Below header
Browsing Tag

facebook

ଆପଣଙ୍କୁ କେଉଁ ରୋଗ ହୋଇଛି ଏହାର ସୂଚନା ଦେବ ଫେସବୁକ୍

ଆପଣଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଆପଣଙ୍କ ମାନସିକ ସ୍ବାସ୍ଥ୍ୟ ବିଷୟରେ ସୂଚନା ଦେଇପାରିବ। ସେ ଏହି କଥାର ଭବିଷ୍ୟବାଣୀ ଦେଇପାରିବ ଯେ ତାର ୟୁଜର ରୋଗାଗ୍ରସ୍ଥ ନା ନାହିଁ। ଏହା ଶୁଣିବାକୁ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ସତ। ଯଦି ଆପଣଙ୍କୁ ଡାଇବେଟିଜ୍ ଅଛି ଏବଂ…

ଫେସବୁକ୍ ଲଞ୍ଚ କରିବ “Libra” କରେନ୍ସି , ମେସେଞ୍ଜର ଏବଂ ହ୍ବାଟ୍ସଆପ ଜରିଆରେ ମଧ୍ୟ ପଠା ଯାଇପାରିବ ଟଙ୍କା

ସୋସିଆଲ ମିଡିଆ ଫେସବୁକ୍ ଆରମ୍ଭ କରିଛି ଏକ ନୂଆ କ୍ରିପ୍ଟୋକରେନ୍ସି ବ୍ୟବସ୍ଥା। କମ୍ପାନୀ ଏହି କରେନ୍ସିର ନାମ ଲିବରା ରଖିଛି। ଏହି ଆପ ଦ୍ବାରା ଟଙ୍କା ନେଣଦେଣ କରିବା ଦ୍ବାରା କୌଣସି ଅତିରିକ୍ତ ମୂଲ୍ୟ ଦେବାକୁ ପଡିବ ନାହିଁ । ଏହା ଏକ ପ୍ରକାରର ପେମେଣ୍ଟ ସିଷ୍ଟମ ଯାହାକୁ ଆସନ୍ତା ବର୍ଷ ମଧ୍ୟରେ…

ଫେସବୁକ୍ ଦ୍ବାରା ଦୈନିକ ଜିତି ପାରିବେ ତିନି ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ : ସୋସିଆଲ ମିଡିଆ ସାଇଟ ଫେସବୁକ୍ ଏବେ ଆପଣଙ୍କୁ ଦୈନିକ ତିନି ଲକ୍ଷ ଟଙ୍କା ଜିତିବାର ମଉକା ଦେବାକୁ ଯାଉଛି। ମଙ୍ଗବାର ଦିନ ଫେସବୁକ୍ ଘୋଷଣା କରିବାକୁ ଯାଇ କହିଛି ଜୁନ୍ ୧୨ ତାରିଖରୁ ଏକ ଇଣ୍ଟରେକ୍ଟିଭ୍ ଗେମ୍ ଲଞ୍ଚ ହେବାକୁ ଯାଉଛି ଯେଉଁଥିରେ ୟୁଜର୍ସ ଦୈନିକ ୩ ଲକ୍ଷ ପର୍ଯ୍ୟନ୍ତ…

ଖୁବ ଶୀଘ୍ର ଫେସବୁକ ଲାଇଭ ଷ୍ଟ୍ରିମିଂ ନୀତିରେ ହେବାକୁ ଯାଉଛି ପରିବର୍ତ୍ତନ, ନିୟମ ଭାଙ୍ଗିଲେ ବ୍ୟାନ ହେବ ଆକାଉଣ୍ଟ

ନୂଆଦିଲ୍ଲୀ : ନ୍ୟୁଜିଲ୍ୟାଣ୍ଡର କ୍ରାଇଷ୍ଟଚର୍ଚ୍ଚର ଦୁଇଟି ମସଜିଦରେ ଆତଙ୍କୀ ଆକ୍ରମଣର ଲାଇଭ ଷ୍ଟ୍ରିମିଂ ପରେ ଏବେ ଫେସବୁକକୁ ଚେତା ପଶିଛି। ଏନେଇ ସୋସିଆଲ ମିଡିଆ ଆପ୍ ଫେସବୁକ୍ ନିଜର ଲାଇଭ ଷ୍ଟ୍ରିମିଂ ଏବଂ ଶେୟାରିଂକୁ ରୋକିବା ପାଇଁ ୱାନ ଷ୍ଟ୍ରାଇକ୍ ନୀତି ପ୍ରସ୍ତୁତ କରିଛି। କମ୍ପାନୀ କହିଛି…

ଆରମ୍ଭ ହେଲା ଫେସବୁକର ନୂଆ ଫିଚର, ବ୍ୟାଟେରୀ ବଞ୍ଚାଇବା ସହ ଦେବ ଚାଟିଂର ନିଆରା ମଜା

ନୂଆଦିଲ୍ଲୀ : ଫେସବୁକ୍ ଆପ ଲଗାତାର ନିଜର ଅନେକ ଫିଚରର ପରିବର୍ତ୍ତନ କରୁଛି। କମ୍ପାନୀ ନିକଟରେ କିଛି ଗ୍ରାହକଙ୍କ ପାଇଁ ଡାର୍କମୋଡ ଫିଚରକୁ ରୋଲଆଉଟ କରିଛି। ଏହି ଫିଚର ଦ୍ବାରା ଫେସବୁକର ସମସ୍ତ ଗ୍ରାହକ ଚାଟିଂର ଏକ ଭିନ୍ନ ମଜା ନେଇପାରିବେ। କିପରି କରିବେ ଏହାକୁ ଆକ୍ଟିଭେଟେଡ୍ ପ୍ରଥମେ…

ପୁରା ବିଶ୍ବରେ କାମ କରୁନି ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ହ୍ବାଟ୍ସଆପ୍ ! ଜାଣନ୍ତୁ କେତେବେଳେ ହେବ ଠିକ୍

ଠପ୍ ହୋଇଯାଇଛି ଫେସବୁକ୍ । ପୁରା ବିଶ୍ବରେ ଚାଲୁନି ଫେସବୁକ୍,ଇନଷ୍ଟାଗ୍ରାମ୍ ଏବଂ ହ୍ବାଟ୍ସଆପ୍ । ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ୟୁଜର ବିଲକୁଲ ବି ଖୋଲି ପାରୁନାହାଁନ୍ତି ଏହି ସାଇଟ୍ । ସେହପରି ହ୍ବାଟ୍ସଆପରେ ମେସେଜ୍ ପଠାଇଲେ ଯାଉନାହିଁ । ସବୁ ୟୁଜର ଏନେଇ ଟୁଇଟରରେ ଅଭିଯୋଗ କରୁଛନ୍ତି । ତେବେ…

ଆପଣ ଜାଣିଛନ୍ତି କି, ଜୁକର ବର୍ଗଙ୍କ ସୁରକ୍ଷା ପାଇଁ ଫେସବୁକ୍ ଖର୍ଚ୍ଚ କରୁଛି ୧୫୬ କୋଟି ଟଙ୍କା

କାଲିର୍ଫୋର୍ଣ୍ଣିଆ : ସୋସିଆଲ ନେଟୱକିଂ ସାଇଟ ଫେସବୁକ୍, ଯେଉଁଥିରେ ଗ୍ରାହକଙ୍କ ଡାଟା ଅସୁରକ୍ଷିତ ପାଇଁ ଅନେକ ଆରୋପ ଲାଗିଥାଏ। ଆପଣ ଜାଣିଛନ୍ତି କମ୍ପାନୀ ଏହାର ସିଇଓ ତଥା କୋ-ଫାଉଣ୍ଡର ମାର୍କ ଜୁକର ବର୍ଗଙ୍କ ସୁରକ୍ଷାରେ କେତେ ଟଙ୍କା ଖର୍ଚ୍ଚ କରିଥାଏ। ଅପଣ ଜାଣି ଆଶ୍ଚର‌୍ୟ୍ୟ ହେବେ, ମାର୍କ…

ଇତିହାସରେ ପ୍ରଥମ ! ଏଆଇ ସାହାଯ୍ୟରେ ଫେସବୁକ କରିବାକୁ ଯାଉଛି ସାରା ବିଶ୍ବର ଜନଗଣନା

ନୂଆଦିଲ୍ଲୀ : ସୋସିଆଲ ମିଡିଆ ସାଇଟ ଫେସବୁକ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ)ର ସାହାଯ୍ୟରେ ମ୍ୟାପ ପ୍ରସ୍ତୁତ କରିବାକୁ ଯାଉଛି। କମ୍ପାନୀର କହିବାନୁଯାୟୀ, ମ୍ୟାପଟି ମୁଖ୍ୟ ଭାବେ ଆଫ୍ରିକାକୁ କଭର କରିବ ଏବଂ ପାଖାପାଖି ସଂପୂର୍ଣ୍ଣ ଦୁନିଆର ଜନସଂଖ୍ୟାକୁ ମ୍ୟାପିଂ କରିବ। ଏହା ପୂର୍ବରୁ…

୩୦ ଏପ୍ରିଲ୍ ପରେ ଏହି ସବୁ ସ୍ମାର୍ଟଫୋନରେ କାମ କରିବନି ଫେସବୁକ୍, ଦେଖନ୍ତୁ ଆପଣଙ୍କ ଫୋନ୍ ନାହିଁ ତ ଏହି ଲିଷ୍ଟରେ

କିଛି ଫୋନରୁ ଅବସର ନେବାକୁ ପ୍ଲାନ୍ କରୁଛି ଫେସବୁକ । ୩୦ ଏପ୍ରିଲ୍ ପରେ ଓ୍ଵିଣ୍ଡୋଜ୍ ଫୋନରୁ ଫେସବୁକ୍, ମେସେଞ୍ଜର, ଇନଷ୍ଟାଗ୍ରାମ୍ ଆପ୍ ଆଦି ସବୁଦିନ ପାଇଁ ବନ୍ଦ ହୋଇଯିବ । ମାଇକ୍ରୋସଫ୍ଟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଚଳିତ ମାସ ଶେଷ ସୁଦ୍ଧା ଓ୍ଵିଣ୍ଡୋଜ ଫୋନରୁ ନିଜ ସଫୋର୍ଟ…

ନିର୍ବାଚନ ପୂର୍ବରୁ ଫେସବୁକର ବଡ଼ ପଦକ୍ଷେପ, କଂଗ୍ରେସ ସହ ଜଡିତ ୬୮୭ ପେଜ୍ କଲା ଡିଲିଟ୍

ନୂଆଦିଲ୍ଲୀ : ସୋସିଆଲ ମିଡିଆ ସାଇଟ୍ ଫେସବୁକ୍ ଭାରତରେ ସାଧରଣ ନିର୍ବାଚନ ପୂର୍ବରୁ ନେଇଛି ଏକ ବଡ଼ ପଦକ୍ଷେପ। ଫେସବୁକ୍ କହିଛି ଯେ, ସେ ଭାରତର କଂଗ୍ରେସ ପାର୍ଟି ଏବଂ ପାକିସ୍ତାନର ସେନା କର୍ମଚାରୀଙ୍କ ସହ ଜଡିତ ଥିବା ଅନେକ ପେଜକୁ ନିଜ ପ୍ଳାଟଫର୍ମରୁ ଡିଲିଟ କରିଛି। ଏହା ବିଷୟରେ ଅନ୍ତଃଜାତୀୟ…

Facebook ଫେସବୁକ ଉପରେ ଲାଗିଛି ୮ କୋଟି ୟୁଜର୍ସଙ୍କ ବ୍ୟକ୍ତିଗତ ସୂଚନା ବିକ୍ରି କରିଥିବା ଅଭିଯୋଗ,ଦେବାକୁ ପଡିପାରେ…

ଦୁନିଆର ସବୁଠୁ ବଡ ସୋସିଆଲ ମିଡିଆ ସାଇଟ ଫେସବୁକରେ ପୁଣିଥରେ ବଡ ଆରୋପ ଲଗାଯାଇଛି। ଖବର ଅଛି ଯେ ଫେସବୁକ ନିଜର ୮.୭ କୋଟି ୟୁଜର୍ସଙ୍କ ବ୍ୟକ୍ତିଗତ ସୂଚନା ଅନ୍ୟ କେଉଁ କମ୍ପାନୀ ସହିତ ସେୟାର କରିଛି ଏବଂ ଏଥିପାଇଁ ଫେସବୁକ ଉପରେ ଆରବ ଡଲାର୍ସର ଜରିମାନା ମଧ୍ୟ ଲଗାଯାଇପାରେ। ଏହି ମାମଲା ମଧ୍ୟ…

ଏବେ ଫେସବୁକରେ ବିଜ୍ଞାପନ ଦେବା ହେବ କଷ୍ଟକର , ଜାଣନ୍ତୁ କଣ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ : ଏବେ ଦେଶ ବିଦେଶରେ ଚାଲିଛି ନିର୍ବାଚନ ସମ୍ବନ୍ଧୀୟ ଅନେକ ପ୍ରସ୍ତୁତି। ଏନେଇ ସୋସିଆଲ ମିଡ଼ିଆରେ ବିଭିନ୍ନ ବିଜ୍ଞାପନ ଉପରେ ଏବେ ଫେସବୁକ୍ ପ୍ରତିବନ୍ଧକ ଲଗାଇଛି। ନିକଟରେ ଆସିଥିବା ଏକ ରିପୋର୍ଟରେ ଜଣାପଡିଛି, ଫେସବୁକ ଏହାର କୋଡ଼ିଂଗରେ କିଛିଟା ପରିବର୍ତ୍ତନ କରିଛି। ଏହା ଦ୍ବାରା…