Browsing Tag

GROUP CLASH

ପାଚେରୀ ନିର୍ମାଣଙ୍କୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୨ ଆହତ

କଟକ (କେନ୍ୟୁଜ): କଟକରେ ଗୋଷ୍ଠୀ ସଂଘର୍ଷ, ୨ ଆହତ। ପାଚେରୀ ନିର୍ମାଣଙ୍କୁ କେନ୍ଦ୍ର କରି କଟକ ଦେୱାନ ବଜାର ତନ୍ତିସାହି ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ। ଗତକାଲି ବିଳମ୍ବିତ ରାତିରେ୨ ଗୋଷ୍ଠୀ ମଧ୍ୟରେ ଢେଲା ପଥର ମାଡ଼ରେ ୨ ଜଣ ଆହତ ହୋଇଛନ୍ତି । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା ।…

ଝାରପଡ଼ା ଜେଲରେ ଗୋଷ୍ଠୀ ସଂଘର୍ଷ, ଆହତ ହୋଇ ଜଣେ କଏଦୀ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ଝାରପଡ଼ା ଜେଲରେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣେ ଆହତ ହୋଇଛନ୍ତି । ଆହତ କଏଦୀଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କଏଦୀଙ୍କୁ ଅନ୍ୟ ଗୋଷ୍ଠୀର ୩ ଜଣ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି। ସୂଚନା…

ଦିଲ୍ଲୀ ଜେଏନୟୁରେ ଛାତ୍ର ସଂଘର୍ଷ, ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ; ୩ ଆହତ

ନୂଆଦିଲ୍ଲୀ : ଜବାହର ଲାଲ ନେହରୁ ବିଶ୍ବବିଦ୍ୟାଳୟ ଜେଏନୟୁରେ ଛାତ୍ର ସଂଘର୍ଷ । ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ମାରପିଟ ଯୋଗୁ ତିନି ଜଣ ଛାତ୍ର ଆହତ ହୋଇଛନ୍ତି । ଜଣେ ଛାତ୍ର ଅନ୍ୟ ଜଣଙ୍କୁ ବାଡି ଧରି ବାଡେଇବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟ ଜଣେ ସାଇକେଲ ଉଠାଇ ଆକ୍ରମଣ କରିବାକୁ ଉଦ୍ୟମ…

ନୂଆ ଅଟୋ ଦିଅ, ବର କନିଆଙ୍କୁ ନିଅ

ରାଜନଗର(କେନ୍ୟୁଜ୍‌): ଧୁମ୍ ଧାମ୍ ରେ ଆୟୋଜନ ହୋଇଥିଲା ବିବାହ । କାନ୍ଥ ଝଟକୁଥିଲା ପ୍ରତିମା ସହିତ ମାନସର ଶୁଭ ବିବାହ । ଭୋଜି ଭାତରେ ମହକୁଥିଲା ସାରା ପରିବେଶ । ବନ୍ଧୁ ବାନ୍ଧବ ଆସି ସଭିଏଁ ପହଁଚି ସାରିଥିଲେ ଏହି ଖୁସି ମାହୋଲରେ । ବରଯାତ୍ରୀ ବି ବରକୁ ଧରି କନିଆ ଘର ଅଭିଭୁଖେ…

ଆଠଗଡ଼ ଖୁଣ୍ଟୁଣୀ ଥାନା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ, ଯୁବକଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ପରେ ଉତ୍ତେଜନା

ଆଠଗଡ଼ (କେନ୍ୟୁଜ): ଆଠଗଡ଼ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧାକୃଷ୍ଣପୁର ଅଡାଳରେ ଚାପା ଉତ୍ତେଜନା । ଗୋଷ୍ଠୀ ସଂଘର୍ଷରୁ ଟ୍ରାକ୍ଟର ମଡ଼ାଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ ରାଧାକୃଷ୍ଣପୁର ଗାଁର ସୁଶାନ୍ତ ରଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ…

ରାଜଧାନୀ ରାଜରାସ୍ତାରେ ବୁଲିଲା ଖଣ୍ଡା ଭୁଜାଲି, ଯିଏ ଯୁଆଡେ ଯାଉଥିଲେ କିଛି ସମୟ ପାଇଁ ଅଟକିଗଲେ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀ ରାଜରାସ୍ତାରେ ବୁଲିଲା ଖଣ୍ଡା, ଭୁଜାଲି । ରାସ୍ତାରେ ଯାଉଥିବା ଲୋକେ ଯିଏ ଯୁଆଡେ ଯାଉଥିଲେ କିଛି ସମୟ ପାଇଁ ଅଟକିଗଲେ। ହଠାତ୍‌ ବୁଝି ପାରରୁନଥିଲେ କଣ ଏସବୁ ହେଉଛି । କାହିଁକିନା କିଛି ସମୟ ରାଜ ରାସ୍ତା ପାଲଟିଲା ରଣକ୍ଷେତ୍ର । ଏ ଦୃଶ୍ୟ ଦେଖିଲେ ଛାତି…

ଗଛ କଟାକୁ ନେଇ ଗୋଷ୍ଠୀ ସଂଘର୍ଷ: ଉଭୟ ପକ୍ଷର ଆକ୍ରମଣରେ ଜଣେ ମୃତ, ୩ ଗୁରୁତର

ଯାଜପୁର (କେନ୍ୟୁଜ): ଗଛ କଟାକୁ ନେଇ ଗୋଷ୍ଠୀ ସଂଘର୍ଷ। ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଓ ଆକ୍ରମଣରେ ଗଲା ଜଣଙ୍କର ଜୀବନ । ୩ ଜଣ ଗୁରୁତର ହୋଇଛନ୍ତି । ଯାଜପୁର ଜିଲ୍ଲା ବରି ରାମଚନ୍ଦ୍ରପୁର ଥାନା ଅରୁଆଳ ଗାଁରେ ଏହି ଘଟଣା ଘଟିଛି । ମୃତକଙ୍କ ନାଁ ସୁବାସ ଜେନା । ୩ ଗୁରୁତର ବିକାଶ ପରିଡ଼ା ,ଅମରେଶ…

ପଦ୍ମକେଶରପୁର ଗୋଷ୍ଠୀ ସଂଘର୍ଷ ମାମଲା, ୫୦ରୁ ଅଧିକ ମହିଳା ଗିରଫ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ପଦ୍ମକେଶରୀପୁରରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ପୁରୁଷଙ୍କ ପରେ ଆରମ୍ଭ ହେଲା ମହିଳା ଗିରଫଦାରୀ। ରାତିଅଧିଆ ଚଢ଼ାଉରେ ମହିଳାଙ୍କୁ ଉଠାଇ ନେଲା ପୋଲିସ। ପାଖାପାଖି ୫୦ରୁ ଅଧିକ ମହିଳା ଓ ୩ ଜଣ ପୁରୁଷଙ୍କୁ ଗିରଫ କରିଛି ପୋଲିସ। ପୂର୍ବରୁ ଗାଁର ୭୭ ଜଣ ପୁରୁଷଙ୍କୁ…

ନିଆଳିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨ ଗୁରୁତର, ୩ ଆହତ

ନିଆଳି (କେନ୍ୟୁଜ): କଟକ ଜିଲ୍ଲା ନିଆଳି ଥାନା ସରାକୋର ଗାଁରେ ଗୋଷ୍ଠୀ ସଂଘର୍ଷ । ଫଳରେ ଏଥିରେ ଦୁଇ ଗୁରୁତର ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଦୀର୍ଘ ଦିନ ଧରି ସରକୋରା ଗାଁର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ…

ବଲାଙ୍ଗୀର ସହରରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ: ଉଭୟ ଗୋଷ୍ଠୀର ୩ ଗୁରୁତର

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗୀର ସହରର କନ୍ଧପାଲିପଡାରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି । ଉଭୟ ଗୋଷ୍ଠୀ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ।ଉଭୟ ଗୋଷ୍ଠୀର ତିନି ଜଣ ଗୁରୁତର ଭାବେ ଆହାତ ହୋଇ ବଲାଙ୍ଗୀର  ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୁଣ୍ଡରେ ଓ ହାତରେ…

ଭିଡିଓ ଭାଇରାଲକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୭ ଆହତ

ବାରିପଦା(କେନ୍ୟୁଜ୍): ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ,୭ ଜଣ ଆହତ। ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦାର ରଘୁନାଥପୁର ଅଞ୍ଚଳରେ। ୭ ଜଣ ଆହତଙ୍କ ଭିତରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ତେବେ ଏକ  ପୁରୁଣା ଭିଡିଓ ଭାଇରାଲକୁ ନେଇ ଏହି ସଂଘର୍ଷ ହୋଇଥିବା ଜଣାପଡିଛି।…

ଜାଗା ଜମି ବିବାଦକୁ ନେଇ ଫାଣ୍ଡି ଆଗରେ ହଣାହାଣି: ୩ ଗୁରୁତର ଆହତ, ତିନି ଅଟକ

ସୋର(କେନ୍ୟୁଜ୍): ଫାଣ୍ଡି ଆଗରେ ହଣାହାଣି। ଜାଗା ଜମି ବିବାଦକୁ ନେଇ ଫାଣ୍ଡି ଆଗ ପାଲଟିଲା ରଣକ୍ଷେତ୍ର । ୩ ଗୁରୁତର ଆହତ ଓ ୩ ଅଟକ । ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ଆରୁହା ଅଞ୍ଚଳର ଇଶ୍ବର ସାହୁଙ୍କର ତାଙ୍କ ଦାଦା ପୁଅ ଭାଇ ମାନଙ୍କ ସହ ଜାଗା ଜମି ବିବାଦ ଲାଗିରହିଥିଲା । ଏହି ବାବଦରେ…