ଛିଃ ଏମିତି ଗାର୍ଲଫ୍ରେଣ୍ଡ୍ କାହାକୁ ନ ମିଳୁ! ପରିବାର ସହ ମିଶି ପ୍ରେମିକକୁ ଜିଅନ୍ତା ଜଳାଇ ଦେଲା ପ୍ରେମିକା
ଝିଅର ପ୍ରେମକୁ ବିରୋଧ କରୁଥିବା ଏକ ପରିବାର ତା’ ପ୍ରେମିକକୁ ଜିଅନ୍ତା ଜାଳି ଦେଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏଥିରେ ନିଜେ ପ୍ରେମିକା ବି ସାଥ୍ ଦେଇଛି। ଏଭଳି ଛାତି ଥରା ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାସିକରେ। ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଯୁବକର ମୃତ୍ୟୁ ଘଟିଥିବା…