Below header
Browsing Tag

ganjam

ଗଂଜାମ: ଏବେ ପୁଣି ବିଲରେ ଖେଳିଲେ ଚୁନା ମାଛ, ଉତ୍ସାହିତ ଚାଷୀ

ଗଂଜାମ: ଆଗରୁ ଗାଁ ଗହଳିରେ ପଖାଳ ସହ ଟିକେ ଚୁନା ମାଛ ହୋଇଗଲେ କଂସେ ପଖାଳ ଆରାମରେ ଖାଇ ହୋଇଯାଉଥିଲା। ଚୁନା ମାଛ ପାଇଁ ପୋଖରୀ କିମ୍ବା ଗାଡ଼ିଆ ଉପରେ ନିର୍ଭର କରିବାକୁ ପଡୁନଥିଲା ବରଂ ବିଲରେ ଅତି ସହଜରେ ମିଳୁଥିଲା। ବର୍ଷା ହେଲେ ଚାଷୀ ତରତର ହୋଇ ବେନ୍ଥ ଧରି ଜମିକୁ ଦୌଡୁଥିଲେ କାରଣ…

ଗଞ୍ଜାମ:  ଜିଲ୍ଲାରେ ଆରମ୍ଭ ହେବ “ ମୋ ଗାଁରେ ତହସିଲ ଶିବିର”, ହାତପାଆନ୍ତାରେ ଲେକେ ପାଇବେ ରାଜସ୍ୱ ବିଭାଗର ସମସ୍ତ…

ଗଞ୍ଜାମ(କେନ୍ୟୁଜ୍): ରାଜସ୍ୱ ବିଭାଗରେ ଥିବା ମାମଲା ଗୁଡିକରେ ତ୍ୱରିତ ଫଇସଲା ସହ ହାତପାଅନ୍ତାରେ ଲୋକଙ୍କ ନିକଟରେ ସୁବିଧା ପହଞ୍ଚାଇବା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହେବ “ ମୋ ଗାଁରେ ତହସିଲ ଶିବିର “ କାର୍ଯ୍ୟକ୍ରମ । ଆସନ୍ତା ୨୯ ତାରିଖରୁ ସର୍କଲ ସ୍ତରରେ ଏହି ଶିବିର…

ଗଂଜାମ: ଟ୍ରେନ ଧକାରେ ଶହେରୁ ଅଧିକ ଛେଳି ଓ ମେଣ୍ଢା ମୃତ, କ୍ଷତି ଭରଣା ପାଇଁ ମେଣ୍ଢାପାଳକଙ୍କ ଗୁହାରୀ

। ଗଂଜାମ (କେନ୍ୟୁଜ):ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଓଡ଼ିଆ ଆଲପୁର ପଞ୍ଚାୟତରେ  ଗୁରାପଲ୍ଲୀ ଗ୍ରାମ।  ଯାହାର ପୂର୍ବ ଦିଗରେ ଦକ୍ଷିଣ ପୂର୍ବ ରେଳପଥ ଓ ପଶ୍ଚିମ ଦିଗରେ ୧୬ ନମ୍ବର ଜାତୀୟ ରାଜପଥ  ରହିଛି । ଏହି ଗ୍ରାମରେ ବିଶେଷତଃ ଗୋଲା ସଂପ୍ରଦାୟର ଲୋକ ବସ ବାସ କରନ୍ତି ।…

ଗଞ୍ଜାମ: ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ,  ବାକୁଟଗାଁରେ ମା ଓ ପୁଅ ମୃତ

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାକୁଟଗାଁର ଗୋଟିଏ ପରିବାରର ମା ଓ ପୁଅ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି । କୌଣସି କାରଣ ବଶତଃ ନିଜ ଘରେ ପୁଅ ନାରାୟଣ ନାହାକ(36)  ବିଦ୍ୟୁତ ସଂସ୍ପର୍ଶରେ ଆସି ଆଘାତ ପାଇବା ପରେ ନିକଟରେ ଥିବା ମା ସଜନୀ…

ବ୍ୟବସାୟୀଙ୍କ ଭିନ୍ନ ନିଶା, ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବାଣ୍ଟି ଚାଲିଛନ୍ତି ମାଗଣାରେ କଲମ ଓ ନାମ ପାଇଛନ୍ତି କଲମ…

ଗଞ୍ଜାମ ଜିଲ୍ଲା ରମ୍ଭା ବିଜ୍ଞାପିତ ଅଞ୍ଚଳର ବ୍ରଜମୋହନପୁର ସାହିର ସହଦେବ ଗୌଡ଼ । ପେଶାରେ ଜଣେ ବ୍ୟବସାୟୀ ହୋଇଥିବା ବେଳେ କଲମ ମଣିଷ ଭାବେ ବେସ୍‌ ପରିଚିତ । ରମ୍ଭା, ଗଞ୍ଜାମ ଓ ଖଲ୍ଲିକୋଟ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସେ ଦୀର୍ଘ ବର୍ଷ ଧରି ମାଗଣାରେ କଲମ ବାଣ୍ଟି ଆସୁଛନ୍ତି…

ଗଞ୍ଜାମ: ଦୁର୍ଗମ ଅଞ୍ଚଳ ଗସ୍ତ ଉପଜିଲ୍ଲାପାଳ, ପାହାଡ ଚଢି ଲୋକଙ୍କ ସମସ୍ୟା ବୁଝିଲେ

ଗଞ୍ଜାମ ଜିଲ୍ଲାର ପାହାଡ଼ ଉପରେ ଥିବା ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଲେ ଉପଜିଲ୍ଲାପାଳ। ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତତ୍ରୟ ଭାଉ ସାହେବ ଆଜି ପାତ୍ରପୁର ବ୍ଲକର ଆଙ୍କୁଲି ପଞ୍ଚାୟତର ଦୁର୍ଗମ ଅଞ୍ଚଳ ଗସ୍ତ କରିଥିଲେ। ବାଘଲଟି ଜଳଭଣ୍ଡାରରୁ ବୋଟ୍‌ ଯୋଗେ ଯାଇ…

ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ, ବେଲଗୁଣ୍ଠା-ବାଲିପଦର ମଧ୍ୟରେ ଯାତାୟାତ ଠପ୍

ବନ୍ୟା ପାଣିରେ ଭାସିଗଲା ଅସ୍ଥାୟୀ ମାଟି ପୋଲ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅର୍ନ୍ତଗତ ଆମ୍ବପୁଆ-ଚଢିିଆପଲ୍ଲୀ ଦେଇ ଯାଇଥିବା ବୋଡା ନଦୀରେ ଏଭଳି ଘଟଣା ଘଟିଛି । ଦୁଇ ବର୍ଷ ପୂର୍ବରୁ ପୁରୁଣା ସ୍ଥାୟୀ ପୋଲଟି ଭାଙ୍ଗିଯିବା ପରେ ଯିବା ଆସିବା ପାଇଁ ଅସ୍ଥାୟୀ ପୋଲଟିଏ ନିର୍ମାଣ କରାଯାଇଥିଲା…

ଛତ୍ରପୁର ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ, ଡାକ୍ତର ଅଭାବରୁ ହନ୍ତସନ୍ତ ହେଉଛନ୍ତି ରୋଗୀ

ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ । ଛତ୍ରପୁର ସମେତ ଗଞ୍ଜାମ, ଖଲ୍ଲିକୋଟ, କୋଦଳା, ପୁରୀ ଜିଲ୍ଲାର ହଜାର ହଜାର ରୋଗୀ ଏହି ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି । ରୋଗୀଙ୍କ ଚିକିତ୍ସା ପାଇଁ ୨୨ ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବା ବେଳେ…

ବର୍ଷାର ଲୁଚକାଳି ଚାଷୀଙ୍କ ପାଇଁ ଆଣିଛି ବିପଦ, ପମ୍ପ ସେଟ ଲଗାଇ ଜମିକୁ ପାଣି ମଡ଼ାଉଛନ୍ତି ଚାଷୀ

ବର୍ଷାର ଲୁଚକାଳୀ ଚାଷୀଙ୍କ ପାଇଁ ବିପଦ ଆଣିଛି । ମୌସୁମୀ ବର୍ଷାର ଦୂରର କଥା, ଗଞ୍ଜାମ ଜିଲ୍ଲାରେ ଲଘୁଚାପ ବର୍ଷା ବି ଠିକ୍‌ ଭାବେ ହୋଇନି । ଫଳରେ ପମ୍ପ ସେଟ ବ୍ୟବହାର କରି ଜମିକୁ ପାଣି ମଡାଉଛନ୍ତି ଚାଷୀ । ଜିଲ୍ଲାରେ ଥିବା ୨୨ଗୋଟି ବ୍ଲକରେ ଚଳିତ ବର୍ଷ ମାତ୍ର ୨୫ଭାଗ ବର୍ଷା ହୋଇଛି । ତେଣୁ…

ରାଜ୍ୟରେ ପ୍ରଥମ କରି ଏହି ମହିଳା SHG ଗ୍ରୁପ ଆରମ୍ଭ କଲେ ଗୋଲାପ ଚାଷ, ଅନ୍ୟମାନଙ୍କ ପାଇଁ ସାଜିଲେ ଉଦାହାରଣ

ଗଞ୍ଜାମ: ଛତ୍ରପୁର ବ୍ଳକ ନୂଆପଲ୍ଲୀ ଗାଁରେ ରହିଥିବା ୫ଟି ସ୍ୱୟଂ ସହାୟିକା ଗୋଷ୍ଠୀ ରାଜ୍ୟର ପ୍ରଥମ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଭାବେ କରୁଛନ୍ତି ଫୁଲ ଚାଷ । ପ୍ରଥମ ପର୍ଯ୍ୟାୟ ୧୨ ଶହ ବର୍ଗ ମିଟର ଜମିରେ କରିଛନ୍ତି ଗୋଲାପ ଫୁଲ ଚାଷ । ପୂର୍ବ ଅପେକ୍ଷା ସେମାନଙ୍କର ଆର୍ଥିକ, ସାମାଜିକ…

ଗଞ୍ଜାମ : କେନାଲରୁ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର

ଗଞ୍ଜାମ(କେନ୍ୟୁଜ୍): ପୁଣି ଶିଶୁ କନ୍ୟା ଅଲୋଡ଼ା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମଥୁରା ଗାଁ ନିକଟ ଏକ କେନାଲରୁ ଏକ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର ହୋଇଛି । ଖଲ୍ଲିକୋଟ- କୋଦଳା ରାସ୍ତାର ମଥୁରା ଭରଷା ଗାଁ ମଝିରେ ଥିବା ବଡ଼ ଶଙ୍ଖ ନିକଟରେ ଶିଶୁ କନ୍ୟାର ମୃତ ଦେହ…

ବହୁ ଚର୍ଚ୍ଚିତ ଖଲ୍ଲିକୋଟ କଲେଜ ଛାତ୍ରୀ ତୃପ୍ତିମୟୀ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଚିଙ୍କରାକୁ ଆନ୍ଧ୍ରପ୍ରଦେଶରୁ ଗିରଫ

ଗଞ୍ଜାମ(କେନ୍ୟୁଜ୍):ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଛାତ୍ରୀ ତୃପ୍ତିମୟୀ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ମିଳିଛି ସଫଳତା। ୨୦୧୬ରୁ ଏହି ମାମଲାରେ ସମ୍ପୃକ୍ତ ଥିବା ଚିଙ୍କରା ବେହେରାଙ୍କୁ ଗିରଫ କରିଛି ପୋଲିସ। ଦୀର୍ଘ ଦିନ ହେଲା ଆନ୍ଧ୍ରପ୍ରଦେଶର ବାରୁଆ ପୋଲିସ ଚିଙ୍କରା କୁ ଖୋଜୁଥିଲା ।…