Browsing Tag

governor

କିଟ୍‌ର ୩ ଅଲିମ୍ପିକ୍‌ ଖେଳାଳିଙ୍କୁ ରାଜଭବନ ପରିସରରେ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

ଭୁବନେଶ୍ବର(କେନ୍ଯୁଜ୍): କିଟ୍‌ର ୩ ଅଲିମ୍ପିକ୍‌ ଖେଳାଳିଙ୍କୁ ରାଜଭବନ ପରିସରରେ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ । ଦୂତୀ ଚାନ୍ଦ ରାଜଭବନରେ ଉପସ୍ଥିତ ଥିବା ବେଳେ ଅସୀ ଚାଳିକା ସି ଏ ଭବାନୀ ଦେବୀ ଏବଂ ଜାଭେଲିନ୍‌ ଥ୍ରୋ ଖେଳାଳି ଶିବପାଲ୍‌ ସିଂହ ଭର୍ଚୁଆଲରେ ଯୋଡ଼ି…

୧୮ ତାରିଖ ସଂଧ୍ୟା ଛଅଟା ପରଠାରୁ ଉଠିବ ୟେସ୍‌ ବ୍ୟାଙ୍କରୁ ଟଙ୍କା ଉଠାଣ ନେଇ ଲାଗିଥିବା କଟକଣା, ସୂଚନା ଦେଲେ RBI…

କେନ୍ୟୁଜ୍(ବ୍ୟୁରୋ):  ୟେସ୍‌ ବ୍ୟାଙ୍କରୁ ଟଙ୍କା ଉଠାଣ ନେଇ ଲାଗିଥିବା କଟକଣା ୧୮ ତାରିଖ ସଂଧ୍ୟା ଛଅଟା ପରଠାରୁ ଉଠିଯିବ। ଏପ୍ରିଲ ୩ ପର୍ଯ୍ୟନ୍ତ ୫୦ ହଜାର ଟଙ୍କାରୁ ଅଧିକ ଟଙ୍କା ଉଠାଣ ଉପରେ କଟକଣା ଲାଗିଥିଲା। ଏହା ଏବେ ଉଠିବାକୁ ଯାଉଛି। ସେପଟେ ଆର୍‌ବିଆଇ ଗଭର୍ଣ୍ଣର କହିଛନ୍ତି ଜମାକାରୀଙ୍କ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, JMMକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ…

କେନ୍ୟୁଜ୍(ବ୍ୟୁରୋ):  ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସ-JMM-RJD ମେଣ୍ଟ ସପକ୍ଷରେ ଯାଇଛି ଜନମତ । ଏହିକୁ ସମ୍ମାନ ଜଣାଇ ପରାଜୟ ସ୍ୱୀକାର କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ଏହା ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଜଭବନରେ ରାଜ୍ୟପାଳ ଦୌପଦୀ…

ମାଲକାନଗିରି ଗସ୍ତରେ ରାଜ୍ୟପାଳ, ଏକଲବ୍ୟ ସ୍କୁଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଲକ୍ଷ…

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏମଭି-୩ ସ୍ଥିତ ବିଏସଏଫ କ୍ୟାମ୍ପରେ ଓହ୍ଲାଇବା ପରେ ଏକଲବ୍ୟ ସ୍କୁଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସ୍କୁଲ ପରିସର ବୁଲି ଦେଖିବା ସହ ବିଜ୍ଞାନ ପ୍ରଦର୍ଶନୀ ବୁଲି ଦେଖିଥିଲେ । ଏହି ଅବସରରେ…

ଉଦଳା: ରାଜ୍ୟପାଳଙ୍କ ଏସକର୍ଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ସାଇକେଲ ଆରୋହୀକୁ ବଞ୍ଚାଇବାକୁ ଯାଇ ପରସ୍ପର ମଧ୍ୟରେ ବାଡେଇ…

ଉଦଳା(କେନ୍ୟୁଜ୍): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଏସକର୍ଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ସାଇକେଲ ଆରୋହୀକୁ ବଞ୍ଚାଇବାକୁ ଯାଇ ପରସ୍ପର ମଧ୍ୟରେ ବାଡେଇ ହେଲା ଦୁଇଟି ବୋଲେରୋଗାଡ଼ି। ଉଦଳା-ବାରିପଦା ରାଜ୍ୟ ରାଜପଥ ପୁରୁଣାପାଣି ଛକ ନିକଟରେ ଏହି ଘଟଣା ଘଟିଥିଲା। ଖୁଣ୍ଟା ବ୍ଲକର ଧାନଘେରା ସ୍ଥିତ…

ବଦଳିଲେ ୫ଟି ରାଜ୍ୟର ରାଜ୍ୟପାଳ, ଜାଣନ୍ତୁ କିଏ ହେଲେ କେଉଁ ରାଜ୍ୟର ରାଜ୍ୟପାଳ

ଭୁବନେଶ୍ବର (କେନ୍ୟୁଜ୍):  ବଦଳିଲେ ପାଞ୍ଚଟି ରାଜ୍ୟର ରାଜ୍ୟପାଳ। ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ହିମାଚଳ ପ୍ରଦେଶର ରାଜ୍ୟପାଳ କଲରାଜ ମିଶ୍ରାଙ୍କୁ ରାଜସ୍ଥାନର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଭଗତ ସିଂହ କୋଶିଆରୀଙ୍କୁ ମହାରାଷ୍ଟ୍ର ଓ ବନ୍ଦାରୁ…

ରାଜ୍ୟପାଳ ଭାବେ ବୁଧବାର ଶପଥ ନେବେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ଆନ୍ଧ୍ର ସହ ତେଲେଙ୍ଗାନାର ତୁଲାଇବେ…

ଆନ୍ଧ୍ରପ୍ରଦେଶର ୨୩ତମ ରାଜ୍ୟପାଳ ଭାବେ ବୁଧବାର ଶପଥ ନେବେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ । ବର୍ତ୍ତମାନର ରାଜ୍ୟପାଳ ଇ.ଏସ୍‌.ଏଲ.ନରସିଂମାଙ୍କ ସ୍ଥାନରେ ସେ ଦାୟିତ୍ୱ ନେବେ । ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିଶ୍ୱଭୂଷଣ । ଆଇନ, ରାଜସ୍ୱ, ଗ୍ରାମ୍ୟ ଉନ୍ନୟନ ଆଦି…

ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଲେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ

ଭୁବନେଶ୍ବର (କେନ୍ୟୁଜ୍) : ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ହେବେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ। ତାଙ୍କ ନିଯୁକ୍ତି ନେଇ ରାଷ୍ଟ୍ରପତିଙ୍କ ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଶ୍ୱଭୂଷଣ ହେବେ ଆନ୍ଧ୍ରପ୍ରଦେଶର ୨୩ତମ ରାଜ୍ୟପାଳ। ବର୍ତ୍ତମାନ ସେଠାରେ ରାଜ୍ୟପାଳ ଅଛନ୍ତି ଇ.ଏସ୍.ଏଲ.…

ଦିନିକଆ ଝାରସୁଗୁଡ଼ା ଗସ୍ତରେ ରାଜ୍ୟପାଳ

ଝାରସୁଗୁଡ଼ା (କେନ୍ଯୁଜ୍) :ଦିନିକଆ ଝାରସୁଗୁଡ଼ା ଗସ୍ତରେ ରାଜ୍ୟପାଳ ଗଣେଶୀ ଲାଲ । ପ୍ରଥମେ ସର୍କିଟ ହାଉସଠାରେ ପହଂଚି ଜିଲ୍ଲାର ସମସ୍ତ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ ବିଭୂତି ଭୁଷଣ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ମାଝି, ପିଡି ଡିଆରଡିଏ…

ସିଟି ବସ୍‌ ଟର୍ମିନାଲରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ : ନିଜେ ଝାଡୁ ଚଳାଇଲେ ରାଜ୍ୟପାଳ

ଭୁବନେଶ୍ୱର : ମାଷ୍ଟର କ୍ୟାଣ୍ଟିନ ସ୍ଥିତ ସିଟି ବସ୍‌ ଟର୍ମିନାଲରେ ସ୍ୱଚ୍ଛତା ହିଁ ସେବା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଏମସି ପକ୍ଷରୁ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ରାଜ୍ୟପାଳ ସାମିଲ…