ରାତି ସମୟରେ କାହିଁକି ହୋଇଥାଏ ପେଟ ଗ୍ୟାସ ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ
ଗ୍ୟାଷ୍ଟ୍ରିଟିସ୍ ଏକ ଏମିତି ସମସ୍ୟା, ଯାହା ପାଇଁ ବହୁତ ଲୋକ ଚିନ୍ତାରେ ରହୁଛନ୍ତି। ଭାରତରେ ଏହି ସମସ୍ୟା ବହୁତ ଲୋକଙ୍କର ଅଛି। ଆପଣ ପ୍ରାୟତଃ ଅନୁଭବ କରିଥିବେ ଯେ ରାତିରେ ଯେତେବେଳେ ଆମେ ଶୋଇବାକୁ ଯାଆନ୍ତି, ସେତେବେଳେ ପେଟ ଫୁଲିବା କିମ୍ବା ପେଟ ଗ୍ୟାସ ସମସ୍ୟା ଆରମ୍ଭ ହୋଇଯାଏ। ଏମିତିରେ…