Browsing Tag

fire incident

ମହଙ୍ଗା ପଡ଼ିଲା ପାଟିରେ ପେଟ୍ରୋଲ ଧରି ନିଆଁ ଫୁଙ୍କିବା, ଅଘଟଣର ଶିକାର ହେଲେ ଲୋକେ

ଗଞ୍ଜାମ (କେନ୍ୟୁଜ):  ଏବେ ଚାଲିଛି ବାହାଘର ଋତୁ । ଯେଉଁଠି ଦେଖିବ ବାହାଘରର ମଜା ଉଠାଉଛନ୍ତି ଲୋକେ । କିଏ ବାହାଘରରେ ଭୋଜି ଖାଇବାରେ ବ୍ୟସ୍ତ ତ କିଏ ନାଚକୁଦରେ ବ୍ୟସ୍ତ । କିନ୍ତୁ ଏ ବାହାଘର ସମୟରେ ଭିନ୍ନ ଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ଅଘଟଣ । ନିକଟରେ ବାହାଘର ସମୟରେ ଏକ ଭିଡିଓ…

୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ, କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି…

କଟକ(କେନ୍ୟୁଜ୍): କଟକରେ ଆୟତ୍ତ ହେଲା ନିଆଁ । ଦୀର୍ଘ ୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ କଟକ ଚୌଧୁରୀ ବଜାର ଲୁଗା ଦୋକାନରେ ଲାଗିଥିବା ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ। ନିଆଁ ଲାଗି କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ବିଲ୍ଡିଂରେ ଫାୟାର ସେଫ୍ଟି ବ୍ୟବସ୍ଥା…

ନନ୍ଦନବିହାରରେ ତିନି ମହଲା କୋଠାରେ ଅଗ୍ନିକାଣ୍ଡ, ୩ ଜଣ ସୁରକ୍ଷିତ ଉଦ୍ଧାର

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନ ବିହାର ଅଞ୍ଚଳରେ ତିନି ମହଲା କୋଠାରେ ଅଗ୍ନିକାଣ୍ଡ। ସ୍କାୟେଟେକ୍ ଇନ୍‌ଫୋସିଟି ଭିଲାରେ ଅଗ୍ନିକାଣ୍ଡ ଘଟିଛି। ପ୍ରଥମ ମହଲାରୁ ତିନି ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ। ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଛି। ସୂଚନା ଥାଉକି, ଅଗ୍ନିକାଣ୍ଡରେ ତିନୋଟି ଘରର…

ସିକନ୍ଦରାବାଦ୍‌ ଅଗ୍ନିକାଣ୍ଡ ଘଟଣା: କଟକରେ ପହଞ୍ଚିଲା ପ୍ରାଣ ହରାଇଥିବା ଦମ୍ପତିଙ୍କ ମୃତଦେହ ,ସ୍ବର୍ଗଦ୍ବାରରେ ହେବ…

ଭୁବନେଶ୍ୱର (କେନ୍ୟୁଜ): ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ବାହାରିଲା ସିକନ୍ଦରବାଦରେ ଅଗ୍ନିକାଣ୍ଡରେ ପ୍ରାଣହରାଇଥିବା ଦମ୍ପତିଙ୍କ ମୃତଦେହ। ହାଇଦ୍ରାବାଦର ଗାନ୍ଧି ହସ୍‌ପିଟାଲରେ କଟକ ମହାନ୍ତିପଡ଼ାର ମୃତ ଦମ୍ପତିଙ୍କ ପୋଷ୍ଟମର୍ଟମ ହେବା ପରେ ଏହାକୁ ଭୁବନେଶ୍ୱର ଅଣାଯାଇଥିଲା। ପରେ ପୈତୃକ ଘର କଟକ…