ସାମାନ୍ୟ ବଚସାରୁ ଯୁବକଙ୍କ ପ୍ରାଇଭେଟ ପାର୍ଟରେ ଏୟାରପମ୍ପ ଭର୍ତ୍ତି କରିଦେଲା ସାଥୀ କର୍ମଚାରୀ, ହସପିଟାଲରେ ଜୀବନ ମରଣ…
ସାମାନ୍ୟ ବଚସା ଯୋଗୁଁ ଯୁବକଙ୍କ ପ୍ରାଇଭେଟ ପାର୍ଟରେ ଏୟାର ପମ୍ପ ପାଇପ୍ ଭର୍ତ୍ତି କରିଦେଲେ ସାଥୀ କର୍ମଚାରୀ । ଯୁବକଙ୍କୁ ଗୁରୁତର ଭାବେ ହସପିଟାଲରେ ଭର୍ତ୍ତି କରାଯାଇଛି । ୟୁପି ଗାଜିଆବାଦରୁ ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ।
ଖବର ମୁତାବକ, ଗାଜିଆବାଦର ସିହାନୀ ଗେଟ ଥାନା…