ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୫ ବିମାନ ଆଜି ବାତିଲ, ସହିବାକୁ ପଡିଲା କୋଟି କୋଟି ଟଙ୍କାର କ୍ଷତି
ଏୟାର ଇଣ୍ଡିଆ ଏକ୍ସପ୍ରେସର କ୍ୟାବିନ କ୍ରୁ ସମୂହ ଛୁଟିରେ ଯିବା ପରେ ଏୟାରଲାଇନ୍ସକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଆଜି ପୁଣି ଏୟାରଲାଇନ୍ସର ୭୫ ବିମାନ ବାତିଲ ହୋଇଛି । ଫଳରେ ଏୟାରଲାଇନ୍ସଙ୍କୁ ୩୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ତେବେ ଏୟାର ଇଣ୍ଡିଆ ଏକ୍ସପ୍ରେସର…