ଜୁଆ ଖେଳରୁ ହତ୍ୟାକାଣ୍ଡ ! ପୋଖରୀରେ ଭାସୁଛି ମୃତଦେହ
ବଲାଙ୍ଗିର (କେନ୍ୟୁଜ): ପୋଖରୀରେ ଭାସୁଛି ମୃତଦେହ । ଛତାପିପଳ ଗାଁ ପୋଖରୀରେ ଆଜି ସକାଳୁ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତକ ହେଲେ କାଳୁ ଦୀପ । ଦୁଇ ଦିନ ହେବ ଗାଁ ରେ ଜୁଆ ଖେଳ ଚାଲିଥିଲା । ଆଉ ଏହି ଜୁଆ ଖେଳରୁ ହତ୍ୟା କାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ପକ୍ଷରୁ…