କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର ବିନୋଦ ଉପାଧ୍ୟାୟ ଏନ୍କାଉଣ୍ଟରରେ ନିହତ, ୟୁପି STFର ଅପରେସନ
ଉତ୍ତର ପ୍ରଦେଶର ସୁଲ୍ତାନପୁରରେ କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର ତଥା ସାର୍ପ ସୁଟର ବିନୋଦ ଉପାଧ୍ୟାୟ ଏକ ଏନ୍କାଉଣ୍ଟରରେ ନିହତ ହୋଇଛନ୍ତି। ୟୁପିର STF ଟିମ୍ ତାଙ୍କୁ ଏନ୍କାଉଣ୍ଟର କରି ନିପାତ କରିିଛି। ଗୋରଖପୁର ପୋଲିସ ବିନୋଦଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖିଥିଲା। ବିନୋଦ…