Browsing Tag

gst cheating

୨୮ ବର୍ଷୀୟ ଯୁବକର ବଡ଼ ଧରଣର ଟିଡିଏସ୍‌ ଠକେଇ: ଗିରଫ କଲା EOW

ଭୁବନେଶ୍ବର(କେନ୍ୟୁଜ୍):  ବଡ଼ ଧରଣର ଟିଡିଏସ୍‌ ଠକେଇର ପର୍ଦ୍ଦାଫାସ୍‌ । ହରିୟାଣାର ଜଣେ ୨୮ ବର୍ଷୀୟ ଯୁବକ ନୀରଜ ସିଙ୍ଗ୍‌ଲାକୁ ଗିରଫ କଲା EOW। ଫରିଦାବାଦ ଜେଏମ୍‌ଏଫ୍‌ସିରେ ହାଜର କରି ରିମାଣ୍ଡରେ ଅଣାଯାଇଛି। ନୀରଜ ସିଙ୍ଗଲାକୁ ୩ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଭୁବନେଶ୍ୱର ଆଣିଛି EOW।…

ଜିଏସଟି ଚଢାଉ ଭୟରେ ପୋଡି ଦେଲେ ବିଡ଼ା ବିଡ଼ା ଟଙ୍କା, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

କରଞ୍ଜିଆ(କେନ୍ୟୁଜ୍‌): ଚଢଉ ଭୟରେ ପୋଡ଼ିଦେଲେ ଟଙ୍କା । ଦରପୋଡ଼ା ଟଙ୍କାର ଫଟୋ ସୋସିଆଲ ମିଡିଆରେ ଭାଇରାଲ। ଜିଏସଟି ଚଢାଉ ଭୟରେ ପୋଡି ଦେଲେ ବିଡ଼ା ବିଡ଼ା ଟଙ୍କା । ମୟୂରଭଞ୍ଜ କରଞ୍ଜିଆ ରରୁଆଁ ଅଞ୍ଚଳରୁ ଏପରି ଅଭିଯୋଗ ଆସିଛି । ଗୋଟିଏ ପରିବାରର ତିନି ଭାଇ ସୁନୀଲ, ପ୍ରଭାତ ଓ ସୌରଭ…

୧୦କୋଟିର ଜିଏସ୍‌ଟି ଠକେଇ, ଭୁବନେଶ୍ୱର ବିଜେବିି ନଗର ସ୍ଥିତ ଘରୁ ଆଇରନ୍‌ ସ୍କ୍ରାପ୍‌ ବ୍ୟବସାୟୀ ଗିରଫ

ଭୁବନେଶ୍ୱର(କେନ୍ଯୁଜ୍): ୧୦କୋଟିର ଜିଏସ୍‌ଟି ଠକେଇ ଅଭିଯୋଗରେ ଆଇରନ୍‌ ସ୍କ୍ରାପ୍‌ ବ୍ୟବସାୟୀ ଗିରଫ। ସ୍ମୃତିରଞ୍ଜନ ସାହୁକୁ ଭୁବନେଶ୍ୱର ବିଜେବିି ନଗର ସ୍ଥିତ ଘରୁ ପୋଲିସ ସହାୟତାରେ ତାଙ୍କୁ ଗିରଫ କରିଛି ଷ୍ଟେଟ୍‌ ଜିଏସ୍‌ଟି। ୭ଟି ନକଲି ଫାର୍ମ କରି ସେ ବର୍ଷ ବର୍ଷ ଧରି ଜିଏସ୍‌ଟି ଠକି…

କଳାହାଣ୍ଡି: ଜିଏସଟି ଫାଙ୍କିବା ଅଭିଯୋଗରେ ଏକ ହାରଭେଷ୍ଟର ବୋଝେଇ ଟ୍ରକକୁ ୫ ଲକ୍ଷ ୯୦ ହଜାର ଟଙ୍କା ଜରିମାନା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ବାଣିଜ୍ୟକର ବିଭାଗ ପକ୍ଷରୁ ଜିଏସଟି ଫାଙ୍କିବା ଅଭିଯୋଗ । ଏକ ହାରଭେଷ୍ଟର ବୋଝେଇ ଟ୍ରକରୁ ୫ ଲକ୍ଷ ୯୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ସୋନପୁର ଠାରୁ ଆନ୍ଧ୍ରପ୍ରଦେଶ ରାଜ ମହେନ୍ଦ୍ରୀ ଅଭିମୁଖେ ଯାଉଥିବା ଏକ କମ୍ବାଇନ ହାରଭେଷ୍ଟର ବୋଝେଇ ଟ୍ରକ…

ବଲାଙ୍ଗିର ଜିଲ୍ଲାରେ ଗରିବ ଲୋକଙ୍କୁ ସଜାଇ ଦିଆଯାଇଛି କମ୍ପାନୀ ମାଲିକ, ଠକୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ଜିଏସ୍‌ଟି

ବଲାଙ୍ଗିର(କେନ୍ୟୁଜ୍‌) : ବଲାଙ୍ଗିର ଜିଲ୍ଲା ରେ ଗରିବ ନିରିହ ଲୋକଙ୍କୁ ସଜାଇ ଦିଆଯାଇଛି କମ୍ପାନୀ ମାଲିକ । ଜିଏସଟି ଜାଲିଆତି କରିବାକୁ ଏପରି ଅଭିନବ ବ୍ୟବସ୍ଥା କରାଯାଇଥିବା ଅଭିଯୋଗ ହୋଇଛି । କୋଟି କୋଟି ଟଙ୍କାର ଜିଏସଟି ଠକେଇ ହେବା ପରେ ଏବେ ଥାନାରେ ମାମଲା ପହଞ୍ଚିଛି । ଏହାର ତଦନ୍ତ…

ରାଉରକେଲା: ଜିଏସଟି ଠକେଇ ଅଭିଯୋଗରେ ୨ ବ୍ୟବସାୟୀଙ୍କୁ ଅଟକ, ଭିନ୍ନ ଭିନ୍ନ ଲୋକଙ୍କ ନାଁରେ ପାନକାର୍ଡ କରି ଠକୁଥିଲେ

ରାଉରକେଲା: ଜିଏସଟି ଠକେଇ ଅଭିଯୋଗରେ ୨ ବ୍ୟବସାୟୀଙ୍କୁ ପୋଲିସର ପଚରାଉଚୁରା। ରାଉରକେଲା ସିଭିଲ ଟାଉନସିପ ଓ ବାସନ୍ତୀ କଲୋନୀର ଦୁଇଜଣ ବ୍ୟବସାୟୀ ଦୀର୍ଘଦିନ ଧରି ଜିଏସଟି ଠକେଇ କରି ଆସୁଥିବା ଅଭିଯୋଗ ହୋଇଥିଲା। ଭିନ୍ନ ଭିନ୍ନ ଲୋକଙ୍କ ନାଁରେ ପାନ କାର୍ଡ ପ୍ରସ୍ତୁତ କରି ବିପୁଳ ପରିମାଣର ଜିଏସଟି…