Below header
Browsing Tag

ganjam

ଗଞ୍ଜାମ : ବାହାଘର ଭୋଜି ଅଧାରୁ ବନ୍ଦ, ପ୍ରଶାସନ ଚଢ଼ାଉ କରି ଖାଦ୍ୟ ବାଣ୍ଟି ଦେଲା

ଗଞ୍ଜାମ (କେ ନ୍ୟୁଜ୍‌) : କଟକଣା ମାନିଲେନି । ଲକ୍ ଡାଉନ୍‌ରେ ବି କଲେ ବାହାଘର ଭୋଜି । ଆଉ ସୂଚନା ପାଇବା ପରେ ଭୋଜି ବନ୍ଦ କଲା ପ୍ରଶାସନ । ଲୋକ ଆଉ କେବେ ବୁଝିବେ ? କରୋନାକୁ ନେଇ ସଚେତନତା କରାଯାଉଛି । ଲକ୍ ଡାଉନ୍ ଓ ସଟ୍ ଡାଉନ୍ ହେଉଛି । ପ୍ରତିଦିନ ଲୋକଙ୍କୁ ସଚେତନ କରାଯାଉଛି । ଏପଟେ ଗାଁ…

ସଟଡାଉନରେ କ୍ରିକେଟ ପ୍ରେମ, କୋରନା କଟକଣାକୁ ଅବମାନନା କରି କ୍ରିକେଟ୍ ଖେଳୁଥିବା ୩୦ରୁ ଅଧିକା ଯୁବକଙ୍କୁ ଧରିଲା…

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁର ସହରରେ ଦିନକୁ ଦିନ କୋରନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି  । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରସାଶନ ପକ୍ଷରୁ ବ୍ରହ୍ମପୁର ସହରକୁ ୪ଦିନ ସମ୍ପୁର୍ଣ୍ଣ ସଟ୍ ଡାଉନ ଘୋଷଣା କରାଯାଇଛି  । କେବଳ ଜରୁରୀକାଳୀନ ସେବାକୁ…

ମାମଲାର ସମାଧାନ ପାଇଁ ୩ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ ପୋଲିସ ବାବୁ, ଭିଜିଲାନ୍ସ ହାତରେ ଧରାଇଦେଲେ ଏତଲାକାରୀ

ଗଞ୍ଜାମ(କେନ୍ୟୁଜ୍): ଏକ ମାମଲାର  ସମାଧାନ କରିବା ପାଇଁ ତିନି ହଜାର ଟଙ୍କା ମାଗିଲେ ପୋଲିସ ବାବୁ ।କିନ୍ତୁ  ତିନି ହଜାର ଟଙ୍କା ଦେଇ ଭିଜିଲାନ୍ସ ହାତରେ ଧରାଇଦେଲେ ଏତଲାକାରୀ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନାରେ। ଏକ ମାମଲା ର ସମାଧାନ କରିବା ପାଇଁ ପି,ରାଜା ନାମକ ଜଣେ…

ଆଜିଠୁ ୧୦ଦିନ ଯାଏ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ବନ୍ଦ

ଗଞ୍ଜାମ: ଆଜିଠାରୁ ପରବର୍ତ୍ତୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ମନା । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି। ଏନେଇ ଟ୍ବିଟ୍ କରି ଜିଲ୍ଲାପାଳ ଜଣାଇଛନ୍ତି ଯେ, ଆଜି ଠାରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର…

ଗଞ୍ଜାମରେ ଆଜିଠୁ ୧୯ ଘଣ୍ଟିଆ ସଟ୍‌ଡାଉନ୍ କିନ୍ତୁ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ

ଗଂଜାମ (କେନ୍ୟୁଜ ବ୍ୟୁରୋ) : ଗଞ୍ଜାମରେ ଆଜିଠୁ ୧୯ ଘଣ୍ଟିଆ ସଟ୍‌ଡାଉନ୍‌ । ଜୁନ୍‌ ୩୦ ତାରିଖ ଯାଏ ଗଞ୍ଜାମ ଜିଲ୍ଲାରେ ୧୯ ଘଣ୍ଟିଆ ସଟ୍‌ଡାଉନ୍‌ ରହିବ । ହେଲେ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । କେବଳ ପରିବା, ତେଜରାତି ଓ ଫଳ ଦୋକାନ ଖୋଲିବ । ଦିନ ୧୨ଟାରୁ ସକାଳ ୭ଟା…

ଗଞ୍ଜାମ ସାନଖେମୁଣ୍ଡିରୁ ଉଦ୍ଧାର ହେଲା ବଜ୍ରକାପ୍ତା

ଗଞ୍ଜାମ(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଂସାମାରୀରୁ ବଜ୍ରକାପ୍ତା ଉଦ୍ଧାର କଲା ବନବିଭାଗ। ସୂଚନା ମୁତାବକ ଗାଁର ଏକ କୂଅରେ ବଜ୍ରକାପ୍ତା ଦେଖିବାପରେ ସେଠାରେ ଲୋକଙ୍କ ଭିଡ ଜମିଥିଲା। ଏହି ବିରଳ ପ୍ରାଣୀ ବଜ୍ରକାପ୍ତାକୁ କୂଅରୁ ଉଦ୍ଧାର କରାଯିବା ପରେ ଗ୍ରାମବାସୀ ପୋଡାମାରି…

ଗଞ୍ଜାମ: ଭୟାବହ ଅଗ୍ନିକାଣ୍ଡରେ ଖଇରଝୋଳା ଗାଁରେ ଜଳିଗଲା ୧୪ ବଖରା ଘର

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅର୍ନ୍ତଗତ ଖଇରଝୋଳା ଗାଁରେ ଏହି ଅଘଟଣ ଘଟିଛି । ଅଗ୍ନିକାଣ୍ଡରେ ୧୨ଟି ପରିବାରର ୧୪ ବଖରା ଘର ସମ୍ପୁର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଧାନ, ଚାଉଳ, ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି । ସୂଚନା ମୁତାବକ ନିଆଁ…

ରେଡ୍‌ ହଟ୍‌ ପାଲଟିଛି ଗଞ୍ଜାମ ଜିଲ୍ଲା, କରୋନା ଆକ୍ରାନ୍ତ ତାଲିକାରେ ଓଡ଼ିଶାରେ ୧ ନମ୍ବର

ଗଞ୍ଜାମ: ରେଡ୍‌ ହଟ୍‌ ପାଲଟିଛି ଗଞ୍ଜାମ ଜିଲ୍ଲା । ଓଡ଼ିଶାର ସର୍ବାଧିକ କରୋନା ଆକ୍ରାନ୍ତ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି ଏହି ଜିଲ୍ଲା | ମାତ୍ର ୮ ଦିନରେ ଚିହ୍ନଟ ହୋଇଛନ୍ତି ୧୧୮ ଆକ୍ରାନ୍ତ । କହି ରଖିବା ଉଚିତ ହେବକି, ମେ ୨ ତାରିଖରେ ହିଁ ଏଠାରେ ପ୍ରଥମ ପଜିଟିଭ କେଶ ଚିହ୍ନଟ…

ଆଉ ଏକ କରୋନା ମୃତ୍ୟୁ, ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

କେନ୍ୟୁଜ ବ୍ୟୁରୋ : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି। ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା…

ଅନୁଗୁଳରେ ପଶିଲା କରୋନା, ରାଜ୍ୟରେ ନୂଆ ୫୮ ଜଣ କରୋନା ରୋଗୀ‌ ଚିହ୍ନଟ

କେନ୍ୟୁଜ ବ୍ୟୁରୋ: ଅନୁଗୁଳରେ ପଶିଲା କରୋନା । ରାଜ୍ୟରେ ଆଉ ନୂଆ ୫୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରେ ୧୩ଜଣ ଆକ୍ରାନ୍ତ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ନୂଆ ୨୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି।…

ଗଞ୍ଜାମ ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ସହ କଥାହେଲେ 5T ସଚିବ, ଭୟଭୀତ ନହେବାକୁ ଦେଲେ ଆଶ୍ୱାସନା

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ସମସ୍ତ ସରପଞ୍ଚଙ୍କୁ କ୍ୱାରେଣ୍ଟାଇନ ସେଣ୍ଟର ପରିଚାଳନା ନେଇ ପରାମର୍ଶ। କ୍ୱାରେଣ୍ଟାଇନ ସେଣ୍ଟର ପରିଚାଳନାରେ ସେମାନଙ୍କ ନେତୃତ୍ୱ ଓ ଦକ୍ଷତା ନେଇ ସରପଞ୍ଚଙ୍କୁ ପରାମର୍ଶ ଦେଲେ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ। ଗଞ୍ଜାମର ସମସ୍ତ କରୋନା ପଜିଟିଭ ମାମଲାଗୁଡ଼ିକ…

ସରପଞ୍ଚ କଲେ ସଟଡାଉନ ଘୋଷଣା, ୭ ଦିନ ପାଇଁ ସଟଡାଉନ କଲେ ନିଜ ପଞ୍ଚାୟତ

ଗଂଜାମ(କେନ୍ୟୁଜ): କରୋନାକୁ ପ୍ରତିରୋଧ କରିବା ପାଇଁ ଗଂଜାମ ଜିଲ୍ଲା ବୁଗୁଡ଼ା ବ୍ଲକର ମାଣିତରା ଗ୍ରାମପଂଚାୟତର ସରପଞ୍ଚ ଶାନ୍ତିଲତା ନାୟକ ଜିଲ୍ଲାପାଳ କ୍ଷମତାର ବ୍ୟବହାର କରିଛନ୍ତି । ସୂଚନା ଅନୁଯାୟୀ ସେ ମାଣିତରା ଗ୍ରାମପଚାଂୟତକୁ ୭ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି । ଏହି ପଂଚାୟତରେ…