Browsing Tag

Gehlot government

ଦଳିତ ଶିଶୁ ମୃତ୍ୟୁ ମାମଲାରେ ବଢ଼ିଲା ଗେହଲଟ ସରକାରଙ୍କ ଅଡ଼ୁଆ, ଛାତ୍ରମାନେ କହିଲେ – ସ୍କୁଲରେ ନଥିଲା ମାଠିଆ

ନୂଆଦିଲ୍ଲୀ : ରାଜସ୍ଥାନରେ ଦଳିତ ଶିଶୁଙ୍କ ହତ୍ୟା ଘଟଣା ଏବେ ‌ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଜାତିଗତ ଭେଦଭାବ ଓ ଛୁଆଅଛୁଆକୁ ନେଇ ଘଟିଥିବା ଅଭାବନୀୟ ଘଟଣାର ନୂଆ ମୋଡ ନେଇଛି । ୯ ବର୍ଷର ଦଳିତ ଛାତ୍ରକୁ ସ୍କୁଲ ଶିକ୍ଷକ ନିସ୍ତୁକ ମାଡ଼ ମାରିଥିବା ଘଟଣା ନେଇ ଅନ୍ୟଶିକ୍ଷକ ଓ…