Browsing Tag

encounter

ଚାନ୍ଦିପୋଷ ଥାନା ଅଞ୍ଚଳରେ ପୋଲିସ ଏନକାଉଣ୍ଟର, ହାର୍ଡକୋର ଅପରାଧୀ ଆହତ

ରାଉରକେଲା (କେନ୍ୟୁଜ୍): ରାଉରକେଲାରେ ଏନକାଉଣ୍ଟର । ଚାନ୍ଦିପୋଷ ଥାନା ଅଞ୍ଚଳରେ ପୋଲିସ ଏନକାଉଣ୍ଟର । ଏନକାଉଣ୍ଟରରେ ଜଣେ ହାର୍ଡକୋର ଅପରାଧୀ ଆହତ । ଚାନ୍ଦିପୋଷ ଅଞ୍ଚଳରେ ଦୁଇ ହାର୍ଡକୋର କ୍ରିମିନାଲଙ୍କ ଗତିବିଧି ସଂପର୍କରେ ସୂଚନା ପାଇ ପୋଲିସ ସହ ସ୍ପେଶାଲ ସ୍କ୍ଵାଡ ପହଞ୍ଚିଥିଲେ ।…

ରାଉରକେଲାରେ ଏନକାଉଣ୍ଟର: ହାର୍ଡକୋର ଅପରାଧୀ ଆହତ, ଗୋଟିଏ AK-47, ପିସ୍ତଲ ଓ କାର୍‌ ଜବତ

ରାଉରକେଲା(କେନ୍ୟୁଜ): ରାଉରକେଲାରେ ଏନକାଉଣ୍ଟର । ଚାନ୍ଦିପୋଷ ଥାନା ଅଞ୍ଚଳରେ ପୋଲିସ ଏନକାଉଣ୍ଟର । ଏନକାଉଣ୍ଟରରେ ଜଣେ ହାର୍ଡକୋର ଅପରାଧୀ ଆହତ । ଚାନ୍ଦିପୋଷ ଅଞ୍ଚଳରେ ଦୁଇ ହାର୍ଡକୋର କ୍ରିମିନାଲଙ୍କ ଗତିବିଧି ସଂପର୍କରେ ସୂଚନା ପାଇ ପୋଲିସ ସହ ସ୍ପେଶାଲ ସ୍କ୍ଵାଡ ପହଞ୍ଚିଥିଲେ ।…

ଜାମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ, ଲସ୍କର ସହ ଥିଲା ସମ୍ପର୍କ

ଜାମ୍ମୁ-କଶ୍ମୀର: ଜାମ୍ମୁ-କଶ୍ମୀରରେ ପୁଲଓ୍ଵାମାର ଦ୍ରବଗାମ ଅଞ୍ଚଳରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି, ନିହତ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ଥିଲେ। ସେମାନେ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା ସହ ଜଡ଼ିତ…

ଲଗାତର ଦ୍ବିତୀୟ ଦିନରେ ସେନାକୁ ବଡ଼ ସଫଳତା: ଏନକାଉଣ୍ଟରରେ ଟଳିଲେ ୩ ପାକିସ୍ତାନୀ ଆତଙ୍କବାଦୀ

ଜମ୍ମୁ-କଶ୍ମୀର: ଲଗାତର ୨ୟ ଦିନରେ ସେନାକୁ ବଡ଼ ସଫଳତା । ଏନକାଉଣ୍ଟରରେ ଟଳିଲେ ୩ ପାକିସ୍ତାନୀ ଆତଙ୍କବାଦୀ । ଜମ୍ମୁ-କଶ୍ମୀର କୁପଓ୍ଵାଡାରେ ସୁରକ୍ଷାବଳଙ୍କ ଗୁଳିରେ ଲସ୍କର-ଏ-ତୋଇବାର ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।…

ରାଜଧାନୀରେ ଏନକାଉଣ୍ଟର: କୁଖ୍ୟାତ ଅପରାଧୀ ଚକରା ବାରିକ ପୋଲିସ୍ ଗୁଳିରେ ଆହତ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜଧାନୀରେ ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ଚକରା ବାରିକକୁ ଏନକାଉଣ୍ଟର । ଏନକାଉଣ୍ଟରରେ ଚକରା ବାରିକ ଆହତ । ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ୬ରୁ ୭ ଜଣ ଅପରାଧୀ ଚକରା ନେତୃତ୍ୱରେ ବଡ଼ ଅପରାଧ ପାଇଁ ମସୁଧା କରୁଥିଲେ । ସେମାନଙ୍କ ପାଖରେ ପିସ୍ତଲ, ହାତ ବୋମା, ଭୁଜାଲି…

ମାଲକାନଗିରି ସୀମାନ୍ତ ଦାନ୍ତେଓ୍ଵାଡ଼ାରେ ପୋଲିସକୁ ବଡ ସଫଳତା: ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ଯୁଜ୍): ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେଓ୍ଵାଡ଼ାରେ ପୋଲିସକୁ ବଡ ସଫଳତା। ଚିକପାଲି ଜଙ୍ଗଲରେ ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ନିହତ। କଟେକଲ୍ୟାଣ ଏରିଆ କମିଟି ମେମ୍ବର ମୁୟା ମର୍କମ ନାଁରେ ଥିଲା ୫ଲକ୍ଷ ଟଙ୍କାର ପୁରସ୍କାର। ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ସହ…

ପୋଲିସ-ମାଓବାଦୀ ଗୁଳି ବିନିମୟ, ୨ ହାର୍ଡକୋର ନକ୍ସଲ୍ ନିହତ

ମାଲକାନଗିରି(କେନ୍ଯୁଜ୍): ପୋଲିସ- ମାଓବାଦୀ ଗୁଳିବିନିମୟରେ ୨ ହାର୍ଡକୋର ମାଓବାଦୀ ନିହତ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଉସୁର ଜଙ୍ଗଲରେ ପୋଲିସ- ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଏନକାଉଣ୍ଟରରେ ଦକ୍ଷିଣ ବସ୍ତର ମାଓ ସଙ୍ଗଠନର ମାଓବାଦୀ ସୁଧାକରର ମୃତ୍ୟୁ ହୋଇଛି।…

ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର କତୋଗୁଡୁମ୍‌ରେ ଏନ୍‌କାଉଣ୍ଟର, ୬ ମାଓବାଦୀ ନିହତ

ମାଲକାନଗିରି(କେନ୍ଯୁଜ୍): ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର କତୋଗୁଡୁମ୍‌ରେ ଏନ୍‌କାଉଣ୍ଟର । ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଛନ୍ତି । ପେସାଲାପାଡୁ ଜଙ୍ଗଲରେ ପୋଲିସ- ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ମୃତ ମାଓବାଦୀଙ୍କ ମଧ୍ୟରେ ୪ ମହିଳା ଓ ଦୁଇଜଣ ପୁରୁଷ ଅଛନ୍ତି ।…

ଛତିଶଗଡ଼ ଦାନ୍ତେଓ୍ଵାଡାରେ ବଡ଼ ଧରଣର ମାଓ ଅପରେସନ: ୨ ମହିଳା କ୍ୟାଡର ମୃତ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି(କେନ୍ଯୁଜ୍): ଛତିଶଗଡ଼ ଦାନ୍ତେଓ୍ଵାଡାରେ ବଡ଼ ଧରଣର ମାଓ ଅପରେସନ । ଏଥିରେ ୨ ମହିଳା କ୍ୟାଡରଙ୍କ ମୃତ୍ୟୁ ହୋଇଛି । ଆଜି ସକାଳ ୫ଟା ୩୦ ମିନିଟରେ ଦାନ୍ତେଓ୍ଵାଡାରେ DRG ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପରେ ସର୍ଚ୍ଚ ଅପରେସନ ବେଳେ ଦୁଇ ମହିଳା ମାଓବାଦୀଙ୍କ ମୃତଦେହ…

ଭଦ୍ରକ: ଏଟିଏମ ଲୁଟରେ ସମ୍ପୃକ୍ତ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର, ୨ଟି ପିସ୍ତଲ ସହ ମାରଣାସ୍ତ୍ର ଜବତ

ଭଦ୍ରକ(କେନ୍ଯୁଜ୍): ଭଦ୍ରକରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର । ଏଟିଏମ ଲୁଟରେ ସମ୍ପୃକ୍ତ ହୋଇଥିବା ଦୁଇ ଲୁଟେରାଙ୍କୁ ଏନକାଉଣ୍ଟର କରିଲା ଗ୍ରାମାଞ୍ଚଳ ପୋଲିସ୍ । ଭଦ୍ରକ ଗ୍ରାମାଞ୍ଚଳ ଥାନା ବରପଦା ନିକଟରେ ଏନକାଉଣ୍ଟର ହୋଇଛି । ଦୁଇ ଜଣ ଅପରାଧୀ ବରପଦା ନିକଟରେ ଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ…

ବଲାଙ୍ଗିର: ଖପ୍ରାଖୋଲ ଅନ୍ତର୍ଗତ ଜୁନାନିବାହାଲରେ ପୋଲିସର ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

ବଲାଙ୍ଗିର (କେନ୍ଯୁଜ୍): ବଲାଙ୍ଗିର ଜିଲ୍ଲାରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ଖପ୍ରାଖୋଲ ଅନ୍ତର୍ଗତ ଜୁନାନିବାହାଲରେ ମୁହାଁମୁହିଁ ହୋଇଥିଲେ । ପୋଲିସ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଛି । ମୃତ ମାଓବାଦୀର ପରିଚୟ ମିଳିନି । ଏନକାଉଣ୍ଟରସ୍ଥଳରୁ ଜବତ ହୋଇଛି ଏସଏଲଆର୍‌ ରାଇଫଲ୍‌ ।…

ଭଦ୍ରକ:ଡକାୟତି ଉଦ୍ୟମ ବେଳେ ପୋଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣି ଗୁରୁତର

ଭଦ୍ରକ(କେନ୍ୟୁଜ୍):  ଡକାୟତକୁ ପୋଲିସର ଏନକାଉଣ୍ଟର। ଡକାୟତି ଉଦ୍ୟମ ବେଳେ ଡକାୟତ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣି ଗୁରୁତର। ବାପି ସହଯୋଗୀ ଓମପ୍ରକାଶ ମହାଳିକକୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଚଢ଼େୟା…