ଭାରତରେ ୭୫ ହଜାର କୋଟି ଟଙ୍କା ନିବେଶ କରିବ ଗୁଗୁଲ୍, ଘୋଷଣା କଲେ ସୁନ୍ଦର ପିଚାଇ
ଭାରତରେ ୭୫ ହଜାର କୋଟି ଟଙ୍କା ନିବେଶ କରିବ ଗୁଗୁଲ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ । ଭାରତର ଡିଜିଟାଲ୍ ଅର୍ଥ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ଵିତ କରିବା ପାଇଁ ଗୁଗୁଲ୍ ଫର୍ ଇଣ୍ଡିଆ ଡିଜିଟାେଇସନ୍ ଫଣ୍ଡ ଘୋଷଣା…