୭୬୯ ଟଙ୍କାର ଗ୍ୟାସ୍ ସିଲିଣ୍ଡରକୁ କିଣନ୍ତୁ ମାତ୍ର ୬୯ ଟଙ୍କାରେ, ଜାଣନ୍ତୁ କେମିତି ଉଠାଇବେ ଏହି ଅଫରର ଲାଭ
ରୋଷେଇ ଗ୍ୟାସ ସିଲିଣ୍ଡର ସହର ଠାରୁ ନେଇ ଗାଁ ପର୍ଯ୍ୟନ୍ତ ସମସ୍ତଙ୍କ ଘରେ ଉପଯୋଗରେ ଆସିଥାଏ। ଏବେ ନିକଟରେ ସରକାର ଏଲପିଜି ଦାମରେ ୫୦ ଟଙ୍କା ବୃଦ୍ଧି କରାଇଛନ୍ତି। ଯାହାପରେ ବିନା ସବସିଡିଯୁକ୍ତ ୧୪.୨ କିଲୋଗ୍ରାମର ଏଲପିଜି ସିଲିଣ୍ଡରର ଦାମ୍ ବଢ଼ାଇ ୭୬୯ ଟଙ୍କା ହୋଇଯାଇଛି। ପ୍ରତି ମାସ୍ ଗ୍ୟାସ୍…