…

୨୨ ଟିକିଆ ହାତୀପଲଙ୍କ ଉତ୍ପାତ, ତୁଡାଲଗାରେ ଆତଙ୍କ ଖେଳାଇଛନ୍ତି ବଣୁଆ ହାତୀ

୨୨ଟିକିଆ ହାତୀପଲଙ୍କ ଉତ୍ପାତ । ସୁନ୍ଦରଗଡ଼ ବଡ ଗାଁ ଫରେଷ୍ଟ ରେଞ୍ଜ ଅର୍ନ୍ତଗତ ତୁଡାଲଗାରେ ଆତଙ୍କ ଖେଳାଇଛନ୍ତି ବଣୁଆ ହାତୀ । ଦୀର୍ଘ ୭ଦିନରୁ ଅଧିକ ହେଲାଣି ହାତୀପଲ ଆତଙ୍କ ଖେଳାଇଛନ୍ତି । ତୁଡ଼ାଲଗା, ମୁକୁନ୍ଦପୁର, ମହାବୀର ପାହାଡ ତଳ ଅଞ୍ଚଳରେ ଲୋକଙ୍କର ଘର ଭାଙ୍ଗିବା ସହିତ ଫସଲ ନଷ୍ଟ…

ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା, ଆସନ୍ତା ୧୧ ତାରିଖରେ ବସିବ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ

ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା। ହାତୀ ମୃତ୍ୟୁ ନେଇ ହାଇକୋର୍ଟରେ ବସିବ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ। ହାତୀ ମୃତ୍ୟୁ ରୋକିବା ନେଇ ରାଜ୍ୟରେ ହୋଇଥିବା ପଲିସି ସମ୍ପର୍କରେ ଏହି ବୈଠକରେ ଜଣାଇବେ ଜଏଣ୍ଟ ଟାସ୍କଫୋର୍ସ । ଆସନ୍ତା ୧୧ ତାରିଖ ଅପରାହ୍ନ ସାଢେ ୪ ଟାରେ ବସିବ ଏହି ବୈଠକ। ଜଏଣ୍ଟ…

ହାତୀ ପିଠିରେ ନିଆଁ ଲଗାଇବା ଘଟଣା: ଦୁଇ ଅସ୍ଥାୟୀ ବନ କର୍ମଚାରୀ ବହିଷ୍କୃତ

କରଞ୍ଜିଆ(କେନ୍ୟୁଜ୍): ହାତୀ ପିଠିରେ ନିଆଁ ଲଗାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ। ଦୁଇ ଅସ୍ଥାୟୀ ବନ କର୍ମଚାରୀ ବହିଷ୍କୃତ । ଅସ୍ଥାୟୀ ବନବିଭାଗ କର୍ମଚାରୀଙ୍କୁ ବହିଷ୍କାର କଲା ବନବିଭାଗ । ଗତ ୧୫ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଦୁଧିଆଣି ରେଞ୍ଜ ଡୁମୁରିଆ ଗାଁରେ ହାତୀ ପିଠିରେ ନିଅାଁ ଲଗାଇ…

ବନ କର୍ମଚାରୀଙ୍କ ବର୍ବରତା, ହାତୀ ପିଠିରେ ନିଆଁ ଲଗାଇଦେଲେ

କରଞ୍ଜିଆ(କେନ୍ୟୁଜ୍): ହାତୀ ପିଠିରେ ନିଆଁ ଲଗାଇଦେଲେ ବନକର୍ମଚାରୀ। ମୟୂରଭଞ୍ଜ କରଞ୍ଜିଆ ଅଞ୍ଚଳରେ ହାତୀ ପିଠିରେ ନିଆଁ ଲଗାଇବା ଘଟଣାରେ ଖୁଲାସା। ହାତୀ ପିଠିରେ ନିଆଁ ଲଗାଇଦେଇଥିବା ଦୁଇ ବ୍ୟକ୍ତି ବନ ବିଭାଗର ଅସ୍ଥାୟୀ କର୍ମଚାରୀ ବୋଲି କହିଛନ୍ତି କରଞ୍ଜିଆ ଡିଏଫଓ। ହାତୀ ପିଠିରେ ନିଆଁ…