Browsing Tag

flood alert

ଏଣିକି ଆଗୁଆ ମିଳିବ ବନ୍ୟା ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟର ସୂଚନା: କଟକ, ଭୁବନେଶ୍ୱରରେ ଲାଗିବ ଅତ୍ୟାଧୁନିକ ରାଡାର

ଭୁବନେଶ୍ୱର (କେନ୍ୟୁଜ): ଆଗୁଆ ମିଳିବ ବନ୍ୟା ସୂଚନା । କଟକ-ଭୁବନେଶ୍ୱର ପାଇଁ ଲାଗିବ ଅତ୍ୟାଧୁନିକ ସୂଚନା ପ୍ରଦାନ ରାଡାର । ୨୦୨୫ ସୁଦ୍ଧା କାର୍ଯ୍ୟକାରୀ ହେବ ଆଡଭାନ୍ସ ଫ୍ଲଡ୍‌ ଓ୍ବାର୍ଣ୍ଣିଂ ସିଷ୍ଟମ । ଏହି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।…

ଦୁର୍ବଳ ନଦୀବନ୍ଧରେ ୨୪ ଘଣ୍ଟିଆ ପାଟ୍ରୋଲିଂ ପାଇଁ SRCଙ୍କ ନିର୍ଦ୍ଦେଶ, ୧୫ ଜିଲ୍ଲାରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ ): ଦୁର୍ବଳ ନଦୀବନ୍ଧରେ ହେବ ୨୪ ଘଣ୍ଟିଆ ପାଟ୍ରୋଲିଂ । ଏ ନେଇ ଏସଆରସି ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ପୋଲିସ ଓ ଜଳସମ୍ପଦ ବିଭାଗ ଯନ୍ତ୍ରୀ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଛି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ କୁହାଯାଇଛି…

ବଢିଲାଣି ବନ୍ୟା ଭୟ ! ହାଇ ଆଲର୍ଟରେ ଭଦ୍ରକ ଓ କେନ୍ଦୁଝର, ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

(କେନ୍ୟୁଜ): ଲଗାଣ ବର୍ଷାରେ ଉବୁଟୁବୁ ଅଧା ଓଡ଼ିଶା। ଗତ ୩ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀ ଫୁଲିବାରେ ଲାଗିଛି। ବିପଦ ସଙ୍କେତ ଉପରେ ବୈତରଣୀ, ବଢୁଛି ମହାନଦୀ ଜଳସ୍ତର। ବୈତରଣୀ ଆଖୁଆପଦା ଓ ଆନନ୍ଦପୁରଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ନଦୀ…

ଲଘୁଚାପ ପ୍ରଭାବରେ ବାଲିଗୁଡ଼ାରେ ଲାଗି ରହିଛି ମୁଷଳଧାରରେ ବର୍ଷା, ବସ୍ ଷ୍ଟାଣ୍ଡ ନିକଟ ରାସ୍ତା ଉପରେ ୪ ଫୁଟର ପାଣି

ବାଲିଗୁଡ଼ା(କେନ୍ୟୁଜ୍): ଲଘୁଚାପ ପ୍ରଭାବରେ ବାଲିଗୁଡ଼ାରେ ପ୍ରବଳ ବର୍ଷା । ମଧ୍ୟ ରାତ୍ରିରୁ ସହରରେ ମୁଷଳଧାର ବର୍ଷା ଲାଗି ରହିଛି । ବାଲିଗୁଡା ବସ ଷ୍ଟାଣ୍ଡ ନିକଟରେ ରାସ୍ତା ଉପରେ ୪ ଫୁଟ ପାଣି ପ୍ରବାହିତ । ବାଲିଗୁଡାରୁ ବୁଡ଼ାଗୁଡ଼ା ରାସ୍ତାରେ ଗାଡି ଚଳାଚଳ ବନ୍ଦ । କଦଳୀ ବନ୍ଧରେ ପାଣି ଫୁଲିବା…

ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା: ତାଣ୍ଡବ ରଚିଛି ଭୟଙ୍କର ବନ୍ୟା, ଗଲାଣି ୧୦୦୦ ଲୋକଙ୍କ ଜୀବନ

ପାକିସ୍ତାନରେ ପ୍ରବଳ ବର୍ଷା ହେବା ଫଳରେ ଭୟଙ୍କର ବନ୍ୟା ହୋଇଛି। ବନ୍ୟା ଯୋଗୁଁ ଚାରିଆଡେ ହାହାକାର ପରିସ୍ଥିତି ଦେଖାଦେଇଛି। ବର୍ଷା ଓ ବନ୍ୟାରେ ଏପର୍ଯ୍ୟନ୍ତ ୧୦୦୦ ଲୋକ ପ୍ରାଣ ହରାଇଛନ୍ତି। ସରକାର ଏପରି ସ୍ଥିତି ଦେଖି ନ୍ୟାସନାଲ ଏମରଜେନ୍ସୀ ଘୋଷଣା କରିଛନ୍ତି। ପାକିସ୍ତାନୀ ପତ୍ରିକା ଡନ…

ବନ୍ୟା ଜଳରେ ଭାସି ଆଖି ବୁଜିଲେ ଚାଷୀ

ଆନନ୍ଦପୁର(କେନ୍ୟୁଜ୍): ବନ୍ୟା ଜଳରେ ଭାସିଯାଇ ଜଣେ ଚାଷୀଙ୍କ ମୃତ୍ୟୁ । ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଜାବିନପୂର୍ ଗାଁରେ ଘଟିଛି ଅଘଟଣ। ଗାଁଟି ରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ଗତକାଲି ଟଭା ମୁଣ୍ଡାଙ୍କ ପୁଅ ଦୁଶାସନ ଚାଷ ଜମିକୁ ଯାଇ ବନ୍ୟାଜଳରେ ଭାସି…

କନ୍ଧମାଳରେ ଲଗାଣ ବର୍ଷା ଜାରି: ଧୋଇଗଲା ରାସ୍ତା, ଭାସିଗଲା ବ୍ରିଜ୍‌ର ଗାର୍ଡଓ୍ଵାଲ

ବାଲିଗୁଡା(କେନ୍ୟୁଜ୍): କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଜାରି । ଫଳରେ ବାଲିଗୁଡାର ଖଡ୍‌ଗ ନଦୀ ଓ ତୁମୁଡିବନ୍ଧର ରାହୁଲ ନଦୀର ଜଳସ୍ତର ବଢୁଛି। ଶ୍ରଦ୍ଧାପୁର ନିକଟରେ ଥିବା ଏକ ଛୋଟିଆ ବ୍ରିଜ୍‌ର ଗାର୍ଡଓ୍ଵାଲ ଭାସିଯାଇଛି । ଏହାସହ ଧୋଇଯାଇଛି ରାସ୍ତା । ତୁମୁଡିବନ୍ଧ ବ୍ଲକର ଜଲେଶପଟାରୁ…

ଶିମିଳିପାଳରେ ପ୍ରବଳ ବର୍ଷା, ବଢୁଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର

କରଞ୍ଜିଆ(କେନ୍ୟୁଜ୍):ବଢୁଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର । ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁ ଫୁଲୁଛି ନଦୀ । ତଳିଆ ଅଞ୍ଚଳରେ ପାଣି ପଶିବା ଆରମ୍ଭ ହେଲାଣି । ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଜିଲ୍ଲାର ବାରିପଦା ପୌରପରିଷଦ ସମେତ ୫ଟି ବ୍ଳକ୍‌ର ତଳିଆ…

ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ, ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ…

କେନ୍ୟୁଜ୍(ବ୍ୟୁରୋ):ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି । ଗଭୀର ଅବପାତ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ପ୍ରଭାବରେ ଉତ୍ତର ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକରେ ବର୍ଷା ଜାରି ରହିଛି । ଏଥିପାଇଁ ଜିଲ୍ଲାପାଳମାନଙ୍କୁ…

ବନ୍ୟା ପାଣିରେ ଭାସିଯାଇ ନାବାଳକଙ୍କ ମୃତ୍ୟୁ, ଅନ୍ୟ ୨ ଜଣ ସୁରକ୍ଷିତ ଉଦ୍ଧାର

ଆଠଗଡ(କେନ୍ୟୁଜ୍) : ବନ୍ୟା ପାଣିରେ ଭାସିଯାଇ ନାବାଳକଙ୍କ ମୃତ୍ୟୁ । ଆଠଗଡ ବ୍ରାହ୍ମଣବସ୍ତ ଗାଁର ନାବାଳକ ପ୍ରଦ୍ୟୁମ୍ନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ । ଗାଁର ୩ଜଣ ସାଙ୍ଗ ମିଶି ବନ୍ୟାପାଣିରେ ଗାଧୋଉଥିଲେ । ଗାଧୋଇବା ସମୟରେ…

ବନ୍ୟା ବିପନ୍ନଙ୍କୁ ଯୋଗାଇ ଦିଆଯାଉଛି ରନ୍ଧା ଖାଦ୍ୟ, ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ: SRC…

ଭୁବନେଶ୍ୱର(କେନ୍ୟୁଜ୍): ପାଣି ଘେରରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି । ସବୁ ଜିଲ୍ଲାରେ ପ୍ରଶାସନ ସଜାଗ । ‘ସମସ୍ତଙ୍କ ଧନଜୀବନ ରକ୍ଷା କରିବା ସରକାରଙ୍କ ପ୍ରାଥମିକତା। ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ।…

କେନ୍ଦ୍ରାପଡ଼ା, ଜଗତସିଂହ ଓ ପୁରୀ ଜିଲ୍ଲାରେ ବନ୍ୟା, ରାତି ଗୋଟାଏ ପରଠାରୁ ପ୍ରବେଶ କରୁଛି ସର୍ବାଧିକ ବନ୍ୟାପାଣି

ଭୁବନେଶ୍ୱର(କେନ୍ୟୁଜ୍): କେନ୍ଦ୍ରାପଡ଼ା, ଜଗତସିଂହ ଓ ପୁରୀ ଜିଲ୍ଲାରେ ବନ୍ୟା। ଗତକାଲି ରାତି ଗୋଟାଏ ପରଠାରୁ ପ୍ରବେଶ କରୁଛି ସର୍ବାଧିକ ବନ୍ୟାପାଣି। ମହାନଦୀର ବନ୍ୟା ପାଣି ପହଞ୍ଚିବା ପରେ ଏବେ ମୁଣ୍ଡଳୀରେ ସର୍ବାଧିକ ବନ୍ୟା ପାଣି ପ୍ରବାହିତ ହେଉଛି । ରାତି ୩ଟା ଯାଏଁ ମୁଣ୍ଡଳିରେ ରହିଥିଲା…