Below header
Browsing Tag

ganjam

ବହୁ ଚର୍ଚ୍ଚିତ ଖଲ୍ଲିକୋଟ କଲେଜ ଛାତ୍ରୀ ତୃପ୍ତିମୟୀ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଚିଙ୍କରାକୁ ଆନ୍ଧ୍ରପ୍ରଦେଶରୁ ଗିରଫ

ଗଞ୍ଜାମ(କେନ୍ୟୁଜ୍):ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଛାତ୍ରୀ ତୃପ୍ତିମୟୀ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ମିଳିଛି ସଫଳତା। ୨୦୧୬ରୁ ଏହି ମାମଲାରେ ସମ୍ପୃକ୍ତ ଥିବା ଚିଙ୍କରା ବେହେରାଙ୍କୁ ଗିରଫ କରିଛି ପୋଲିସ। ଦୀର୍ଘ ଦିନ ହେଲା ଆନ୍ଧ୍ରପ୍ରଦେଶର ବାରୁଆ ପୋଲିସ ଚିଙ୍କରା କୁ ଖୋଜୁଥିଲା ।…

ଗଞ୍ଜାମ: ପୁରୁଷୋତ୍ତମପୁରରେ ଅଭାବନୀୟ ଘଟଣା, କାନ୍ଥ ପଡ଼ି ଷଷ୍ଠ ଶ୍ରେଣୀ ଛାତ୍ର ମୃତ

ଗଞ୍ଜାମ (କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ଆଙ୍ଗୁ ଗାଁରେ ଘଟିଛି ଏକ ଅଭାବନୀୟ  ଘଟଣା । ଗାଁରେ ଥିବା ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଏକ ଫଳକ କାନ୍ଥ ପଡ଼ି ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି।  ମୃତ ଛାତ୍ର ଜଣକ ହେଲେ ଶ୍ୟାମସୁନ୍ଦର…

ଗଞ୍ଜାମ: ସ୍ୱାଧୀନତାର ୭୦ ବର୍ଷ ପରେ ବି ଅବହେଳିତ ଗାଁ, ଯେଉଁଠି ନାହିଁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନର ସୁବିଧା

ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ଅବହେଳିତ ଗାଁ ବାଲିନାଳ । ନା ଅଛି ରାସ୍ତାଘାଟ ନା ପିଇବା ପାଣିର ସୁବିଧା । ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ସବୁଥିରେ ଅବହେଳିତ ଏହି ଗାଁ । ବାରମ୍ବାର ପ୍ରଶାସନକୁ ଗୁହାରି ପରେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉ ନାହନ୍ତି । କେବଳ କାଗଜ କଲମରେ ସମିତି ରହିଯାଇଛି…

ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ନିୟମ “ପାଠପଢ଼ା ବାତାବରଣ ବୃଦ୍ଧି କରିବା ପାଇଁ ଶ୍ରେଣୀ ମଧ୍ୟକୁ ମୋବାଇଲ ନେଇପାରିବେ…

ଗଞ୍ଜାମ(କେନ୍ୟୁଜ୍) : ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ା ବାତାବରଣ ବୃଦ୍ଧି କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ପଦକ୍ଷେପ । ଏଣିକି ଶ୍ରେଣୀଗୃହ ଭିତରକୁ ମୋବାଇଲ ନେଇପାରିବେ ନାହିଁ ଶିକ୍ଷକ ଶିକ୍ଷୟିତ୍ରୀ। ଏହି ନିୟମକୁ ସମସ୍ତ ବିଦ୍ୟାଳୟରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି…

ବଜ୍ରପାତ ନେଲା ଜୀବନ

ଗଞ୍ଜାମ : ଦିଗପହଣ୍ଡି ବ୍ଲକ ଶଙ୍କରଖାଳି ଗାଁରେ ବଜ୍ରପାତ ଘଟି ମହିଳାଙ୍କ ମୃତ ଘଟିଛି । ମୃତ ମହିଳା ଜଣଙ୍କ ହେଲେ ସୁଷମା ନାୟକ। ସୁଷମା ବିଲକୁ ଯାଇଥିବା ବେଳେ ବଜ୍ରପାତ ଘଟି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସୁଷମାଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି…

ବୟସର ଅପରାହ୍ନରେ ବି ହାରିନାହାନ୍ତି ଜି.ଧନୁ, ୭୨ ବର୍ଷରେ ନିଜ ଶରୀରକୁ ଏପରି ରଖିଛନ୍ତି ଫିଟ୍

ଗଞ୍ଜାମ : କୁହାଯାଏ ମନୋବଳ ଯଦି ଠିକ୍ ଅଛି, ତା ହେଲେ ବୟସ ମାପକାଠି ହୁଏନାହିଁ । ଏପରି ଅନେକ ଉଦାହରଣ ମଧ୍ୟ ରୁ ଗୋଟିଏ ଉଦାହରଣ ହେଉଛି ଗଞ୍ଜାମ ଜିଲ୍ଲା କୁଶପଡା ଗାଁର ଜି.ଧନୁଙ୍କ ଫିଟ୍ କାହାଣୀ। ଗାଁ ହେଉ କିମ୍ବା ସହର ସବୁଠି ଏବେ ଲୋକମାନେ ଫିଟ ହେବା ପାଇଁ ଅନେକ ପ୍ରକାର ପନ୍ଥା…

ଗଞ୍ଜାମରେ ପୁଣି ଫୁଟିଲା ଗୁଳି, ବ୍ୟବସାୟୀ ଗୁରୁତର

ବ୍ରହ୍ମପୁର (କେନ୍ୟୁଜ): ପୁଣି ଗଞ୍ଜାମରେ ଫୁଟିଲା ଗୁଳି । କେ. ନୂଆଗାଁ ଥାନା ବୀରସିଂ ଲକ୍ଷ୍ମୀ ନାରାୟଣପୁରରେ ଗୁଳିମାଡ଼ରେ ବ୍ୟବସାୟୀ ସୁବାସ ପଣ୍ଡା ଗୁରୁତର । ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ଅନୁଯାୟୀ, ଆଜି ସଂଧ୍ୟାରେ ୪ଟି ବାଇକରେ ୮ ଜଣ ଦୁର୍ବୃତ୍ତ ଆସି…

ଗଞ୍ଜାମର ନିର୍ବାଚନ ସଭାରେ ବିଜେପି ଉପରେ ବର୍ଷିଲେ ନବୀନ : କହିଲେ, “ତିତଲି, ଫାଇଲିନ, ମରୁଡ଼ି ବେଳେ ଦେଖାନାହିଁ “

ଭୁବନେଶ୍ବର (କେନ୍ୟୁଜ୍) : ଗଞ୍ଜାମରେ ନବୀନଙ୍କ ହାଇଟେକ କ୍ୟାମ୍ପେନିଂ ଓ ବିଶାଳ ରୋଡ ସୋ । କନିଷିରେ ନିର୍ବାଚନ ସଭାରେ ଯୋଗ ଦେଇ ବିଜେପି ଉପରେ ବର୍ଷିଛନ୍ତି ନବୀନ । କହିଛନ୍ତି, ହୁଡ୍ହୁଡ୍, ତିତିଲି ଓ ମରୁଡି ବେଳେ ବିଜେପି ନେତାଙ୍କର ଦେଖାନାହିଁ । ନିର୍ବାଚନ ଆସିବାରୁ ବିଜେପିର ବଡ଼ ବଡ଼…

ଗଞ୍ଜାମ ଜିଲ୍ଲାରେ ବୁଲୁଛି ବ୍ଲୁ ବଟନ ଏକ୍ସପ୍ରେସ

ଗଞ୍ଜାମ( କେନ୍ୟୁଜ୍): ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଯାହାକୁ ନେଇ ପ୍ରସ୍ତୁତି ଯୋର ଧରିଛି । ତେବେ ଗତକାଲି ଭୁବନେଶ୍ବରରୁ ବାହାରିଥିବା ବ୍ଳୁ ବଟନ୍ ଏକ୍ସପ୍ରେସ୍ ଆଜି ଗଞ୍ଜାମ ଜିଲ୍ଳାର ସଦର ମହକୁମା ଛତ୍ରପୁରରେ ପହଞ୍ଚିଛି । ଏହି ଏକ୍ସପ୍ରେସଟିକୁ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ପରିସରରେ…

ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଜୋରଦାର: ଏକ ମାସ ଧରି ଚାଲିବ “ଚୁନାଓ ପାଠଶାଳା”କାର୍ଯ୍ୟକ୍ରମ

ଗଞ୍ଜାମ (କେନ୍ୟୁଜ୍) : ସାଧାରଣ ନିର୍ବାଚନକୁ ସୂଚାରୁ ରୁପେ ଶେଷ କରିବା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି କାର‌୍ୟ୍ୟକ୍ରମରେ ଗତ କିଛି ଦିନ ହେଲା ଭିଭିପ୍ୟାଟ ମେସିନ ଓ ଇଭିଏମ ପରିଚାଳନା ନେଇ ଏକ ସଚେତନତା ଗାଡ଼ି ବିଭିନ୍ନ ଗାଁ ଗାଁ ବୁଲି…

ଅଛୁଆଁ ହେଲା କି ଟଙ୍କିକିଆ ଓ ୨ ଟଙ୍କିକିଆ କଏନ୍‌ ?

ଗଞ୍ଜାମ (କେନ୍ୟୁଜ୍) : ବାଣିଜ୍ୟ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଅଗ୍ରଣୀ ଥିବା ବେଳେ ଛୋଟ ବଡ ଦୋକାନ ମାନଙ୍କରେ ଗଦା ହୋଇ ପଡ଼ିଛି ଏକଟଙ୍କିଆ ଓ ଦୁଇଟଙ୍କିଆ କଏନ୍। ଆଉ ଏହି କଏନକୁ ନେଇ ବ୍ୟବସାୟୀ ମୁଣ୍ଡରେ ମାଡ଼ିଛି ଚିନ୍ତା । କିଛି ଦିନ ପୂର୍ବେ ରାଜ୍ୟରେ ଏହି ଅଭାବ ଗମ୍ଭୀର ହେବା କୁହାଯାଉଥିବା…

ଗଞ୍ଜାମରେ ମୃତ୍ୟୁକୁ ନେଇ ଉତ୍ତେଜନା

ଗଞ୍ଜାମ : ହିଞ୍ଜିଳିକାଟୁ ଥାନା ବ୍ରାହ୍ମଣଛାଇ ଗାଁରେ ଜଣଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଫଳରେ ଗାଁରେ ୨ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୫ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଚି। ଗତକାଲି ବୁଲୁ ପ୍ରଧାନ ନାମକ ଜଣେ ଯୁବକଙ୍କୁ…