କେନ୍ଦୁଝର ଦୁଲ୍ଲଭପୁର ଗାଁ ଭିତରେ ବୁଲୁଛନ୍ତି ହାତୀପଲ, ଏକର ଏକର ପରିବା ଚାଷ ନଷ୍ଟ କରିବାପରେବି ଘଉଡାଇବାରେ ବିଫଳ ବନ…
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦୁଲ୍ଲଭପୁର ଗାଁରେ ହାତୀ ଉପଦ୍ରବ । ବିଳମ୍ବିତ ରାତିରେ ହାତୀପଲ ଗାଁ ଭିତରେ ପଶି ଏକର ଏକର ପରିବା ଚାଷ ନଷ୍ଟ କରିଛନ୍ତି । ରାତିରେ ଗାଁ ଭିତରେ ହାତୀପଲ ବୁଲୁଥିବା ଦେଖିବା ପରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ…