ନିଜର ୟୁଜର୍ସଙ୍କୁ ଏକ ନୂଆ ଉପହାର ଦେଲା ଫେସବୁକ୍, ଜାଣନ୍ତୁ ଏବେ କି ସୁବିଧା ପାଇବେ ଉପଭୋକ୍ତା
ଫେସବୁକ୍ ନିଜର ଭାରତୀୟ ୟୁଜର୍ସଙ୍କୁ ଏକ ନୂଆ ଉପହାର ଦେଇଛି । ଏବେ ଭାରତରେ ମଧ୍ୟ ୟୁଜର୍ସ ନିଜର ଫେସବୁକ୍ ଏବଂ ଇଷ୍ଟାଗ୍ରାମ ପ୍ରୋଫାଇଲ୍ର ଷ୍ଟୋରିଜ୍ ସେକ୍ସନ୍ରେ ସଙ୍ଗୀତକୁ ଯୋଡି ପାରିବେ । ଏବେ ଯାଏ ଏହି ସେକ୍ସନରେ ଭିଡିଓ ଏବଂ ଫଟୋକୁ ୨୪ଘଣ୍ଟା ପର୍ଯ୍ୟନ୍ତ ଯୋଡି ହୋଇରହିବାର ସୁବିଧା…