Below header
Browsing Tag

ganjam

ଗଞ୍ଜାମରୁ ପୁଣି ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ବୃଦ୍ଧି

ଗଞ୍ଜାମ(କେନ୍ୟୁଜ): ଗଞ୍ଜାମ ଜିଲ୍ଲାରେ ପୁଣି ୫ଜଣ କରୋନା ପଜିଟିଭ ଚିହ୍ନଟ୍ ହୋଇଛନ୍ତି । ଏହାପରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୪କୁ ବୃଦ୍ଧି ହୋଇଛି । ତେବେ ଏ ସମସ୍ତେ ସୁରତରୁ ଫେରିଥିବା ଜଣାପଡିଛି ଏବଂ ସମସ୍ତଙ୍କ ନିକଟରେ କରୋନା ଲକ୍ଷଣ ଥିଲା । ଏମାନଙ୍କ ବୟସ…

ଗଞ୍ଜାମରୁ ପୁଣି ଆଉ ଜଣେ କରୋନା ରୋଗୀ ଚିହ୍ନଟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୪କୁ ବୃଦ୍ଧି

ଗଞ୍ଜାମ(କେନ୍ୟୁଜ): ଆଜି ରାଜ୍ୟରେ ପୁଣି ଜଣ କରୋନା ପଜିଟିଭ ଚିହ୍ନଟ୍ ହୋଇଛି। ତେବେ ଆକ୍ରାନ୍ତ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି। ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୮କୁ ବୃଦ୍ଧି ହୋଇଛି । ତେବେ ଏହା ମଧ୍ୟରେ ରାଜ୍ୟରେ ଆଉ ୪ ଜଣ କରୋନା ରୋଗୀ ସୁସ୍ଥ…

ଗଞ୍ଜାମରେ ୪ ଜଣ କରୋନା ପଜିଟିଭ ଚିହ୍ନଟ ପରେ ସଜାଗ ସ୍ୱାସ୍ଥ୍ୟ ବିଭାଗ

ଗଞ୍ଜାମରେ ୪ ଜଣ କରୋନା ପଜିଟିଭ ଚିହ୍ନଟ ପରେ ସଜାଗ ସ୍ୱାସ୍ଥ୍ୟ ବିଭାଗ । ବୋଟ୍‌, ବସ୍‌ ଓ ଟ୍ରେନ୍‌ ଯୋଗେ ବାହାର ରାଜ୍ୟରୁ ପ୍ରାୟ ୨୦ହଜାର ପ୍ରବାସୀ ଓଡ଼ିଆ ଆସିସାରିଲେଣି। ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଟିମ ଗଞ୍ଜାମ ଜିଲ୍ଲା ଗସ୍ତ କରିଛି ।…

ଗୁଜରାଟର ସୁରତରୁ ୪ଟି ବସ ଯୋଗେ ଗଞ୍ଜାମ ଫେରୁଛନ୍ତି ପ୍ରବାସୀ ଓଡ଼ିଆ

ଗଞ୍ଜାମ: ଓଡ଼ିଶା ଫେରୁଛନ୍ତି ପ୍ରବାସୀ ଓଡ଼ିଆ । ଗୁଜରାଟର ସୁରତରୁ ୪ଟି ବସରେ ପ୍ରବାସୀ ଓଡ଼ିଆମାନେ ଗଞ୍ଜାମ ଫେରୁଥିବା ସୂଚନା ମିଳିଛି । ପ୍ରତି ବସ୍‌ରେ ୩୬ ଜଣ ଲେଖାଏଁ ଯାତ୍ରୀ ରହିଛନ୍ତି। ପୂର୍ବରୁ ୪ଟି ବସ୍‌ ଯୋଗେ ଆସିଥିବାବେଳେ ଆଜି ଆଉ କିଛି ପ୍ରବାସୀ ଓଡ଼ିଆ ୪ଟି ବସ୍‌ରେ ଆସୁଛନ୍ତି ।…

ଗଞ୍ଜାମ : ପଥର କ୍ୱାରିରେ ଘଟିଲା ବଡ଼ ଅଘଟଣ, ପଥର ଓ ମାଟି ଅତଡ଼ା ଖସି ଚାଲିଗଲା ତିନି ତିନିଟି ଜୀବନ

ଗଞ୍ଜାମ (କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡ଼ା ଗାଁ ନିକଟ ପଥର କ୍ୱାରିରେ ଅଘଟଣ । ମାଟି ଅତଡ଼ା ସହ ପଥର ଖସି ତିନି ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ । ମୃତ ଶ୍ରମିକ ମନେ ହେଲେ ଦୁଇ ଜଣ ମହିଳା ଓ ଜଣେ ପୁରୁଷ । ଖଲ୍ଲିକୋଟ ବିକ୍ରମପୁର ଗାଁର ଭକ୍ତ…

ଗଞ୍ଜାମ ଜିଲ୍ଲାର ୩ ପଞ୍ଚାୟତକୁ ମିଳିଲା ଜାତୀୟ ପୁରସ୍କାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ୩ ପଞ୍ଚାୟତକୁ ମିଳିଲା ଜାତୀୟ ପୁରସ୍କାର । ଜାତୀୟ ପଞ୍ଚାୟତରାଜ ଦିବସ ଅବସରରେ ଘୋଷଣା ହୋଇଛି ପୁରସ୍କାର । ଗଞ୍ଜାମ ବ୍ଲକର କାଇଁଚପୁର, ବେଲଗୁଣ୍ଠା ବ୍ଲକର ବଡବୋରସିଂ ଓ ସାନଖେମୁଣ୍ଡି ବ୍ଲକର ପୋଡାମାରି ପଞ୍ଚାୟତକୁ ମିଳିଛି ଶ୍ରେଷ୍ଠ ବିକାଶ ଯୋଜନା, ଶ୍ରେଷ୍ଠ ଚାଇଲ୍ଡ…

ଗଞ୍ଜାମ: ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଲା ପ୍ରେମୀ ଯୁଗଳଙ୍କ ମୃତ ଦେହ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ଅନ୍ତର୍ଗତ ପଦ୍ମପୁର ଗାଁ ନିକଟରେ ଥିବା ଗଛରୁ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଉଭୟ ସେହି ଗାଁର ବାସିନ୍ଦା ବୋଲି ଜଣାଯାଇଛି । ପ୍ରେମିକା ଜଣଙ୍କ ନାବାଳିକା ହୋଇଥିବା ବେଳେ ସେହି ଗାଁର ଜଣେ ଯୁବକଙ୍କ ସହ…

ଗଞ୍ଜାମ ଜିଲ୍ଲାପାଳଙ୍କ ସୂଚନା, ଆସନ୍ତା କାଲିଠୁ ଜିଲ୍ଲାରେ କୋହଳ ହେବ କଟକଣା

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଆସନ୍ତାକାଲିଠୁ କୋହଳ ହେବ କଟକଣା । ତେବେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଦୋକାନ ଖୋଲିବା ନେଇ କୌଣସି କଟକଣା ରହିବ ନାହିଁ। ଦିନ ରାତି ଦୋକାନ ଖୋଲା ରହିବ । ସାମାଜିକ ଦୂରତାକୁ ଗୁରୁତ୍ୱ…

ଗଞ୍ଜାମ: ୭୦ ଲକ୍ଷ ଟଙ୍କାର ବିଦେଶୀ ମଦ ବୋଝେଇ ଟ୍ରକ ଜବତ କଲା ଭଞ୍ଜନଗର ପୋଲିସ

ଭଞ୍ଜ ନଗର: ଟ୍ରକ ସହ ପ୍ରାୟ ୭୦ ଲକ୍ଷ ଉର୍ଦ୍ଦ୍ୱ ଟଙ୍କାର ବିଦେଶୀ ମଦ ଜବତ କରିଛି ଗଂଜାମ ଜିଲ୍ଲା ଭଞ୍ଜନଗର ପୋଲିସ । ଏହା ସହ ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇଛି । ସୂଚନା ମୁତାବକ ଲକ ଡାଉନ ଘୋଷଣା ହେବା ପୂର୍ବରୁ ଏହି ମଦ ବୋଝେଇ ଟ୍ରକଟି ଖୋର୍ଦ୍ଧା ଜିଲ୍ଲାରୁ ବ୍ରହ୍ମପୁର ଅଭିମୁଖେ ଆସିଥିଲା…

ଗଞ୍ଜାମ ଜିଲ୍ଲାରେ ‌ଆସନ୍ତାକାଲିଠାରୁ ଘରକୁ ଘର ବୁଲି ହେବ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଗଞ୍ଜାମ(କେନ୍ୟୁଜ): ଗଞ୍ଜାମ ଜିଲ୍ଲାରେ ‌ଆସନ୍ତାକାଲିଠାରୁ ଘରକୁ ଘର ବୁଲି ହେବ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା। ପ୍ରାୟ ୪୦ ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ କେହି କରୋନା ଆକ୍ରାନ୍ତ ଚିହ୍ନଟ…

ଯିଏ ବିନା ମାସ୍କରେ ଘରୁ ବାହାରିବ ତାଙ୍କୁ ହଜାର ଟଙ୍କା ଫାଇନ ଦେବାକୁ ପଡିବ,କରୋନା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର…

ଗଞ୍ଜାମ(କେନ୍ୟୁଜ): କରୋନା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର କଡା ନିଷ୍ପତ୍ତି । ବିନା ମାସ୍କରେ ବାହାରକୁ ବାହାରୁଥିଲେ ଦେବାକୁ ପଡିବ ଜରିମାନା। ଯିଏ ବିନା ମାସ୍କରେ ଘରୁ ବାହାରିବ ତାଙ୍କୁ ହଜାର ଟଙ୍କା ଫାଇନ ଦେବାକୁ ପଡିବ । ସହରାଞ୍ଚଳର ଲୋକେ ମାସ୍କ ନପିନ୍ଧିଲେ ସେମାନେ ମଧ୍ୟ ହଜାରେ…

ଟମାଟୋ ଚାଷୀଙ୍କ ଉପରେ କରୋନା ମାଡ଼, ବିଲରେ ହିଁ ପଚି ଷଢିଯାଉଛି ଟମାଟୋ

ଗଞ୍ଜାମ (କେନ୍ୟୁଜ୍ ): କରୋନା ଭାଇରସକୁ ନେଇ ଏବେ ସାରା ଦେଶ ଲକ୍ ଡାଉନ୍ । ଗଞ୍ଜାମ ଜିଲ୍ଲାରେ ମଧ୍ୟ ଲକ୍ ଡାଉନକୁ କଡ଼ାକଡି ଭାବେ ପାଳନ କରାଯାଉଛି । ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି । ଯାହାକୁ ନେଇ ଏହାର ପ୍ରଭାବ ସମସ୍ତଙ୍କ ଉପରେ ପଡିଛି । କରୋନା କଟକଣା ସିଧା ସଳଖ ଭାବେ ଗଞ୍ଜାମ…