ମଥୁରାରେ ୫୮୧ କିଲୋଗ୍ରାମ ଗଂଜେଇ ଖାଇଗଲା ମୂଷା, କୋର୍ଟରେ ପୋଲିସ ମୁହଁ ବନ୍ଦ
କୃଷ୍ଣଙ୍କ ସହରର ମଥୁରାରେ ନିଶା ସେବକ ସ୍ଥାନୀୟ ପୋଲିସ ମଧ୍ୟ ଅସୁବିଧାରେ ପଡିଛି। କାରଣ ଅପରାଧ କରିଥିବା ଦୋଷୀ କୌଣସି ମଣିଷ ନୁହେଁ। ସେମାନେ ହେଉଛନ୍ତି ମୂଷା। ଏମିତି ପରିସ୍ଥିତି ଉପୁଜିଛି ଯେ ଯାହାର ସମାଧାନ କରିବା ମଧ୍ୟ କଷ୍ଟକର। ମାଲଖାନାରେ ରଖାଯାଇଥିବା ୫୮୧ କିଲୋଗ୍ରାମ ଗଞ୍ଜେଇ…