Browsing Tag

emoji

ସାଉଦି ଆରବର କଠୋର ନିୟମ: ଏଠି କାହାକୁ ହାର୍ଟ ଇମୋଜି ପଠାଇଲେ ୨୦ ଲକ୍ଷ ଜରିମାନା ଓ ଜେଲ୍‌ ଦଣ୍ଡ; ଆସିଥାଏ ଯୌନ ଅପରାଧ…

ସାଉଦି ଆରବର କଠୋର ନିୟମ ବିଷୟରେ ଆପଣ ଅନେକ ଥର ଶୁଣିଥିବେ। ଯଦିଓ ଏହି କଠୋର ନିୟମଗୁଡ଼ିକ ଅପରାଧ କରୁଥିବା ବ୍ୟକ୍ତିଙ୍କ ପାଇଁ ହିଁ ରହିଥାଏ। କିନ୍ତୁ ଆପଣ ଜାଣନ୍ତି କି, ଏଠି ରୁଟିନ୍‌ ଲାଇଫ୍‌ରେ ମଧ୍ୟ କିଛି ଭୁଲ୍ ଆପଣଙ୍କ ଉପରେ ଏକଦମ୍‌ ଭାରୀ ପଡ଼ିପାରେ। ଆପଣଙ୍କୁ ଏହି ଭୁଲ ପାଇଁ ଭାରୀ ମୂଲ୍ୟ…

ଏବେ ପାଠ୍ୟକ୍ରମରେ ସାମିଲ ହେବ ଇମୋଜି, କଥା ବଦଳରେ ଷ୍ଟିକର ପରିପ୍ରକାଶ କରିବ ଭାବନା

ସମୟ ସହ ଲେଖାପଢ଼ା ଓ ଭାବନାକୁ ପରିପ୍ରକାଶ କରିବା ଢଙ୍ଗରେ ମଧ୍ୟ ପରିବର୍ତ୍ତନ ଘଟିଛି। ଆଜିକାଲି ଲୋକମାନେ ଲମ୍ବା ଚଉଡ଼ା ବାକ୍ୟ ଲେଖିବାକୁ ଆଉ ପସନ୍ଦ କରୁନାହାନ୍ତି। ସମୟ ବଞ୍ଚାଇବା ପାଇଁ ଏବେ ଶବ୍ଦ ପରିବର୍ତ୍ତେ ଇମୋଜି ବା କାର୍ଟୁନ ଭଳି ଚିତ୍ର ବ୍ୟବହାର କରୁଛନ୍ତି। କୌଣସି ପୋଷ୍ଟରେ କମେଣ୍ଟ…

ମହିଳା ଘରର କାନ୍ଥରେ ବନାଇଲେ ‘ଇମୋଜି’, ପଡ଼ୋଶୀ କହିଲେ, ‘ମୋତେ ଚିଡ଼ାଇବାକୁ ଏମିତି କରାଯାଇଛି’

ଆମେରିକାର କାଲିଫର୍ଣ୍ଣିଆରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ପଡ଼ୋଶୀଙ୍କୁ ଖୁସି କରିବା ପାଇଁ ଘରର କାନ୍ଥରେ ଭିନ୍ନ ଭିନ୍ନ ପ୍ରକାର ସ୍ମାଇଲି ଇମୋଜି ପେଣ୍ଟ କରାଇଛନ୍ତି। କିନ୍ତୁ ଏବେ ଏହି କାରଣରୁ ତାଙ୍କର ପଡ଼ୋଶୀମାନଙ୍କ ସହିତ ବିବାଦ ହୋଇଯାଇଛି। କୈଥ୍‌ରିନ୍‌…

ବିଶ୍ବ ଇମୋଜି ଦିବସ : ଲଞ୍ଚ ହେଲା ୭୦ଟି ନୂଆ ଇମୋଜି

ନୂଆଦିଲ୍ଲୀ : ବର୍ତ୍ତମାନର ଡ଼ିଜିଟାଲ ଦୁନିଆରେ ନିଜ ଭାବ ବ୍ୟକ୍ତ କରିବାର ଏକ ମାଧ୍ୟମ ପାଲଟିଛି ଇମୋଜି। ଅଜଣାତରେ ଇମୋଜି ଆମ ଜୀବନରେ ଏକ ଖାସ ସ୍ଥାନ ନେଇଛି। ଧିରେ ଧିରେ ଆମ ଜୀବନରେ ଏକ ବିଶେଷ ଅଂଶ ପାଲଟିଛି ଏହା। ତାହା ବିନା ଜୀବନ ସ୍ବାଦହୀନ ତଥା ଅଯଥା ଲାଗିବ। କହିବାକୁ ଗଲେ ଶବ୍ଦକୁ କମ…