Browsing Tag

false news and video

ଆପଣ ସତ କଣ ଜାଣିବାକୁ ଚାହୁଁଛନ୍ତି ତ, ନା ଗୁଜବରେ ବିଶ୍ୱାସ କରି ଯାଉଛନ୍ତି ?

ଭୁବନେଶ୍ୱର (କେନ୍ୟୁଜ୍‌) : କେଉଁଟି ମନ୍ଦିର ଚୂଡ଼ାରେ ମୀନ ତ କେଉଁଠି ଶ୍ରୀମନ୍ଦିର ଉପରେ ଚିଲ ବୁଲୁଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଏଭଳି ଘଟଣାକୁ କେବଳ ନକାରାତ୍ମକ ବ୍ୟକ୍ତିମାନେ ବଢ଼େଇ ଚଢ଼େଇ କରୁଛନ୍ତି । ଲୋକଙ୍କୁ ବିଭ୍ରାନ୍ତ କରି ଚର୍ଚ୍ଚାକୁ ଖୋରାକ ଯୋଗାଇବା ହେଉଛି ଏମାନଙ୍କ…