ଏବେ Google Maps କହିବ ରାସ୍ତାରେ ଯିବା ବେଳେ କେତେ ଦେବାକୁ ହେବ ଟୋଲ୍ ଟ୍ୟାକ୍ସ
ଗୁଗଲ ମ୍ୟାପ୍ ଏବେ ଏକ ଗରୁତ୍ୱପୂର୍ଣ୍ଣ ଫିଚର ପାଲଟିଯାଇଛି। ଏଣୁ ୟୁଜର୍ସଙ୍କ ମଧ୍ୟରେ ଏହା ଖୁବ୍ ଲୋକପ୍ରିୟ। ଗୁଗଲ ମ୍ୟାପ୍ ସାହାଯ୍ୟରେ ରାସ୍ତା ଜାଣିବା ସହଜ ହୋଇଥିବା ବେଳେ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ କେତେ ସମୟ ଲାଗିବ ତାହା ବି ଆରାମରେ ଜାଣି ହେଉଛି। ତେବେ ୟୁଜର୍ସଙ୍କ ସୁବିଧାକୁ…