ବିବାହ ଋତୁରେ କମିଲା ସୁନା – ରୁପା ଦର, ଚେକ୍ କରିଦିଅନ୍ତୁ କେତେ ରହିଛି ଦାମ
ଗତ ଦୁଇ ବର୍ଷ ଧରି କରୋନା ଯୋଗୁଁ ଗତ ବିବାହ ହ୍ରାସ ପାଇଥିଲା। କିନ୍ତୁ ଏଥର ନଭେମ୍ବରରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ରେକର୍ଡ ସଂଖ୍ୟକ ବିବାହ ହେବ ବୋଲି ରହିଛି । ଏହାର ପ୍ରଭାବ ସିଧା ସଳଖ ସୁନା ଜିନିଷ ବିକ୍ରି ହେଉଥିବା ବଜାର ଉପରେ ପଡିବ । ମୁଖ୍ୟତଃ ଏଥର ଗହଣା ବ୍ୟବସାୟୀ ମାନେ ହେବେ ମାଲାମାଲ…