Browsing Tag

glowing skin

ଗ୍ଲୋଇଙ୍ଗ ଏବଂ ଦାଗମୁକ୍ତ ସ୍କିନ୍‌ ଚାହୁଁଥିଲେ ଆପଣାନ୍ତୁ ଏହି ଟିପ୍ସ, ଚମକିବ ଚେହେରା

ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ତାଙ୍କର ସ୍କିନ୍‌ ଉଜ୍ଜ୍ୱଳ ଏବଂ ଦାଗମୁକ୍ତ ହେଉ । କିନ୍ତୁ କିଛି ସାଧାରଣ ଭୁଲ ପାଇଁ ସ୍କିନ୍‌ ଡ୍ୟାମେଜ ହେବାର ସମ୍ଭାବନା ରହିଥାଏ । ଏପରି କେଉଁ ଭୁଲ କରିବା ଦ୍ୱାରା ସ୍କିନର କ୍ୱାଲିଟି ଖରାପ ହୋଇପାରେ ଆସନ୍ତୁ ଜାଣିବା । ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା…

ତ୍ୱଚାରେ ହେବନି କୌଣସି ଚିହ୍ନ, ଖାଆନ୍ତୁ ଏହି ପରିବା

ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ଏବଂ ଗ୍ଲୋଇଙ୍ଗ ସ୍କିନ ଚାହିଁଥାନ୍ତି । ଏଥି ପାଇଁ ବହୁତ ଲୋକ ଅନେକ ପ୍ରକାରର ବ୍ୟୁଟି ପଡକ୍ଟ ବ୍ୟବହାର କରନ୍ତି । କିନ୍ତୁ ଏହାର ପ୍ରଭାବ ଅଧିକ ଦିନ ପର୍ଯ୍ୟନ୍ତ ତ୍ୱଚାରେ ଦେଖାଯାଏ ନାହିଁ । କିନ୍ତୁ ଆପଣ ଜାଣିଛନ୍ତି କି ଆପଣ ଯାହା ଖାଉଛନ୍ତି ତାର ପ୍ରଭାବ ମଧ୍ୟ…

ତ୍ୱଚାର ଲଙ୍ଗ ଲାଷ୍ଟିଙ୍ଗ ନେଚୁରାଲ ଗ୍ଲୋ ପାଇଁ ଆପଣାନ୍ତୁ ଏହି ୫ ଟିପ୍ସ

ସୁନ୍ଦର ତ୍ୱଚା ପାଇବା ପାଇଁ ଉଭୟ ଜୀବନଶୈଳୀ ଏବଂ ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ ଆଣିବା ଆବଶ୍ୟକ । ଆମେ ଯାହା ଖାଇଥାଉ, ଏହାର ପ୍ରଭାବ ଆମ ତ୍ୱଚା ଉପରେ ଦେଖାଯାଏ । ମାର୍କେଟରେ ଏପରି ଅନେକ ବ୍ୟୁଟି ପ୍ରଡକ୍ଟ ଅଛି, ଯାହା ତ୍ୱଚାକୁ ଗ୍ଲୋ କରିବା ପାଇଁ ଦାବି କରନ୍ତି । କିନ୍ତୁ ଏହା ଦ୍ୱାରା ସାଇଡ…

ତ୍ୱଚାରୁ ମୃତ କୋଷିକା ଦୂର କରିବାକୁ ବ୍ୟବହାର କରନ୍ତୁ ଅଖରୋଟ୍‌, ଥରକରେ ଚମକିବ ଚେହେରା

ବର୍ତ୍ତମାନର ପ୍ରଦୂଷିତ ଦୁନିଆରେ ତ୍ୱଚାର ଯତ୍ନ ନେବା ଜରୁରୀ ହୋଇପଡ଼ିଛି। ଝାଳ, ସୂର୍ଯ୍ୟଙ୍କ ତାପ, ଧୂଆଁ ଆଦି କାରଣରୁ ତ୍ୱଚା ଶୀଘ୍ର ଖରାପ ହୋଇଯାଏ। ଯଦି ଠିକ୍‌ ଭାବେ ଚେହେରାର ଯତ୍ନ ନ ନେବେ, ତେବେ ମୁହଁର ଉଜ୍ଜ୍ୱଳତା କମିଯିବ। ଏଥିସହ ପିମ୍ପଲ, ତ୍ୱଚାରେ ଲୋଚାକୋଚାପଣ, ମୃତ କୋଷିକା ଜମିବା…

ତ୍ୱଚା ହୋଇଯିବ ଏକଦମ୍‌ କାଗଜ ଭଳି ଧଳା, ଯଦି ପ୍ରତିଦିନ ଲଗାଇବେ ଏହି ତେଲ

ଆପଣ ଯେତେ ବି ପ୍ରଡକ୍ଟସ ୟୁଜ୍‌ କରନ୍ତୁ, କିନ୍ତୁ ସବୁକିଛି ଘରୋଇ ଉପଚାର ଠାରୁ କମ୍‌। ଯେମିତିକି ନଡିଆ ତେଲ, ନଡିଆ ତେଲ ଏମିତି ଏକ ଘରୋଇ ଉପଚାର ଯାହା ସାହାଯ୍ୟରେ ଆପଣଙ୍କର ଅନେକ ତ୍ୱଚାଗତ ସମସ୍ୟା ଦୂର ହୋଇପାରିବ। ଏହା ଏକଦମ୍‌ ମ୍ୟାଜିକାଲ ଭାବେ କାମ କରିଥାଏ। ନଡିଆ ତେଲ ପ୍ରାୟ ସମସ୍ତଙ୍କ…

ମୁହଁରେ ଲଗାନ୍ତୁ କଞ୍ଚା ଆମ୍ବ ଫେସ୍‌ପ୍ୟାକ୍‌, ସବୁ ପ୍ରକାରର ତ୍ୱଚାଜନିତ ସମସ୍ୟାରୁ ମିଳିବ ମୁକ୍ତି

କଞ୍ଚା ଆମ୍ବ କେବଳ ସ୍ୱାସ୍ଥ୍ୟ ନୁହେଁ, ବରଂ ତ୍ୱଚା ପାଇଁ ବି ବେଶ୍‌ ଲାଭଦାୟକ ହୋଇଥାଏ। ଭିଟାମିନ୍‌ ସିରେ ଭରପୂର କଞ୍ଚା ଆମ୍ବ ଆମ ତ୍ୱଚାକୁ ଅନେକ ପ୍ରକାରର ଫାଇଦା ଦେଇଥାଏ। ଖରାଦିନେ ଦେଖାଯାଉଥିବା ତ୍ୱଚା ଜନିତ ସମସ୍ୟା, ଯଥା- ତ୍ୱଚା ଶୁଷ୍କ ହୋଇଯିବା, ଦାଗ, ବ୍ରଣ, ତୈଳାକ୍ତ ତ୍ୱଚା,…

ଉଜ୍ଜ୍ୱଳ ତ୍ୱଚା ପାଇଁ ଏମିତି ବ୍ୟବହାର କରନ୍ତୁ ଚିନି…ସମସ୍ତେ ପଚାରିବେ ସୁନ୍ଦର ଚେହେରାର ରାଜ୍‌

ତ୍ୱଚାକୁ ଆକର୍ଷଣୀୟ ତଥା ଚମକଦାର କରିବା ପାଇଁ ମହିଳାମାନେ ବିଭିନ୍ନ ପ୍ରକାରର ବିଉଟି ପ୍ରଡକ୍ଟ ବ୍ୟବହାର କରି ଥାଆନ୍ତି। ଫେସ୍‌ ମାସ୍କ, ଫେସ୍‌ ସ୍କ୍ରବ୍‌ ଏବଂ ଫେସ୍‌ ମସାଜ୍‌ ବି ନେଇ ଥାଆନ୍ତି। କହିବାକୁ ଗଲେ, ସ୍କିନ୍‌କୁ ଦାଗହୀନ ତଥା ଗ୍ଲୋ କରିବା ପାଇଁ କେତେ କ’ଣ କରିବାକୁ ପଡ଼ିଥାଏ ଏବଂ…

ଗ୍ରୀଷ୍ମ ଋତୁରେ ନିଶ୍ଚିତ ଫଲୋ କରନ୍ତୁ ସ୍କିନ କେୟର ଟିପ୍ସ, ଅଳ୍ପ ଦିନ ଭିତରେ ମିଳିବ ଅନେକ ଫାଇଦା

ଗ୍ରୀଷ୍ମ ଋତୁରେ ସୂର୍ଯ୍ୟକିରଣ, ପ୍ରଦୂଷଣ, ମାଟି ଏବଂ ଆର୍ଦ୍ରତା ଆମ ଚର୍ମରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଏହି ସମୟ ମଧ୍ୟରେ ଚର୍ମ ସମ୍ବନ୍ଧୀୟ ସମସ୍ୟା ଯେପରିକି ଟ୍ୟାନିଂ, ଶୁଖିଲା ଚର୍ମ, ବ୍ରଣ, ସୂର୍ଯ୍ୟକିରଣ, ପିଗମେଣ୍ଟେସନ୍, ଦାଗ ଇତ୍ୟାଦି ଦେଖାଯାଏ। ଯଦି ଆପଣ ମଧ୍ୟ ଗରମ ପାଗରେ ଏହି…

ମୁହଁରୁ ଦାଗ ହଟାଇବା ସହ ଚମକ ଆଣିବା ପାଇଁ ବେକିଂ ସୋଡାର କରନ୍ତୁ ଏପରି ବ୍ୟବହାର, ମିଳିବ ଫାଇଦା

ନିଜ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ମହିଳା ମାନେ ମହଙ୍ଗାରୁ ମହଙ୍ଗା ଦ୍ରବ୍ୟ ବ୍ୟବହାର କରିଥାନ୍ତି କିନ୍ତୁ ଏମିତି କିଛି ଘରୋଇ ଉପଚାର ରହିଛି ଯାହାର ବ୍ୟବହାରରେ ଆପଣ ବିୟୁଟି ପାର୍ଲର ପରି ଚମକ ପାଇ ପାରିବେ। ରୋଷେଇ ଘରେ ରଖାଯାଇଥିବା ବେକିଂ ସୋଡାକୁ ବ୍ୟବହାର କରନ୍ତୁ, ଚେହେରାରେ ଚମକ…

ବାଇଗଣ ଦୂର କରିବ ତ୍ୱଚା ସମସ୍ୟା! ଜାଣନ୍ତୁ କେମିତି ଚୁଟ୍‌କିରେ ଦେଖାଇଥାଏ କମାଲ…

ଚେହେରାର ଚିହ୍ନ, ଦାଗ, କୁଞ୍ଚନ ଏବଂ ଫାଇନ୍‌ ଲାଇନ୍ସରୁ ଛୁଟ୍‌କାରା ପାଇବାକୁ ଚାହୁଁଛନ୍ତି? ତ ଏଥିରେ ଆପଣଙ୍କୁ ସାହାଯ୍ୟ କରି ପାରିବ ବାଇଗଣ। ବାଇଗଣ ବ୍ୟବହାର କରି ଆପଣ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର କରିବା ସହିତ ପାର୍ଶ୍ୱ ପ୍ରତିକ୍ରିୟାରୁ ମଧ୍ୟ ମୁକ୍ତି ପାଇ ପାରିବେ। ଆଜି ଆମେ ଆପଣଙ୍କୁ…

ଖରାଦିନେ ମୁଣ୍ଡକୁ ଥଣ୍ଡା ରଖିବା ସହ ଏସବୁ ଫାଇଦା ଦିଏ ଚନ୍ଦନ ତେଲ, ନିଶ୍ଚୟ ଜାଣନ୍ତୁ

ଆସିଲାଣି ଖରାଦିନ। ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଉଣୁ ଏବେ ସୂର୍ଯ୍ୟ ଆସି ମୁଣ୍ଡ ଉପରେ ପହଞ୍ଚିଗଲେଣି। ସକାଳ ପ୍ରହରରୁ ବି ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଏଭଳି ସ୍ଥିତିରେ ଥଣ୍ଡା ଥଣ୍ଡା ଜିନିଷ ଖାଇବାକୁ ଭାରି ଭଲ ଲାଗେ। ଆଉ ଯଦି କେହି ମୁଣ୍ଡରେ ଥଣ୍ଡା ତେଲ ଲଗାଇ ଦିଏ ତେବେ ଆରାମ ହିଁ…

ପାଣିରେ ଏକ ଚିମୁଟା ଲୁଣ ପକାଇ ମୁହଁରେ ଲଗାନ୍ତୁ, ଦୂର ହେବ ସବୁ ତ୍ୱଚା ରୋଗ

ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଥିଲେ ଲୋକଙ୍କ ସାମ୍ନାରେ ଭାରି ଲାଜ ଲାଗେ। କୌଣସି ସ୍ଥାନରେ କନ୍‌ଫିଡେଣ୍ଟରେ କଥା ବାର୍ତ୍ତା କରି ହୁଏ ନାହିଁ। ଯଦି ଆପଣଙ୍କର ମଧ୍ୟ ଏଭଳି ସମସ୍ୟା ରହିଛି, ତେବେ ଲୁଣ ପାଣି ବ୍ୟବହାର କରି ଏହାକୁ ଦୂର କରିପାରିବେ। ଲୁଣ ପାଣିରେ ମୁହଁ ଧୋଇ ତ୍ୱଚାର ଅନେକ ସମସ୍ୟାକୁ…