Browsing Tag

groundnut

ଧାନ ପରେ ବାଦାମର ଅଭାବୀ ବିକ୍ରି : ଚାଷୀଙ୍କ ମୁଣ୍ଡରେ ଚଡକ

ମୟୁରଭଞ୍ଜ : ଧାନ ପରେ ଏବେ ପାଳି ବାଦାମ ଚାଷୀଙ୍କର। ବାଦାମର ଅଭାବୀ ବିକ୍ରି ଚଡକ ପକାଇଛି ଚାଷୀଙ୍କ ମୁଣ୍ଡରେ । ମୟୁରଭଞ୍ଜ ଜିଲ୍ଲାରେ ଅଦିନିଆ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଏବେ ସରକାରଙ୍କ ଏଫ୍ଏକ୍ୱୁ ମାନ ନିର୍ଦ୍ଦାରଣ ପାଇଁ ଅମଳ ବାଦାମ୍ ବିକ୍ରି ନ କରି ପାରି ପକାଇ ରଖିଛନ୍ତି…