ସ୍ନାତକଙ୍କ ପାଇଁ ସରକାରୀ ଚାକିରି ସୁଯୋଗ: ଦରମା ମାସକୁ ୬୦ ହଜାର, ଜଲଦି କରନ୍ତୁ ଆବେଦନ
ବ୍ରଡକାଷ୍ଟ ଇଂଜିନିୟରିଂ କନସଲେଟାଣ୍ଟ ଇଣ୍ଡିଆ ଲିମିଟେଡ(BECIL) ରେ ପ୍ରାଜେକ୍ଟ ଅଧିକାରୀ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି। ଯେଉଁ ଇଚ୍ଛୁକ ପ୍ରାର୍ଥୀ ଏହି ପଦବୀରେ ପଞ୍ଜୀକରଣ କରିବାକୁ ଇଚ୍ଛୁକ, ସେମାନେ ଅଧିକାରକ େଓ୍ଵବସାଇଟ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୨୦…