Browsing Tag

Elizabeth II

ଏଲଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ଆସନ୍ତା ୧୭ ତାରିଖରୁ ୩ଦିନିଆ ଲଣ୍ଡନ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ବ୍ରିଟେନ ମହାରାଣୀ ଏଲିଜେବେଥ୍‌ ଦ୍ୱିତୀୟଙ୍କ ଶେଷକୃତ୍ୟରେ ଯୋଗଦେବେ । ୧୯ ତାରିଖରେ ମହାରାଣୀଙ୍କ ଶେଷକୃତ୍ୟ ବେଳେ ଉପସ୍ଥିତ ରହିବେ । ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ…

ଶହେ ବର୍ଷ ପରେ ଖୋଲିବ ମହାରାଣୀଙ୍କ ଚିଠି ରହସ୍ୟ, ଠିକଣାରେ ଅଛି ସିଡନୀ ମେୟରଙ୍କ ନାଁ

କଥାରେ ଅଛି ‘ବଡ଼ ଘର ବଡ଼ ଗୁମର କଥା’। ହେଲେ ବ୍ରିଟିଶ ରାଜ ପରିବାରର ଇତିହାସ ଓ ବର୍ତ୍ତମାନକୁ ବୋଧହୁଏ ଅନେକ ତପସ୍ୟା କରିବାକୁ ହେବ। ଏଠି ରହସ୍ୟ ଫିଟିବା ଭାରି କଷ୍ଟକର। ଗତ ସେପଟେମ୍ବର ୮ ତାରିଖରେ ମହାରାଣୀ ଏଲିଜାବେଥ୍‌-୨ଙ୍କର ମୃତ୍ୟୁ ହୋଇଛି। ଏଯାଏ ଶୋକ ପାଳନ କରୁଛି ପୂରା ରାଜ୍ୟଗୋଷ୍ଠୀ…

ମହାରାଣୀ ଏଲିଜାବେଥ୍‌ଙ୍କ ଗୁପ୍ତ ଚିଠି ଖୋଲି ପାରେ ଅନେକ ରହସ୍ୟ ହେଲେ ୨୦୮୫ରେ

କେନ୍ୟୁଜ୍(ବ୍ୟୁରୋ): ମହାଯାତ୍ରାରେ ବ୍ରିଟେନର ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ । ୧୯ ତାରିଖରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଏଥିପାଇଁ ବ୍ରିଟେନରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏବେ ତାଙ୍କର ଗୁପ୍ତ ଚିଠିକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ମୃତ୍ୟୁର ବହୁ ପୂର୍ବରୁ ମହାରାଣୀ…

ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଶେଷ ଯାତ୍ରା ଆରମ୍ଭ, ମଙ୍ଗଳବାର ଲଣ୍ଡନକୁ ନିଆଯିବ

କେନ୍ୟୁଜ୍(ବ୍ୟୁରୋ): ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ଶ୍ରଦ୍ଧାଞ୍ଜଳି। ଲାଲକିଲ୍ଲାଠୁ ରାଷ୍ଟ୍ରପତି ଭବନ । ଅର୍ଦ୍ଧନମିତ ରହିଲା ଜାତୀୟ ପତାକା । ମହାରାଣୀଙ୍କ ବିୟୋଗରେ ଦେଶରେ ପାଳିତ ହୋଇଛି ଦିନିକିଆ ରାଷ୍ଟ୍ରୀୟ ଶୋକ । ସରକାରୀ ଭାବେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ…

ମା’ ରାଣୀ ଏଲିଜାବେଥଙ୍କ ପରେ ଚାର୍ଲସ ବସିବେ ବ୍ରିଟେନ୍‌ ରାଜଗାଦିରେ, ରହିଛି ଅନେକ ପରମ୍ପରା

ବ୍ରିଟେନ୍‌ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ପ୍ରଥା ଅନୁଯାୟୀ ତାଙ୍କ ବଡ଼ ପୁଅ ଚାର୍ଲ୍ସ ହେବେ ରାଜା । ତେବେ କେବଳ ଅପେକ୍ଷା ଆନୁଷ୍ଠାନିକ ଘୋଷଣା ଏବଂ ରୀତିନୀତି ପରମ୍ପରାକୁ। ବର୍ତ୍ତମାନ ଶୋକ ସମୟ ମଧ୍ୟରେ ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାର ପରେ ହିଁ ଚାର୍ଲ୍ସଙ୍କୁ ଦେଶର ରାଜା…