Browsing Tag

firing

କେନ୍ଦ୍ରାପଡ଼ା ଗୋପ ଛକ ନିକଟରେ ଗାଡି ସାଇଟ ମରାକୁ ନେଇ ଗୁଳିକାଣ୍ଡ, ବ୍ୟବସାୟୀ ଗୁରୁତର

କେନ୍ଦ୍ରାପଡ଼ା: ଗାଡି ସାଇଟ ମରାକୁ ନେଇ ଗୁଳିକାଣ୍ଡ। କେନ୍ଦ୍ରାପଡ଼ା ଗୋପଛକ ନିକଟରେ ଏହି ଗୁଳିକାଣ୍ଡ ହୋଇଛି। ଆହତ ଜଣକ ସାନମଙ୍ଗଳାର ରଞ୍ଜିତ ପାତ୍ର। ତାଙ୍କର ୨ଟି ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ରଞ୍ଜିତଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ରଞ୍ଜିତ…

କନ୍ଧମାଳ କୁମ୍ଭହାରୁ ଗାଁ ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ

କନ୍ଧମାଳ: ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ। କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା କୁମ୍ଭହାରୁ ଗାଁ ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀ - ମାଓବାଦୀ ମୁହାଁମୁହିଁ। ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ଖବର ପାଇ SOG ଓ DVF ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରସେନ୍‌ କରାଯାଇଥିଲା। ପ୍ରାୟ…

ଆମେରିକାର ଏୟାରପୋର୍ଟରେ ଥିବା FedEx ସେଣ୍ଟରରେ ଗୁଳିକାଣ୍ଡ: ୮ ମୃତକ ମଧ୍ୟରୁ ୪ ଜଣ ଶିଖ ସଂପ୍ରଦାୟର

ଯୁକ୍ତରାଷ୍ଟ୍ର ଆମେରିକୀୟ ସହର ଇଣ୍ଡିଆନାପଲିସ୍ ଅନ୍ତର୍ରାଷ୍ଟ୍ରୀୟ ବିମାନବନ୍ଦରରେ ଗତକାଲି ରାତିରେ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି। ଏହି ଗୁଳିକାଣ୍ଡରେ ୮ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଘଟଣାରେ ନିହତ ହୋଇଥିବା ଆଠଜଣ ବ୍ୟକ୍ତିଙ୍କ ମଧ୍ୟରୁ ୪ଜଣ ଶିଖ୍ ବୋଲି ଶିଖ୍ ସଙ୍ଗଠନର ନେତାମାନେ…

ଆମେରିକା କ୍ୟାପିଟଲ ହିଲ୍‌ ନିକଟରେ ଗୁଳିମାଡ: ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ, ଘଟଣା ପରେ କ୍ୟାପିଟଲ ବିଲଡିଂ…

ଆମେରିକା : ଆମେରିକା କ୍ୟାପିଟଲ ହିଲ୍‌ ନିକଟରେ ଗୁଳିମାଡ । ଆମେରିକା ସଂସଦ ନିକଟରେ ଜଣେ କାର ଚାଳକ ଦୁଇ ଜଣ ପୋଲିସ କର୍ମୀଙ୍କୁ ଧକ୍କା ଦେଇଥିଲେ । କ୍ୟାପିଟଲରେ ଥିବା ବ୍ୟାରିକେଡ୍‌କୁ ମଧ୍ୟ ଧକ୍କା ଦେଇଥିଲେ । କ୍ୟାପିଟଲ ହିଲ୍‌ ନିକଟରେ ଥିବା ପୋଲିସ ଅଧିକାରୀଙ୍କ ଉପରକୁ ଗୁଳି ମାଡ କରିଥିଲେ…

ଧାର ଟଙ୍କା ମାଗିବାରୁ ସୁବର୍ଣ୍ଣପୁର ଆମ୍ବସରଭଟା ଗାଁରେ ଗୁଳିମାଡ଼, ଜଣେ ଗୁରତର

ସୁବର୍ଣ୍ଣପୁର: ଧାର ଟଙ୍କା ମାଗିବାରୁ ଗୁଳି। ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପିତାମହୁଲ ରାସ୍ତା ଆମ୍ବସରଭଟା ନିକଟ ଗାଁ ମୁଣ୍ଡରେ ଗୁଳିମାଡ଼ ହୋଇଛି। ଗୁଳିମାଡରେ ଜଣେ ଗୁରୁତର ହୋଇଥିବା ସୂଚନା । ଗୁରୁତର ଜଣକ ହେଲେ ଅଡାଲ ଗାଁର ପ୍ରଭଞ୍ଜନ ପଧାନ। କାଶଲପୁର ଗାଁର ଚକ୍ର ପାତ୍ର ନାମକ ଜଣେ…

ବାଲେଶ୍ୱର: ଚାନ୍ଦିପୁର ଥାନା ନାଉପାଳଗଡ଼ିରେ ଗୁଳିମାଡ଼, ଭାବତାରିଣି ବୋଟ୍ ମାଲିକଙ୍କ ମୃତ୍ୟୁ

ବାଲେଶ୍ୱର(କେନ୍ୟୁଜ୍):  ଅଶାନ୍ତ ବାଲେଶ୍ୱର । ଚାନ୍ଦିପୁରରେ ଖଣ୍ଡାରେ ଆକ୍ରମଣ ପରେ ଗୁଳିମାଡ । ନାଉପାଳଗଡ଼ିରେ ଭବତାରିଣୀ ବୋଟ୍‌ ମାଲିକଙ୍କ ମୃତ୍ୟୁ । ମୃତକଙ୍କ ନାଁ ବିଜୟ ପ୍ରଧାନ ଓରଫ ଡାକ୍ତର ବାବୁ । ଘର ଘୋଡାପଦାରରେ । ସେ ବଇଞ୍ଚା ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ । ପ୍ରଥମେ ଏକ…

ବାଲେଶ୍ବର: କାର ପାର୍କିଂକୁ ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳରୁ ଫୁଟିଲା ଗୁଳି, ପ୍ରଫେସର ଗୁଳିକଲେ ଯୁବକଙ୍କୁ

ବାଲେଶ୍ବର(କେନ୍ୟୁଜ୍):  କାର ପାର୍କିଂକୁ ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳରୁ ଫୁଟିଲା ଗୁଳି । ଏଭଳି  ଅଭାବନୀୟ ଘଟଣା ଗତକାଲି ବାଲେଶ୍ବରରେ ଦେଖିବାକୁ ମିଳିଛି । କାର ପାର୍କିଂକୁ ନେଇ ବାଲେଶ୍ବର ଟାଉନ ଥାନା ଅନ୍ତର୍ଗତ ସଞ୍ଜୟ ହାଇଟ୍ସରେ ରହୁଥିବା ଆନନ୍ଦ ସିଂ ଓ ପ୍ରଫେସର ଲକ୍ଷ୍ମଣ…

ଅନୁଗୁଳ: ଏକ ବାହାଘର ଉତ୍ସବରେ ୩ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଗିରଫ ହେଲେ ୨ ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ୫୫ ନମ୍ବର ଜାତୀୟ ରାଜପଥ ନିକଟରେ ଗୁଳିକାଣ୍ଡ । ଦୁଇ ଜଣ ଯୁବକ ଏକ ଫରଚୁନର କାରରେ ଆସି ଏକ ବାହାଘର ଉତ୍ସବରେ ୩ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ । ଏନେଇ ଖବର ପାଇବାପରେ ତୁରନ୍ତ ଘଟଣା ସ୍ଥଳରେ ପୋଲିସ୍‌ ପହଞ୍ଚିଥିଲା ।…

ଯାଜପୁର: ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳିମାଡ଼ କରି ଟଙ୍କା ଲୁଟ ଉଦ୍ୟମ,୨ଜଣ କର୍ମଚାରୀ ଆହତ

ଯାଜପୁର(କେନ୍ୟୁଜ୍):  ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳିମାଡ଼ କରି ଟଙ୍କା ଲୁଟ ଉଦ୍ୟମ। ଏଥିରେ ୨ଜଣ କର୍ମଚାରୀ ଆହତ । ବୈରୀ ଥାନା ଅନ୍ତର୍ଗତ ଛତିଆ ନିକଟସ୍ଥ ଏକ ପେଟ୍ରୋଲପମ୍ପର କର୍ମଚାରୀ ବ୍ୟାଙ୍କରେ ଟଙ୍କା ଜମାକରିବାକୁ କାରରେ ଯାଉଥିବା ବେଳେ ଛତିଆ ବିଟ ହାଉସର ଅନତି ଦୂରରେ ୩ ଜଣ…

ସୁନ୍ଦରଗଡ଼ ବଡ଼ଗାଁ ପୋଷ୍ଟ ଅଫିସ ନିକଟରେ ସୁନା ବ୍ୟବସାୟୀଙ୍କୁ ଗୁଳି ମାଡ, ଗୁରୁତର ଅବସ୍ଥାରେ ରାଉରକେଲା IGHରେ ଭର୍ତ୍ତି

ସୁନ୍ଦରଗଡ଼ : ସୁନା ବ୍ୟବସାୟୀଙ୍କୁ ଗୁଳି। ସୁନ୍ଦରଗଡ଼ ବଡ଼ଗାଁ ପୋଷ୍ଟ ଅଫିସ ନିକଟରେ ସୁନା ଦୋକାନୀ ରୋହିତ ବର୍ମାଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି ମାଡ। ଗୁରୁତର ଅବସ୍ଥାରେ ରାଉରକେଲା IGHରେ ଭର୍ତ୍ତି କରାଯାଇଛି। ତାଙ୍କ ଛାତି ଓ ମୁଣ୍ଡରେ ଗୁଳି ବାଜିଛି। ପୋଷ୍ଟ ଅଫିସ ନିକଟରେ ଥିବା ମଙ୍ଗଳା…

ସ୍ପଷ୍ଟ ଦିବାଲୋକରେ ଭୁବନେଶ୍ୱର କଳିଙ୍ଗ ବିହାରରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଜାମିନରେ ଆସିଥିବା ଅଭିଯୁକ୍ତ

ଭୁବନେଶ୍ୱର: ସ୍ପଷ୍ଟ ଦିବାଲୋକରେ ଭୁବନେଶ୍ୱରରେ ଗୁଳିକାଣ୍ଡ। ଗୁଳି କରି ଫେରାର ହୋଇଗଲେ ଦୁର୍ବୃତ୍ତ । ତମାଣ୍ଡ ନିକଟସ୍ଥ କଳିଙ୍ଗ ବିହାର କେ-୪ରେ ଜାମିନରେ ଆସିଥିବା ଅଭିଯୁକ୍ତକୁ ଗୁଳିମାଡ଼ ହୋଇଥିବା ଜଣାପଡିଛି। ବାଇକ୍‌ରେ ଆସି ୩ ଜଣ ଯୁବକ ଗୁଳି କରି ଫେରାର ହୋଇଯାଇଛନ୍ତି। ପୂର୍ବ…

ଆଜି ହୋଇଥାନ୍ତା ବାହାଘର ହେଲେ ରାତିରେ ହେଲା ଗୁଳିମାଡ଼: ଗୁରୁତର ଅବସ୍ଥାରେ ଯୁବକ ମେଡ଼ିକାଲରେ ଭର୍ତ୍ତି

ଗଞ୍ଜାମ: ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ଯୁବକଙ୍କ ଉପରକୁ ଗୁଳିମାଡ଼ । ମାଣିକପୁରର ଜିତେନ୍ଦ୍ର ବାରିକଙ୍କ ଉପରକୁ ଗୁଳିମାଡ଼  ହେବା ପରେ ତାଙ୍କ ଘର ଉପରକୁ ବୋମା ମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଗୁରୁତର ଆହତ ହୋଇଛନ୍ତି…