Browsing Tag

gambling

ବ୍ରହ୍ମପୁର ବଡ ବଜାର ଥାନା ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢାଉ: ୧୭ ଜଣ ଗିରଫ, ୨୬ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ସହ…

ବ୍ରହ୍ମପୁର: ବ୍ରହ୍ମପୁର ବଡ ବଜାର ଥାନା ପୋଲିସ ପକ୍ଷରୁ ଚଢାଉ । ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୧୭ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨୬ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଓ ୧୨ଟି ମୋବାଇଲ ଫୋନ୍‌ ଜବତ ହୋଇଛି । ବଡ ବଜାର ଥାନା ଅର୍ନ୍ତଗତ ପ୍ରହଲ୍ଲାଦନଗର ପ୍ରଥମ ଲାଇନରେ ଦୀର୍ଘ ଦିନ ଧରି…

ବାଲିଗୁଡା ଡହଲପଡି ଜଙ୍ଗଲରେ ଜୁଆ ଆଡା ଚାଲିଥିବାବେଳେ ଚଢ଼ାଉ, ୮ଗିରଫ

ବାଲିଗୁଡା :କନ୍ଧମାଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଉଛି l ଏଥିପାଇଁ ବାଲିଗୁଡାର ୧୩ଯାକ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ଘରୁ ନ ବାହାରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି l ତଥାପି କରୋନା ଭୟାଭୟକୁ ଖାତିର ନ କରି କଣ୍ଟେନମେଣ୍ଟ ଜୋନ ସତ୍ୱେ…

ଓୟୋ ରୁମ୍‌ରେ ଜୁଆ ଆଡ୍ଡା ଚାଲିଥିବାବେଳେ ପୋଲିସର ଚଢାଉ, ୯ ଗିରଫ

ଭୁବନେଶ୍ବର : ଓୟୋ ରୁମ୍‌ରେ ଜୁଆ ଆଡ୍ଡା ଚାଲିଥିବାବେଳେ ପୋଲିସର ରେଡ୍‌। ନୟାପଲ୍ଲୀ ଭିଆଇପି କଲୋନୀରେ ଥିବା ଓୟୋ ହୋଟେଲରେ ଚାଲିଥିବା ଜୁଆ ଆଡ୍ଡା । ତେବେ ଏନେଇ ଖବର ପାଇବାପରେ ଗତ ରାତିରେ ରେଡ୍‌ କରିଥିଲା ପୋଲିସ । ଚଢାଉ ବେଳେ ୯ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।…

ବ୍ରହ୍ମପୁର ଭୀମରାଓପେଟାରେ ବଡ଼ଧରଣର ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ: ୧୫ ଗିରଫ, ୭ଲକ୍ଷ ୬୮ହଜାର ୭୧୦ଟଙ୍କା ଜବତ

ବ୍ରହ୍ମପୁର: ବଡ଼ଧରଣର ଜୁଆ ଆଡ୍ଡା ଉପରେ ପୋଲିସ ଚଢଉ। ବ୍ରହ୍ମପୁର ଟାଉନ ଥାନାର ଭୀମରାଓପେଟା ଠାରେ ଏକ ଘରେ ଜୁଆ ଖେଳ ଚାଲିଥିବା ନେଇ ଗତରାତିରେ ପୋଲିସ ଚଢଉ କରିଥିଲା। ଚଢଉରେ ୭ଲକ୍ଷ ୬୮ହଜାର ୭୧୦ଟଙ୍କା ସହ ୧୦୪ଟି ତାସ ଜବତ କରାଯାଇଛି। ଏହାସହ ୧୬ଟି ମୋବାଇଲ ଓ ୫ଟି ମୋଟର ସାଇକେଲ ମଧ୍ୟ ଜବତ…

ପତ୍ନୀଙ୍କୁ ଜୁଆ ଖେଳରେ ହାରିଗଲେ ପତି, ତାପରେ ହେଲା କିଛି ଏପରି…

କାନପୁର : ଜୁଆରେ ନିଜ ପତ୍ନୀଙ୍କୁ ହାରିଯାଇଛନ୍ତି ଜଣେ ଯୁବକ। ବନ୍ଧୁଙ୍କ ପତ୍ନୀଙ୍କୁ ଜୁଆରେ ଜିତିବା ପରେ ଅନ୍ୟ ଚାରିଜଣ ବନ୍ଧୁ ମହିଳାଙ୍କ ସହିତ ଗଣଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରି ପୋଷାକ ମଧ୍ୟ ଫାଡିଦେଇଥିଲେ। ଏପରି ଏକ ମାମଲା ଉତ୍ତରପ୍ରଦେଶର କାନପୁରରେ ଦେଖିବାକୁ ମିଳିଛି। ସୂଚନା…

ସ୍ତ୍ରୀକୁ ଜୁଆରେ ଲଗାଇଲା ମଦ୍ୟପ ସ୍ବାମୀ, ହାରିଯିବା ପରେ ଦୁଷ୍କର୍ମ ପାଇଁ ଟେକିଦେଲା ସାଙ୍ଗମାନଙ୍କ ହାତକୁ

ବିବାହ ସମୟରେ ଅଗ୍ନିକୁ ସାକ୍ଷୀ ସବୁ ସମସ୍ୟାରୁ ସ୍ତ୍ରୀକୁ ରକ୍ଷା କରିବା ପାଇଁ ପ୍ରତିଜ୍ଞା କରିଥାଏ ସ୍ବାମୀ । ଯେତେ ବାଧା ବିଘ୍ନ ଆସିଲେ ସ୍ତ୍ରୀର ସୁରକ୍ଷା କବଚ ହୋଇ ରହିବା ପାଇଁ ପ୍ରତିଜ୍ଞା କରିଥାଏ ସ୍ବାମୀ । ହେଲେ ଏହି ସ୍ବାମୀ ଯଦି ସ୍ତ୍ରୀର ରକ୍ଷକ ପରିବର୍ତ୍ତେ ସାଜେ ଭକ୍ଷକ ତେବେ କଣ…

କ୍ରିକେଟ ଓ ଅନ୍ୟ ଖେଳରେ ବେଟିଂ ହେବ ଆଇନ ସମ୍ମତ ! ଲ’ କମିଶନଙ୍କ ସୁପାରିଶ

ନୂଆଦିଲ୍ଲୀ : କ୍ରିକେଟ ଓ ଅନ୍ୟ ଖେଳରେ ବେଟିଂ ହେବ ଆଇନ ସମ୍ମତ । ଲ' କମିଶନ ଏହି ସୁପାରିଶ କରିଛନ୍ତି । ତେବେ ଏହା ନିୟନ୍ତ୍ରିତ ହେବା ସହ ଟିକସଯୁକ୍ତ ହେବା ଦରକାର ବୋଲି ଲ' କମିଶନ କହିଛନ୍ତି । ଏସମ୍ପର୍କିତ ସୁପାରିଶରେ ଉଲ୍ଲେଖ ରହିଛି ଯେ, ବେଟିଂ ଆଇନ ସମ୍ମତ ହେଲେ ଦେଶରେ ପ୍ରତ୍ୟକ୍ଷ…