ଜୀବନ ସହ ସଂଗ୍ରାମ କରି ଚାଲିଗଲେ ବାପ-ପୁଅ, ବିଶାଖାପାଟଣାରେ ବଞ୍ଚିବା ପାଇଁ ଲଢେଇ କରୁଛି ମାଆ
କେନ୍ୟୁଜ୍(ବ୍ୟୁରୋ): ମୃତ୍ୟୁ ଏମତି ବି ଆସେ । ଯାହା ଆପଣ କେବେ ଭାବି ନଥିବେ । ବାପା ଓ ପୁଅର ଗ୍ୟାସ ନିଆଁରେ ପୋଡ଼ି ମୃତ୍ୟୁ ହୋଇ ସାରିଥିବା ବେଳେ ହସପିଟାଲ ବେଡ୍ରେ ଜୀବନ ସହ ସଂଗ୍ରାମ କରୁଛି ମାଆ । ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଚିକିଟିଗଡ଼ରେ । ଗତ…