ଅନଲାଇନ ସପିଂ ପ୍ଲାଟଫର୍ମରୁ ଏହି ଫୋନକୁ ଶସ୍ତାରେ କିଣନ୍ତୁ, ଜାଣନ୍ତୁ ମୂଲ୍ୟ ଏବଂ ଫିଚର
Realme C55 ସ୍ମାର୍ଟଫୋନ କିଛି ମାସ ପୂର୍ବରୁ ଭାରତରେ ଲଞ୍ଚ ହୋଇଛି । ଅନଲାଇନ ସପିଂ ପ୍ଲାଟଫର୍ମରୁ ଏହି ଫୋନକୁ ଶସ୍ତାରେ କିଣିବାର ସୁଯୋଗ ମିଳୁଛି । କମ୍ପାନୀ ଦ୍ୱାରା 64MP କ୍ୟାମେରା, 8GB RAM, 5000mAh ବ୍ୟାଟେରୀ, 33W ଫାଷ୍ଟ ଚାର୍ଜିଂ ସହିତ ଏହି Realme ଫୋନ ଆରମ୍ଭ କରାଯାଇଛି । ତେବେ…