ସୁନା ଦରରେ ଲାଗୁନି ରୋକ୍; ଦିନକୁ ଦିନ ବଢି ବଢି ଚାଲିଛି ସୁନା ଦାମ
ଏବେ ଚାଲିଛି ବିବାହ ଋତୁ। ବିବାହ ସିଜନ ଚାଲିଥିବା ବେଳେ ଆକାଶ ଛୁଆଁ ହୋଇଛି ସୁନା ଦର। ହୁ ହୁ ହୋଇ ବଢ଼ି ଚାଲିଛି ସୁନାର ଦାମ। ସୁନାର ଏମିତି ଉଚ୍ଚା ଦର ଦେଖି ଚିନ୍ତାରେ ଗ୍ରାହକ। ବିବାହ, ବ୍ରତ କି ଅନ୍ୟ କୌଣସି ପାରିବାରିକ ଅନୁଷ୍ଠାନ ପାଇଁ ସୁନା ଗହଣା କିଣିବାକୁ ବି ଡରିଲେଣି । ଏପଟେ…