ସାମ୍ନାକୁ ଆସିଲା ଅମିର ଖାନ୍ଙ୍କ ନୂଆ ଗୀତର ଫାଷ୍ଟଲୁକ୍, ଏଲି ଅବରାମ୍ଙ୍କ ସହ ଏହି ଅନ୍ଦାଜ୍ରେ ଆସିଲେ ନଜର
ବଲିଉଡ୍ ସୁପରଷ୍ଟାର ଅମିର ଖାନ୍ ଓ ଅଭିନେତ୍ରୀ ଏଲି ଅବରାମ୍ଙ୍କ ଡ୍ୟାନ୍ସ ଭିଡିଓର ପ୍ରଥମ ଝଲକ୍ ସାମ୍ନାକୁ ଆସିଛି। ଏଲି ଇନ୍ଷ୍ଟାଗ୍ରାମ୍ରେ ନୂଆ ଗୀତର ଫାଷ୍ଟଲୁକ୍ ସେୟାର କରିଛନ୍ତି। ଭିଡିଓରେ ଅମିର ଖାନ୍ ଭିନ୍ନ ଅନ୍ଦାଜ୍ରେ ନଜର ଆସିଛନ୍ତି। ପ୍ରକାଶ ଯେ, କିଛି ଦିନ ତଳେ ହିଁ…