Browsing Tag

gst

ଆଜି GST କାଉନସିଲ ବୈଠକ, ଟିକା ଏବଂ ଅନ୍ୟାନ୍ୟ ସାମଗ୍ରୀରୁ GST ଛାଡ ଦାବି କରିବ ଓଡ଼ିଶା

ନୂଆଦିଲ୍ଲୀ: ଆଜି GST କାଉନସିଲ ବୈଠକ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି GST କାଉନସିଲ ବୈଠକ ବସିବାକୁ ଯାଉଛି । ଟିକା ଏବଂ ଅନ୍ୟାନ୍ୟ ସାମଗ୍ରୀରୁ GST ଛାଡ ଦାବି କରିବ ଓଡ଼ିଶା । ଭର୍ଚୁଆଲ ବୈଠକରେ ଯୋଗ ଦେବେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀ । ଓଡ଼ିଶାରୁ…

ଓଡ଼ିଶାରେ ସର୍ବକାଳୀନ ରେକର୍ଡ: ଏପ୍ରିଲରେ ସଂଗ୍ରହ ହୋଇଛି ୧୧୨୬ କୋଟିରୁ ଉର୍ଦ୍ଧ୍ବ GST

ଭୁବନେଶ୍ବର: ଏପ୍ରିଲରେ ରେକର୍ଡ ୧୧୨୬ କୋଟି GST ସଂଗ୍ରହ। ଓଡ଼ିଶାରେ GST ସଂଗ୍ରହରେ ସର୍ବକାଳୀନ ରେକର୍ଡ। ୨୦୨୧ ଏପ୍ରିଲ ମାସରେ ୧୧୨୬.୬୭ କୋଟି ଟଙ୍କା GST ସଂଗ୍ରହ ହୋଇଛି। GST ପ୍ରଚଳନ ପରଠାରୁ ଏହା ସର୍ବାଧିକ ଆଦାୟ। ଗତ ମାର୍ଚ୍ଚ ମାସରେ ସଂଗ୍ରହ ହୋଇଥିଲା ୯୫୪.୬୨ କୋଟି ଟଙ୍କା। ସିଟି ଓ…

ରାଉରକେଲାରେ ପ୍ରାୟ ୪୨କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ, ୨ଗିରଫ

ରାଉରକେଲା: ରାଉରକେଲାରେ ପୁଣି ଜିଏସ୍‌ଟି ଠକେଇ ଅଭିଯୋଗ। ପ୍ରାୟ ୪୨କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି GSTର ସ୍ୱତନ୍ତ୍ର ଟିମ୍‌। କଟକ ଓ ଯାଜପୁରୁ ଆସିଥିବା ସ୍ୱତନ୍ତ୍ର GST ଟିମ୍‌ ସହ ଛେଣ୍ଡ ଓ ବନ୍ଧମୁଣ୍ଡା ଅଞ୍ଚଳରେ ଚଢାଉ କରାଯାଇଥିଲା। ବିଭିନ୍ନ ବ୍ୟାଙ୍କରେ…

ରାଉରକେଲାରୁ ଆସିଛି ୭୦କୋଟି ଟଙ୍କାର GST ଠକେଇ ଅଭିଯୋଗ, ପାଇପ ମିସ୍ତ୍ରୀଙ୍କ ନାଁରେ ଚାଲିଥିଲା ଅର୍ଥ କାରବାର

ରାଉରକେଲା: ରାଉରକେଲାରେ ପୁଣି GST ଠକେଇ ଅଭିଯୋଗ। ପାଇପ ମିସ୍ତ୍ରୀଙ୍କ ନାଁରେ ଚାଲିଥିଲା ଅର୍ଥ କାରବାର। ରାଉରକେଲା ବାସନ୍ତୀ କଲୋନୀ ହରିପୁର ବସ୍ତିରେ ରହୁଥିବା ସମୀର ଜୋଜୋଙ୍କ ନାଁରେ ଆସିଛି ୭୦କୋଟି ଟଙ୍କାର GST ଠକେଇ ଅଭିଯୋଗ। ତାଙ୍କ ଅଜାଣତରେ ମେସର୍ସ ମଧୁମିତା ଷ୍ଟିଲ…

ଓଡିଶା ସମେତ ୧୬ଟି ରାଜ୍ୟକୁ ୬ ହଜାର କୋଟି ଜିଏସ୍‌ଟି କ୍ଷତିପୂରଣ ଦେଲେ କେନ୍ଦ୍ର ସରକାର

ସ୍ୱତନ୍ତ୍ର ବରୋଇଂ ୱିଣ୍ଡୋ ବ୍ୟବସ୍ଥାରେ କେନ୍ଦ୍ର ସରକାର ଓଡିଶା ସମେତ ୧୬ଟି ରାଜ୍ୟକୁ ପ୍ରଥମ ଦଫାରେ ଦେଲେ ୬ ହଜାର କୋଟିର ଜିଏସ୍‌ଟି କ୍ଷତିପୂରଣ । ସ୍ପେଶାଲ ବରୋଇଂ ୱିଣ୍ଡୋ ମାଧ୍ୟମରେ ଏହି ଅର୍ଥ ପାଇବା ପାଇଁ ୨୧ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କେନ୍ଦ୍ରକୁ ନିଜର ସମ୍ମତି…

ଆଜି ଜିଏସ୍‌ଟି ପରିଷଦ ବୈଠକ: ରାଜ୍ୟ ଗୁଡିକୁ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗରେ ହେବ ଆଲୋଚନା

ନୂଆଦିଲ୍ଲୀ : ଆଜି ବସୁଛି ଜିଏସ୍‌ଟି ପରିଷଦ ବୈଠକ । ରାଜ୍ୟ ଗୁଡିକୁ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ । ଲଗାତର ତୃତୀୟ ଥର ପାଇଁ ଏହି ପ୍ରସଙ୍ଗରେ ବୈଠକ ହେବାକୁ ଯାଉଛି । ଗତ ବୈଠକରେ କେନ୍ଦ୍ର ସରକାର ରାଜ୍ୟ ଗୁଡିକୁ ସେସ୍‌ ଆକାରରେ ହଜାରେ କୋଟି ଟଙ୍କା କ୍ଷତିପୂରଣ…

୧୨୨ କୋଟି GST ଠକେଇ ଘଟଣା: ଅଭିଯୁକ୍ତ ଅମିତ ବେରିଓ୍ଵାଲଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ରାଉରକେଲା: ୧୨୨ କୋଟି GST ଠକେଇ ଘଟଣା । ଅଭିଯୁକ୍ତ ଅମିତ ବେରିଓ୍ଵାଲଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ । SLP ଦାଖଲ କରିଥିଲେ ଅମିତ ବେରିଓ୍ଵାଲ । ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ଅମିତ । ଗତ ଜୁଲାଇ ୨୭ରେ ଆବେଦନ ଖାରଜ କରିଥିଲେ ହାଇକୋର୍ଟ । ଜାଲ୍‌…

ତେଲ, ଟୁଥପେଷ୍ଟ ଏବଂ ସାବୁନ ଭଳି ସାଧାରଣ ବସ୍ତୁରୁ କମିଲା ଜିଏସଟି, ଜାଣନ୍ତୁ ଆଉ କେଉଁଥିରୁ ହେଲା କମ୍‌

କେନ୍ଦ୍ର ସରକାର ସାଧାରଣ ପାଇଁ ଏକ ବଡ ଘୋଷଣା କରିଛନ୍ତି। ସରକାର ଦୈନନ୍ଦିନ ବ୍ୟବହାର ହେଉଥିବା ଅନେକ ଜିନିଷରୁ ଜିଏସଟି କମାଇଛନ୍ତି। ତେଲ, ଟୁଥପେଷ୍ଟ ଏବଂ ସାବୁନ ଭଳି ସାଧାରଣ ଜିନିଷରୁ ୨୯.୩ ପ୍ରତିଶତ ଜିଏସଟିରୁ କମ୍‌ ହୋଇ ୧୮ ପ୍ରତିଶତ ହୋଇଛି। ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମେ ୨୩୦…

ରାଉରକେଲାରେ ବଡ଼ ଧରଣର ଜିଏସଟି ଠକେଇ: ପର୍ଦ୍ଦାଫାସ୍ ପରେ ଅଭିଯୁକ୍ତଙ୍କୁ ପାନପୋଷ ଏସଡିଜେଏମ୍‌ କୋର୍ଟରେ ହାଜର କଲା…

ରାଉରକେଲା: ରାଉରକେଲାରେ ବଡ଼ ଧରଣର ଜିଏସଟି ଠକେଇ । ମଧୁମିତା ଷ୍ଟିଲ ଇଣ୍ଡଷ୍ଟ୍ରିଜ୍‌ ଆଣ୍ଡ ପ୍ରାଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ କାଶ୍ମୀରା କୁମାର ଅଗ୍ରଓ୍ଵାଲ ରାଜ୍ୟ ଜିଏସ୍‌ଟି ଏନଫୋର୍ସମେଣ୍ଟ ସ୍କ୍ଵାର୍ଡ ଦ୍ୱାରା ଗିରଫ । ୭୧୨ କୋଟି ଟଙ୍କାର ଜାଲ୍‌ ବିଲ୍‌ ମାଧ୍ୟମରେ ପ୍ରାୟ ୧୨୯ କୋଟି…

ଏବେ SMS ଜରିଆରେ ଭରିପାରିବେ ଜିଏସଟି ରିଟର୍ଣ୍ଣ, ଜାଣନ୍ତୁ ଏହାର ପୂରା ପ୍ରକ୍ରିୟା

ଜିଏସଟି ଭରୁଥିବା ଲୋକଙ୍କୁ ସରକାର ଦେଲେ ବଡ ଆସ୍ୱସ୍ତି। ଯେଉଁ କରଦାତାଙ୍କର ଟ୍ୟାକ୍ସ ବନିନଥାଏ ଏବଂ ତାଙ୍କୁ ନିଲ ରିଟର୍ଣ୍ଣ ଭରିବାକୁ ପଡିଥାଏ ଏବଂ ସେମାନେ ଏଥିପାଇଁ GST ପୋର୍ଟାଲରେ ଫର୍ମ କରୁଥିଲେ ସେମାନେ ଏବେ ଏସଏମଏସ ଜରୀଆରେ ନିଜର ନିଲ ରିଟର୍ଣ୍ଣ ଭରିପାରିବେ। ଆପଣଙ୍କୁ ଜଣାଇବାକୁ…

୩୧ ମାର୍ଚ୍ଚ ପୂର୍ବରୁ ନିଶ୍ଚୟ ସାରି ଦିଅନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ସହିପାରନ୍ତି ବଡ କ୍ଷତି

ଚଳିତ ବର୍ଷ ଆର୍ଥିକ ବର୍ଷ ଆସନ୍ତା ଏପ୍ରିଲ ୧ରେ ଆରମ୍ଭ ହେଉଛି। କିନ୍ତୁ ତାପୂର୍ବରୁ ଅନେକ ଏମିତି ମହତ୍ତ୍ୱପୂର୍ଣ୍ଣ କାମ ଅଛି ଯାହାକୁ ଆପଣଙ୍କୁ ୩୧ ମାର୍ଚ୍ଚ ପୂର୍ବରୁ ଶେଷ କରିବାକୁ ପଡିବ। ଯଦି ଆପଣ ଏମିତି କରୁନାହାନ୍ତି ତେବେ ଆପଣ ବହୁତ ସମସ୍ୟାର ସାମ୍ନା କରିପାରନ୍ତି। ଆପଣଙ୍କ ସୁବିଧା…

୨୩କୋଟି ଟଙ୍କା ଜିଏସଟି ଠକେଇ! ମୈଥାନୀ ଇସ୍ପାତ ଲିମିଟେଡର ଦୁଇ ବରିଷ୍ଠ ଅଧିକାରୀ ଗିରଫ

ଯାଜପୁର(କେନ୍ୟୁଜ୍): ଦ୍ରବ୍ୟ ଓ ସେବାକର-ଜିଏସଟି ଠକେଇ ଅଭିଯୋଗରେ ମୈଥାନୀ ଇସ୍ପାତ ଲିମିଟେଡର ଦୁଇ ବରିଷ୍ଠ ଅଧିକାରୀ ଗିରଫ। ଯାଜପୁର କଳିଙ୍ଗନଗର ଠାରେ ଥିବା ମୈଥାନୀ ଇସ୍ପାତର ୨ ବରିଷ୍ଠ ଅଧିକାରୀଙ୍କୁ ଗିରଫ କରିଛି ଜିଏସଟି ଗୁଇନ୍ଦା ନିର୍ଦ୍ଦେଶାଳୟ। ଏହି ଦୁଇ ଅଧିକାରୀ ହେଲେ ଅର୍ଥ ବିଭାଗ…