Browsing Tag

encounter

୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କାଶ୍ମୀର ୪ଟି ସ୍ଥାନରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିହତ

୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କାଶ୍ମୀରର ୪ଟି ସ୍ଥାନରେ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଟପ୍ ଲସ୍କର କମାଣ୍ଡର ଅଲୀ ସମେତ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏବେ ସୋପିଆନ୍ ଜିଲ୍ଲାର ଇମାମ ସାହେବରେ ଏନ୍କାଉଣ୍ଟର ଚାଲିଛି । ୨-୩ରୁ ଜଣ ଆତଙ୍କବାଦୀ ଏକ…

କେନ୍ଦ୍ରାପଡ଼ାରେ ପୁଣି ପୋଲିସ-ଅପରାଧୀ ମୁହାଁମୁହିଁ , ଦୁର୍ଦ୍ଦାନ୍ତ ଅପରାଧୀ ବିଜୟ ନାୟକକୁ ଏନ୍‌କାଉଣ୍ଟର

କେନ୍ଦ୍ରାପଡ଼ା(କେନ୍ୟୁଜ୍) : କେନ୍ଦ୍ରାପଡ଼ାରେ ପୁଣି ପୋଲିସ-ଅପରାଧୀ ମୁହାଁମୁହିଁ। ଦୁର୍ଦ୍ଦାନ୍ତ ଅପରାଧୀ ବିଜୟ ନାୟକକୁ ଏନ୍‌କାଉଣ୍ଟର। ୫ ନମ୍ବର ଜାତୀୟ ରାଜପଥ କଜଳାଗଡ଼ାଠାରେ କେନ୍ଦ୍ରାପଡ଼ା ସଦର ପୋଲିସ ଓ ସ୍ପେଶାଲ୍‌ ଟିମ୍‌ ପକ୍ଷରୁ ଏହି ମିଳିତ ଏନକାଉଣ୍ଟର କରାଯାଇଛି। ତାର ବାମ ଗୋଡରେ…

ସେନା ଓ ଆତଙ୍କବାଦୀ ମୁହାଁମୁହିଁ : ପୁଣି ନିପାତ ହେଲେ ୨ ଜୈଶ ଆତଙ୍କବାଦୀ

ଦକ୍ଷିଣ କଶ୍ମୀରର ସୋପିଆନରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ। ଏନକାଉଣ୍ଟରରେ ୨ ଜୈଶ ଏ ମହମ୍ମଦ ଆତଙ୍କବାଦୀ ନିପାତ। ସୋପିଆନର ମାମଣ୍ଡର ଠାରେ ଏକ ଘରେ କିଛି ଆତଙ୍କବାଦୀ ଲୁଚିରହିଥିବା ଖବର ମିଳିଥିଲା। ପରେ ସିଆରପିଏଫ, ଏସଓଜି ଓ ରାଜ୍ୟ ପୋଲିସ ମିଳିତ ଭାବେ ସକାଳ ପ୍ରାୟ ୪ଟାରେ ପୁରା ଅଞ୍ଚଳକୁ…

ଜମ୍ମୁ କାଶ୍ମୀରର ପୁଲୱାମାରେ ଯବାନ ଓ ଆତଙ୍କବାଦୀ ମୁହାଁମୁହିଁ , ୨ ଆତଙ୍କବାଦୀ ନିହତ

ଜମ୍ମୁ କାଶ୍ମୀର(କେନ୍ଯୁଜ୍) : ଜମ୍ମୁ କାଶ୍ମୀରର ପୁଲୱାମାରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ରାଜପୋରା ଅଂଚଳରେ ଚାଲିଥିବା ଏହି ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ତେବେ ଉକ୍ତ ଅଂଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ଜାଣିବା ପରେ…

ଗଞ୍ଜାମରେ ଗୋଟିଏ ଦିନରେ ଦୁଇଟି ଏନକାଉଣ୍ଟର, ବାରମ୍ବାର ପୋଲିସ ହାତରୁ ଚମ୍ପଟ ମାରୁଥିବା ବାବୁ ନାୟକ ମୃତ

ଗଞ୍ଜାମ : ଥରେ ନୁହଁ ଦି ଦି ଥର ଖସିଲା, ଏବେ ତୃତୀୟ ଥର ବେଳକୁ କାମ ତମାମ୍‌ । ଗଞ୍ଜାମର କୁଖ୍ୟାତ ଅପରାଧୀ ବାବୁ ନାୟକର ଖେଳ ସରିଲା । ପୋଲିସ ଧରୁଥିଲା, ସେ ଚମ୍ପଟ ମାରୁଥିଲା । ଏବେ ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ନାୟକ ମୃତ । ଜଗନ୍ନାଥ ପ୍ରସାଦ ନିକଟରେ ଆଜି ହୋଇଥିଲା ଏନ୍‌କାଉଣ୍ଟର। ଏହି…

ଜମ୍ମୁ-କାଶ୍ମୀର ସୋପିଆରେ ପୁଣି ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ, ଟଲିପଡିଲେ ୨ ଆତଙ୍କବାଦୀ

ଶ୍ରୀନଗର : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଲିପଡିଲେ ୨ ଆତଙ୍କବାଦୀ। ଜମ୍ମୁ-କାଶ୍ମୀର ସୋପିଆନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଆତଙ୍କୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ଏକେ-୪୭ ଓ ଗୁଳି ଜବତ କରାଯାଇଛି। ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସେନା ପକ୍ଷରୁ ଚଢାଉ କରାଯାଇଥିଲା। ଜଙ୍ଗଲ…

ପୁଣି ଗଞ୍ଜାମରେ କୁଖ୍ୟାତ ଅପରାଧୀର ଏନ୍‌କାଉଣ୍ଟର, ବେଣୁ ବାରିକ ଆହତ

ଗଞ୍ଜାମ(କେନ୍ଯୁଜ୍) : ଭଞ୍ଜନଗର ବୁଗୁଡ଼ା ରାମପଦ ଜଙ୍ଗଲରେ ଏନ୍‌କାଉଣ୍ଟର ହୋଇଛି। ବୁଗୁଡା ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ବେଣୁ ବାରିକ ଆହତ ହୋଇଛି। ତାର ବାମ ଗୋଡ଼ରେ ବାଜିଛି ୨ ରାଉଣ୍ଡ ଗୁଳି। ଗୁରୁତର ଅବସ୍ଥାରେ ତାକୁ ବୁଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି। ତା ନିକଟରୁ ବାଇକ ଓ ପିସ୍ତଲ,…

ଜମ୍ମୁ-କାଶ୍ମୀର କୁଲଗାମରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର (କେନ୍ୟୁଜ୍) : ଜମ୍ମୁ-କାଶ୍ମୀର କୁଲଗାମରେ ୩ ଆତଙ୍କବାଦୀ ନିହତ । କୁଲଗାମ ଲାରୋ ଅଞ୍ଚଳରେ ୩ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି ଯବାନ । ଅପରେସନ୍ ଶେଷ ହୋଇଥିବା ଡିଜିପି ଦିଲବାଗ ସିଂ ସୂଚନା ଦେଇଛନ୍ତି । ତେବେ ୩ ଆତଙ୍କବାଦୀଙ୍କ ଚିହ୍ନଟ ହୋଇ ପାରି ନାହିଁ । ଏନକାଉଣ୍ଟରରେ ୨ ଜଣ…

କେନ୍ଦ୍ରାପଡ଼ା ଫେଲ୍ ମାରିଲା ଡକାୟତି ଯୋଜନା, ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ମଲ୍ଲିକ ଆହତ

କେନ୍ଦ୍ରାପଡ଼ା (କେନ୍ୟୁଜ୍) : ଫେଲ୍ ମାରିଲା ଡକାୟତି ଯୋଜନା । କେନ୍ଦ୍ରାପଡ଼ା ଚାନ୍ଦୋଳ-ଡେରାବିଶ ରୋଡରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ମଲ୍ଲିକ ଆହତ । ସନ୍ତୋଷର ଡାହାଣ ଆଣ୍ଠୁରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ କେନ୍ଦ୍ରାପଡ଼ା ହସପିଟାଲରେ ଭର୍ତ୍ତି କରାଯାଇଛି ।…

ସେନା ଗୁଳିରେ ଟଳିପଡିଲେ ୩ ଜଣ ଆତଙ୍କବାଦୀ

ଶ୍ରୀନଗର(କେନ୍ଯୁଜ୍) : ଜାମ୍ମୁ-କାଶ୍ମୀର କୁଲଗାମ୍‌ ଚୌଗାମ୍‌ରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଫଳରେ ସେନା ଗୁଳିରେ ସକାଳେ ଟଳିପଡିଥିଲେ ୩ ଜଣ ଆତଙ୍କବାଦୀ। ବର୍ତ୍ତମାନ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ସମୟରେ ଆଉ ଦୁଇ ଜଣ ଆତଙ୍କବାଦୀ ନୀହତ ହୋଇଛନ୍ତି । …

ଜମ୍ମୁ କାଶ୍ମୀରରେ ଏନକାଉଣ୍ଟର : ଗଡ଼ିଲା ଦୁଇ ହିଜବୁଲ୍ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ମୁଣ୍ଡ

ଶ୍ରୀନଗର (କେନ୍ୟୁଜ୍) : ଜମ୍ମୁ କାଶ୍ମୀରରେ ଏନକାଉଣ୍ଟର । ଗଡ଼ିଲା ଦୁଇ ହିଜବୁଲ୍ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ମୁଣ୍ଡ । ଅନନ୍ତନାଗ ଜିଲ୍ଲାରେ ଆଜି ମୁହାଁମୁହିଁ ହୋଇଥିଲେ ଆତଙ୍କବାଦୀ-ସୁରକ୍ଷାକର୍ମୀ । ମୁନିଓ୍ଵାଡ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ…

ଜୟପୁରରେ ଅପରାଧୀ ପୋଲିସ ମୁହାଁମୁହିଁ

ଜୟପୁର (କେ ନ୍ୟୁଜ୍) : ଅପରାଧୀ ପୋଲିସ ମୁହାଁମୁହିଁ । ଅପରାଧୀକୁ କାବୁ କଲା ବେଳେ ପୋଲିସ ଉପରକୁ ୨ ରାଉଣ୍ଡ ଚଳାଇଥିଲା ଦୁର୍ବୃତ୍ତ । ପୋଲିସ ପକ୍ଷରୁ ମଧ୍ୟ ୨ ରାଉଣ୍ଡ ପାଳଟା ଗୁଳି ଚାଳନା କରାଯାଇଥିଲା । ତେବେ ପୋଲିସକୁ ଚକମା ଦେଇ ତିନି ଜଣ ଦୁର୍ବୃତ୍ତ ଖସି ପଳାଇବାରେ ସଫଳ ହୋଇଛନ୍ତି ।…