ପୂର୍ବ ଶତ୍ରୁତାରୁ ସହଦେବ ଖୁଣ୍ଟା ଥାନା ଅଞ୍ଚଳର ଶୋଭାରାମପୁର ଗୁଳିକାଣ୍ଡ, ଜଣେ ଯୁବକ ଗୁରୁତର
ବାଲେଶ୍ବର(କେନ୍ୟୁଜ୍): ପାର୍ବଣ ପୂର୍ବରୁ ଅଶାନ୍ତ ବାଲେଶ୍ବର। ପୂର୍ବ ଶତ୍ରୁତାରୁ ସହଦେବ ଖୁଣ୍ଟା ଥାନା ଅଞ୍ଚଳର ଶୋଭାରାମପୁର ଗୁଳିକାଣ୍ଡ। ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକଙ୍କ ନାଁ ବିନୟ…