Browsing Tag

expensive

ଦୁନିଆର ସବୁଠାରୁ ଦାମୀ ଜୋତା, ଦାମ ଜାଣିଲେ ଉଡିଯିବ ହୋସ୍

Moon Star ହେଉଛି ଦୁନିଆର ସବୁଠାରୁ ମହଙ୍ଗା ଜୋତା । ଯାହାର ମୂଲ୍ୟ ପ୍ରାୟ ୧.୬୩ ବିଲିୟନ ଭାରତୀୟ ଟଙ୍କା । ମୁନ ଷ୍ଟାର ଜୋତା ଏହାର ମୂଲ୍ୟ ହେତୁ ଆଜି ପର୍ଯ୍ୟନ୍ତ ଏହା ଦୁନିଆର ସବୁଠାରୁ ମହଙ୍ଗା ଜୋତା ଭାବରେ ପରିଗଣିତ ହୁଏ । ଯେତେବେଳେ ଲୋକମାନେ ପ୍ରାୟତଃ ବାହାରକୁ ଯାଆନ୍ତି, ସେମାନେ ଜୋତା…

ଦୁନିଆର ସବୁଠାରୁ ଦାମୀ ଫଳ, ଦାମ୍ ଜାଣିଲେ ଉଡିଯିବ ହୋସ୍

ଦୁନିଆରେ ଏପରି ଫଳ ଅଛି ଯାହାର ମୂଲ୍ୟରେ ଆପଣ ଏକ ସୁନ୍ଦର ଦାମୀ କାର କିଣି ପାରିବେ । ଆମେ ଦୁନିଆର ସବୁଠାରୁ ମହଙ୍ଗା ଫଳ ବିଷୟରେ କହୁଛୁ । ଯାହାର ମୂଲ୍ୟ ଲକ୍ଷ ଲକ୍ଷରେ ରହିଛି । ଯାହାର ନାମ ୟୁବାରୀ ଖରଭୁଜ । ଏବେ ଗ୍ରୀଷ୍ମ ଋତୁ ଆସିଛି । ଏପରି ପରିସ୍ଥିତିରେ ଲୋକମାନେ ଅନେକ ଫଳ ଖାଇଥା’ନ୍ତି…

ଦୁନିଆର ସବୁଠାରୁ ଦାମୀ ସ୍କୁଲ, ଫି’ ଶୁଣିଲେ ଉଡିଯିବ ହୋସ୍

ଶିକ୍ଷା ହେଉଛି ଦୁନିଆର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ । ଅନେକ ବିଦ୍ୟାଳୟ ଏହାକୁ ମାଗଣାରେ ଯୋଗାଇ ଦେଉଥିବାବେଳେ କେତେକ ବିଦ୍ୟାଳୟ ଏତେ ଫି' ଆଦାୟ କରନ୍ତି ଯେ ଅଭିଭାବକମାନେ ନିଜ ପିଲାଙ୍କୁ ସେଠାରେ ଆଡମିସନ କରିବା ପୂର୍ବରୁ ଦୁଇଥର ଚିନ୍ତା କରିବାକୁ ବାଧ୍ୟ ହୁଅନ୍ତି । ସେହିଭଳି ଦୁନିଆର…

ଦୁନିଆର ସବୁଠାରୁ ମହଙ୍ଗା ଗୋଲାପ, ଫୁଲ ଦାମରେ କିଣିପାରିବେ ୧୦୦ରୁ ଅଧିକ BMW କାର

ଆଜି ଅର୍ଥାତ ୭ ଫେବୃଆରୀରେ ସମଗ୍ର ବିଶ୍ୱ ରୋଜ ଡେ ପାଳନ କରୁଛି । ଲୋକମାନେ ସେମାନଙ୍କର ପାର୍ଟନରଙ୍କୁ ଗୋଲାପ ଦେଇ ଅଭିନନନ୍ଦ ଜଣାଉଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି ଦୁନିଆର ସବୁଠାରୁ ମହଙ୍ଗା ଗୋଲାପ ଏବଂ ଏହାର ମୂଲ୍ୟ କେତେ? ତେବେ ଆସନ୍ତୁ ଜାଣିବା ଦୁନିଆର ସବୁଠୁ ଦାମୀ ଗୋଲାପ ବିଷୟରେ…

କୋହିନୂର ଅପେକ୍ଷା ଅନେକ ଗୁଣ ମହଙ୍ଗା ଏହି ହୀରା, ଏହାର ମୂଲ୍ୟ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

କୋହିନୂର ହୀରାକୁ ଭାରତର ଗର୍ବ ଭାବେ ବିବେଚନା କରାଯାଏ । ବର୍ତ୍ତମାନ ପର୍ଯ୍ୟନ୍ତ କୋହିନୂର ହୀରା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାରତରେ କୌଣସି ହୀରା ନାହିଁ । କୋହିନୂର ଯାହାକି ଶତାବ୍ଦୀ ଧରି ଭାରତକୁ ଶାସନ କରୁଥିବା ବ୍ୟକ୍ତିଙ୍କ ଦ୍ୱାରା ରଖାଯାଇଥିଲା । ଏବେ କୋହିନୋର ହୀରା…

ସୁନା ଠାରୁ ମଧ୍ୟ ମହଙ୍ଗା ଏହି ଜିନିଷର ଅଳଙ୍କାର, ଜାଣନ୍ତୁ କ’ଣ?

ଅଳଙ୍କାର ସମ୍ବନ୍ଧୀୟ କଥା ଆସିଲେ ଆପଣଙ୍କ ମନରେ ପ୍ରଥମେ ନିଶ୍ଚୟ ସୁନା କିମ୍ବା ହୀରା ଆସୁଥିବ। କଣ ଆପଣ ଜାଣିଛନ୍ତି କି, ଅଳଙ୍କାର ତିଆରି କରିବା ପାଇଁ ଆଉ ଏକ ଜିନିଷ ମଧ୍ୟ ଅଛି । ବିଦେଶରେ ଏହି କାରବାର ବହୁତ ପରିମାଣରେ କରାଯାଏ । କିନ୍ତୁ ଭାରତରେ ଏହା ବେଆଇନ ଅଟେ । ଭାରତରେ ଲୋକ ଏହି…

 ଜାଣନ୍ତୁ କେତେ କୋଟି ଟଙ୍କାରେ ବିକ୍ରି ହେଉଛି ଦୁନିଆର ସବୁଠାରୁ ଦାମୀ ଟମାଟୋ ମଞ୍ଜି 

ସପ୍ତାହ ତଳେ ୬୦ ଟଙ୍କା ମୂଲ୍ୟରେ ମିଳୁଥିବା ଟମାଟୋ ବର୍ତ୍ତମାନ ୧୦୦ରୁ ୧୫୦ ଟଙ୍କାରେ ପହଞ୍ଚିଛି । ଦିଲ୍ଳୀରେ ଏକ କେଜି ଟମାଟୋ ୮୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଛି । ଏହି ଟମାଟୋ ର ମୂଲ୍ୟ ଅଧିକ ହେଲେ ମଧ୍ୟ ଏହା ୨୦୦ ହୋଇପାରେ । କିନ୍ତୁ ଦୁନିଆର ଏପରି ଏକ ଟମାଟୋ ରହିଛି ଯାହା ମଞ୍ଚିର ମୂଲ୍ୟ…

ଭାତ ଥାଳିରୁ ହଜିଯିବ ଡାଲି , ୪ମାସରେ ବଢ଼ିଲାଣି ୨୯ ଟଙ୍କା

ଭୁବନେଶ୍ୱର (କେନ୍ୟୁଜ): ମହଙ୍ଗା ହେଉଛି ହରଡ ଡାଲି । ୨୦୨୩ରେ ବଢ଼ିଲାଣି ୨୯ ଟଙ୍କା । ଗତ ଡିସେମ୍ବରରେ ଦେଶରେ ହରଡ଼ ଡାଲି କିଲୋ ପିଛା ମୂଲ୍ୟ ପାଖାପାଖି ୧୦୦ ଟଙ୍କା ରହିଥିଲା । ଏବେ ଏହା ୧୨୯ ଟଙ୍କା ରହିଛି । ମାର୍ଚ୍ଚ ମାସରେ ଡାଲି କିଲୋ ୧୦୦ ଟଙ୍କା ହେବା ପରେ ସରକାର ନିର୍ଦ୍ଦିଷ୍ଟ ସୀମାଠାରୁ…

୨୦୨୩-୨୪ ନୂଆ ଅବକାରୀ ନୀତି : ମହଙ୍ଗା ହେବ ମଦ ଦର, ନୂଆ ଦୋକାନ ଖୋଲିବାକୁ ନାହିଁ ଅନୁମତି

ଭୁବନେଶ୍ୱର (କେନ୍ୟୁଜ): ୨୦୨୩-୨୪ ପାଇଁ ନୂଆ ଅବକାରୀ ନୀତି । ମହଙ୍ଗା ହେବ ମଦ ଦର । ଆସନ୍ତା ଏପ୍ରିଲ ପହିଲାରୁ ଭାରତରେ ପ୍ରସ୍ତୁତି ବିଦେଶୀ ମଦ (ଆଇଏମଏଫଏଲ) ଦର ବୃଦ୍ଧି ପାଇବ । ରାଜ୍ୟ ସରକାର ଆଇଏମଏଫଏଲ ଉପରେ ଅବକାରୀ ଶୁଳ୍କରେ ସାମାନ୍ୟ ବୃଦ୍ଧି କରିଛନ୍ତି । ଏହାସହ ଆସନ୍ତା ଆର୍ଥିକ…

ସାଧାରଣ ଲୋକଙ୍କୁ ଲାଗିଲା ଝଟକା: ପୁଣି ବଢ଼ିଲା କ୍ଷୀର ଦାମ୍, ଆଜି ଠାରୁ ଲାଗୁ ହେଲା ନୂଆ ରେଟ୍

ନୂଆଦିଲ୍ଲୀ : ସାଧାରଣ ଲୋକଙ୍କୁ ଲାଗିଛି ପୁଣି ଝଟକା। ବର୍ତ୍ତମାନ ସମୟରେ ଦେଶରେ ମହଙ୍ଗା ମାଡ଼ ଜାରି ରହିଥିବା ବେଳେ ପୁଣି ଏକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ିଛି । ପୁଣି ଥରେ କ୍ଷୀର ଦାମ୍ ବଢ଼ିଛି । ଏହା ଫଳରେ ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ମଦର…

ରାଜ୍ୟ କର୍ମଚାରୀଙ୍କୁ ପୂଜା ଭେଟି: ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର (କେନ୍ୟୁଜ): ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି । ରାଜ୍ୟ ସରକରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧…

ମହଙ୍ଗା ହୋଇପାରେ ସ୍ମାର୍ଟଫୋନ, ଟିଭି ଓ ଲାପ୍‌ଟପ; ଜାଣନ୍ତୁ କ’ଣ ରହିଛି କାରଣ

କିଛି ଦିନ ଶାନ୍ତ ରହିବା ପରେ ପୁଣି ପ୍ରଭାବ ବିସ୍ତାର ଆରମ୍ଭ କରିଛି କରୋନା। ବଢ଼ୁଥିବା ମାମଲାର ଏଣିକି ସିଧା ପ୍ରଭାବ ସ୍ମାର୍ଟଫୋନ, ଟିଭି ଏବଂ ଲାପ୍‌ଟପ ଭଳି ଇଲେକ୍ଟ୍ରୋନିକ୍ସ ଜିନିଷର ଦାମ୍‌ ଉପରେ ପଡ଼ିପାରେ। କରୋନା ସଂକ୍ରମଣ ଯୋଗୁ ବର୍ତ୍ତମାନ ଚୀନର କେତେକ ସହରରେ ପୁଣି ଲକ୍‌ଡାଉନ ଲାଗିଛି।…