Browsing Tag

ganjam

ଗଞ୍ଜାମ ପୋଡମପେଟା ଗାଁରେ କୂଳ ଲଙ୍ଘିଲା ସମୁଦ୍ର, ଜୁଆର ମାଡ଼ି ଆସି ଧୋଇଗଲା ୬ଟି ଘର

ବ୍ରହ୍ମପୁର(କେନ୍ୟୁଜ୍): କୂଳ ଲଙ୍ଘୁଛି ସମୁଦ୍ର। ଗଞ୍ଜାମ ଜିଲ୍ଲା ପୋଡମପେଟା ଗାଁରେ ସମୁଦ୍ର କୂଳ ଲଙ୍ଘି ବ୍ୟାପକ କ୍ଷୟକ୍ଷତି। ଜୁଆର ମାଡ଼ି ଆସି ୬ଟି ଘର ଧୋଇ ନେଇଛି। ପୂର୍ବରୁ ମଧ୍ୟ ଜୁଆର ମାଡ଼ି ଆସି ଘର ଭାଙ୍ଗିବା ସହ ଡଙ୍ଗା, ମାଛ ଜାଲ ଆଦି ଭସାଇ ନେଇ ବ୍ୟାପକ କ୍ଷୟକ୍ଷତି ଘଟିଛି।…

ପାରିବାରିକ କଳହର କରୁଣ ପରିଣତି: ବଡ଼ଭାଇର କଟୁରୀ ଚୋଟରେ ସାନ ଭାଇ ମୃତ

ଗଞ୍ଜାମ (କେନ୍ୟୁଜ): ଗଞ୍ଜାମ ଜ଼ିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଗୁଜୁଲିଙ୍ଗୀ ଗାଁରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ବଡ଼ଭାଇର କଟୁରୀ ଚୋଟରେ ସାନ ଭାଇର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ କାର୍ତ୍ତିକ କାର୍ଜି। ପାତ୍ରପୁର ବ୍ଲକ ବୁରା଼ତାଲ ପଂଚାୟତ ର ଏହି ଗାଁରେ…

ପାଳିତ ହେଉଛି ମାଆ ମୁକ୍ତାଦେବୀ ଠାକୁରାଣୀ ଯାତ୍ରା

ମାଆ ମୁକ୍ତାଦେବୀଙ୍କ ଠାକୁରାଣୀ ଯାତ୍ରା ପାଇଁ ଉତ୍ସବ ମୁଖରିତ ହୋଇ ଉଠିଛି ପୁରା ଗଞ୍ଜାମ ଜ଼ିଲ୍ଲାର ଚିକିଟିପେଣ୍ଠ। ଗତ ୨୭ ତାରିଖ ଠାରୁ ଏହି ଯାତ୍ରା ଆରମ୍ଭ ହୋଇଥିବା ବେଳେ ଆସନ୍ତା ଜୁନ ୧୦ ତାରିଖରେ ଏହା ସରିବ। ବେଳେ ଘଟ ପରିକ୍ରମା ରେ ପଟୁଆର ସହ କଳାକୁଞ୍ଜ ଓ ଆକର୍ଷଣୀୟ ଲାଇଟ ଶଯ୍ଯା ଦର୍ଶକ…

ଗଞ୍ଜାମ: ଦିଗପହଣ୍ଡି ଚଷାନିମଖଣ୍ଡି ନିକଟରେ ପିଟିପିଟି ଦୁଇଜଣଙ୍କୁ ହତ୍ୟା

ଗଞ୍ଜାମ (କେନ୍ୟୁଜ୍):  ଡବଲ ମର୍ଡର । ପିଟିପିଟି ଦୁଇଜଣଙ୍କୁ ହତ୍ୟା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ନିକଟରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ପାଳଝାଡି ଗାଁର ସୁଦର୍ଶନ ସୁଆର ଓ ସୁଧୀର କୁମାର ପାତ୍ର । ଗତକାଲି ଦୁଇଜଣ ଭୀଷ୍ମଗିରି ପଟୁ ଗାଁକୁ ଫେରୁଥିବାବେଳେ…

ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ହିଞ୍ଜିଳି ବିଜେପିର ଟାଣୁଆ ନେତା ଦେବାନନ୍ଦ ମହାପାତ୍ର, ପାଲଟିଗଲେ ନବୀନ ପ୍ରେମୀ

ବ୍ରହ୍ମପୁର(କେନ୍ୟୁଜ୍):  ପଞ୍ଚାୟତ, ପୌର ନିର୍ବାଚନ ସରୁ ସରୁ ଏବେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି । ଆରମ୍ଭ ହେଲାଣି ମିଶ୍ରଣ ପର୍ବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଯିଏ ବିଜେପିରୁ ଳଢୁଥିଲେ। ସେ ଏବେ ନବୀନ ପ୍ରେମୀ। ସାମିଲ ହୋଇଛନ୍ତି ବିଜେଡିରେ। ହିଞ୍ଜିଳି…

ଗୁଳିଫୁଟି ଗଂଜାମ ଗାଙ୍ଗପୁର ଥାନା IIC ମୃତ, କେମିତି ବାଜିଲା ଗୁଳି ଜଣାପଡିନାହିଁ

ଭଞ୍ଜନଗର  (କେନ୍ୟୁଜ): ଗଂଜାମ ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗଙ୍ଗାମ ଗୁଳି ଫୁଟି ମୃତ । ଆଇଆଇସିଙ୍କୁ ଗୁରୁତର ଅବସ୍ଥାରେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆଇଆଇସିଙ୍କୁ ଗୁଳି ବାଜିବା ନେଇ ଗଂଜାମ ଏସପି କହିଛନ୍ତି।…

ଗଞ୍ଜାମ: କଣ୍ଟେଇପଲ୍ଲୀ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇପଲ୍ଲୀ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବକ ଖୋର୍ଦ୍ଧା ଜିଲ୍ଲା ସାମନ୍ତରାପୁରର ଦେବରାଜ ଘଡ଼େଇ । ନିକଟସ୍ଥ ଗାଁର କିଛି ଲୋକ ଜଙ୍ଗଲ ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଏକ ଗଛରେ ଯୁବକଙ୍କ…

ଲାଠିପଡ଼ା ପଞ୍ଚାୟତବାସୀ ସମସ୍ତଙ୍କୁ ଦେଖାଇଛନ୍ତି ଏକ ନୂତନ ଦିଗଦର୍ଶନ

ଗଞ୍ଜାମ(କେନ୍ୟୁଜ୍): ବର୍ତ୍ତମାନର କ୍ଷମତା ଲୋଭର ଯୁଗରେ ନିର୍ବାଚନ ଜରିଆରେ ପଦ ହାତେଇବାକୁ ସମସ୍ତେ ଲାଗି ପଡ଼ିଛନ୍ତି । ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ଦଳୀୟ ପ୍ରାର୍ଥୀ ଏବଂ ସ୍ୱାଧୀନ ଭାବେ ଲଢ଼େଇ କରୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଘମାଘୋଟ ଲଢ଼େଇ । ତା ଭିତରେ କିନ୍ତୁ…

ଗଞ୍ଜାମ: ସାମାନ୍ୟ କଥା କଟାକଟିରୁ ଫୁଟିଲା ଗୁଳି, ଚାଲିଗଲା ଜଣକ ଜୀବନ

ଭଞ୍ଜନଗର(କେନ୍ୟୁଜ୍): ସାମାନ୍ୟ କଥା କଟାକଟିରୁ ଗୁଳିମାଡ଼ରେ ଜଣେ ମୃତ । ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ରାମ୍ପୁଡି ଗାଁରେ ଘଟିଛି ଏଭଳି ଘଟଣା । ଗୁଳିମାଡ଼ରେ କାର୍ତ୍ତିକ ଶବର ନାମଜ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସେହି ଗ୍ରାମର ଜଣେ ସଂପର୍କୀୟ ଏକ ଦେଶୀ ବନ୍ଧୁକରେ ଗୁଳିମାଡ଼…

ଗଞ୍ଜାମର ତପସ୍ୱିନୀ ହାତେଇଲେ ମିସେସ୍ ମହାରାଷ୍ଟ୍ର ଟ୍ୟାଲେଣ୍ଟ ସମ୍ମାନ, ରଖିଲେ ଓଡ଼ିଶାର ଟେକ

ଓଡ଼ିଆ ବୋହୂଙ୍କ କମାଲ। ମିସେସ୍ ମହାରାଷ୍ଟ୍ର ଟ୍ୟାଲେଣ୍ଟ ସମ୍ମାନ ହାତେଇଛନ୍ତି ଜଣେ ଓଡ଼ିଆ ବୋହୂ। ସେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତେରୀ ଗ୍ରାମର ତପସ୍ୱିନୀ ବରଡ଼। ସେ ସ୍ୱାମୀ ଶ୍ରୀକାନ୍ତ ବରଡ଼ ଓ ପାଞ୍ଚ ବର୍ଷର କୁନି ପୁଅ ସହିତ ବେଙ୍ଗାଲୁରୁରେ ରୁହନ୍ତି। ବିଜୟ…

ଆଜିଠାରୁ ଫେବ୍ରୁୟାରୀ ୧ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡିକ ଆଜିଠାରୁ ବନ୍ଦ। ଫେବ୍ରୁୟାରୀ ୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଧର୍ମାନୁଷ୍ଠାନ। ଜିଲ୍ଲାରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରସାଶନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ସ୍ଥିତି ଉପରେ…

ମାଆଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ , ତାଡିଲେ ଆଖି ନାକ ମଥାର ଅଳଙ୍କାର

ଗଞ୍ଜାମ: ଆଜିକାଲି ଚୋରି ଯେମିତି ଏକ ସାଧାରଣ କଥା ହେଇଗଲାଣି । ପ୍ରତିଦିନ ଚୋରି ହେବାର ଖବର ସାମନାକୁ ଆସେ କିନ୍ତୁ ଚୋରମାନଙ୍କ ପାଦୁର୍ଭାବ ଏବେ ଏଭଳି ହେଲାଣି ଯେ ମାଆଙ୍କୁ ମଧ୍ୟ ଛାଡୁନାହାନ୍ତି ଏହି ଭଳି ଅସାମାଜିକ ଯୁବକ । ନା କୌଣସି ଡର ନାଁ କୌଣସି ଭୟ । ରାତି ଅଧରେ ପଶି ଲୁଟ କରିବାର ଅଜବ…