UPSC ରେଜଲ୍ଟ ୨୦୨୦ : ଘୋଷଣା ହେଲା ଇଂଜିନିୟରିଂ ସର୍ଭିସେସ୍ ପ୍ରିଲିମ୍ସ ପରୀକ୍ଷାର ପରିଣାମ
UPSC ପକ୍ଷରୁ ଇଂଜିନିୟରିଂ ସର୍ଭିସେସ୍ ପ୍ରିଲିମ୍ସ ଏଗଜାମ୍(ESE) ର ରେଜଲ୍ଟ ଘୋଷଣା କରାଯାଇଛି। ଏହି ପରୀକ୍ଷାର ପରିଣାମ ୟୁପିଏସ୍ସିର ଅଫିସିଆଲ େଓ୍ଵବସାଇଟ୍ upsc.gov.in ରେ ଦେଖିପାରିବେ।
ସୂଚନାଯୋଗ୍ୟ, ୫ ଜାନୁଆରୀ ୨୦୨୦ରେ ଆୟୋଜିତ ହୋଇଥିବା ଏହି ପରୀକ୍ଷାରେ ପ୍ରାରମ୍ଭିକ…