Browsing Tag

gst

ଜିଏସଟି କ୍ଷତିପୂରଣ ବାବଦରେ କେନ୍ଦ୍ରରୁ ଓଡ଼ିଶା ପାଇବ ୧୧ଶହ ୯୪କୋଟି ୩୨ଲକ୍ଷ ଟଙ୍କା, ଲାଗିରହିଛି କେନ୍ଦ୍ର-ରାଜ୍ୟ…

କେନ୍ୟୁଜ୍(ବ୍ୟୁରୋ):  ଜିଏସଟି କ୍ଷତିପୂରଣ ବାବଦରେ କେନ୍ଦ୍ରରୁ ଓଡ଼ିଶା ପାଇବ ୧୧ଶହ ୯୪କୋଟି ୩୨ଲକ୍ଷ ଟଙ୍କା । ଏହି ଅର୍ଥ ରାଶି ବକେୟା ପଡ଼ି ରହିଛି । ୪ ମାସ ପୂରିବାକୁ ବସିଲାଣି । କିନ୍ତୁ ରାଜ୍ୟଗୁଡ଼ିକୁ ଜିଏସଟି କ୍ଷତିପୂରଣ ଅର୍ଥ ମିଳିନାହିଁ । ଏହାକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦ…

ଦରମାରେ GST ଲାଗୁ ହେବାର ଗୁଜବ ଖବର ଉପରେ ପ୍ରତିକ୍ରିୟା ରଖିଲା CBIC

ଗତ କିଛି ଦିନ ହେବ ଗଣମାଧ୍ୟମରେ ପ୍ରଚଳିତ ହେଉଥିବା ଖବର କମ୍ପାନୀର ସିଇଓ ଏବଂ ଅନ୍ୟ ବଡ଼ କର୍ମଚାରୀମାନଙ୍କର ଦରମାରେ GST ଲାଗୁ ହେବାର ବିଚାର କରାଯାଉଛି। ଏହି ଖବରକୁ ସେଣ୍ଟା୍ରଲ ବୋର୍ଡ ଅଫ୍‌ ଇନଡାଇରେକ୍ଟ ଟ୍ୟାକ୍ସେସ୍‌ ଆଣ୍ଡ କଷ୍ଟମ୍ସ (CBIC) ଡିପାର୍ଟମେଣ୍ଟ ପକ୍ଷରୁ ଗୁଜବ ଖବର କୁହାଯାଇଛି।…

ଓଡ଼ିଶାରେ ୧୦୦ କୋଟିରୁ ଅଧିକ ଟଙ୍କାର ଜିଏସ୍‌ଟି ଜାଲିଆତି, ୪ ଜଣଙ୍କୁ କରାଯାଇଛି ଗିରଫ

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶାରେ ୧୦୦ କୋଟିରୁ ଅଧିକ ଟଙ୍କାର ଜିଏସ୍‌ଟି ଫ୍ରଡ୍‌ । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଆଜି ସଂଧ୍ୟା ୫ଟାରେ ଏହାର ବିଧିବଦ୍ଧ ଖୁଲାସା କରିବେ ଜିଏସ୍‌ଟି କମିଶନର । ପୂର୍ବରୁ ୧୨ କୋଟି ୮୪ ଲକ୍ଷ ଟଙ୍କାର ଜିଏସଟି ଠକେଇ ନେଇ ଧରାପଡ଼ିଥିଲେ ବଲାଙ୍ଗିରର ଜଣେ…

ହୋଟଲ ରୁମ୍‌ ଉପରେ କମିଲା ଜିଏସ୍‌ଟି, କ୍ୟାଫିନେଟେଡ୍‌ ବ୍ରିଭରେଜ୍‌ସ ଉପରେ ବଢିଲା ହାର

ଶସ୍ତା ହେବ ହୋଟେଲ ରହଣି। ମହଙ୍ଗା ହେବ କ୍ୟାଫେନ୍‌ ଯୁକ୍ତ ପାନୀୟ। ହୋଟଲ ରୁମ୍‌ ଉପରେ କମିଲା ଜିଏସ୍‌ଟି, କ୍ୟାଫିନେଟେଡ୍‌ ବ୍ରିଭରେଜ୍‌ସ ଉପରେ ବଢିଲା ହାର। ଯେଉଁ ହୋଟେଲ ଗୁଡିକ ଗୋଟିଏ ରାତି ପାଇଁ ୧ ହଜାର ଟଙ୍କା ଚାର୍ଜ କରନ୍ତି, ସେଗୁଡିକୁ ଟିକସ ଦେବାକୁ ପଡିବ ନାହିଁ। ୧ ହଜାର ରୁ ୭ ହଜାର…

ଗୋଆରେ ଆଜି ବସିବ GST କାଉନସିଲ୍‌ର ୩୭ତମ ଗୁରୁତ୍ୱପୂର୍ଣ୍ଣ ବୈଠକ

ଗୋଆ: ଗୋଆରେ ଆଜି ବସିବ GST କାଉନସିଲ୍‌ର ୩୭ତମ ଗୁରୁତ୍ୱପୂର୍ଣ୍ଣ ବୈଠକ। ଅର୍ଥନୀତିକୁ ମଜଭୁତ୍‌ କରିବା ପାଇଁ ଟିକସ ହ୍ରାସ ନେଇ ବୈଠକରେ ନିଷ୍ପତ୍ତି ହୋଇପାରେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ GST ରିଟର୍ଣ୍ଣ ସଂକ୍ରାନ୍ତରେ…

ଆଇଟିଆର ଇ-ଫାଇଲିଂରେ ଆୟକର ବିଭାଗର ରେକର୍ଡ

ନୂଆଦିଲ୍ଲୀ(କେନ୍ୟୁଜ୍): ଆଇଟିଆର ଇ-ଫାଇଲିଂରେ ଆୟକର ବିଭାଗ ରେକର୍ଡ କରିଛି । ୩୧ ଅଗଷ୍ଟ ଗୋଟିଏ ଦିନରେ ୪୯ ଲକ୍ଷ ୨୯ ହଜାର ୧୨୧ ଜଣ ଇ-ଫାଇଲିଂ ଜରିଆରେ ଆଇଟିଆର ଦାଖଲ କରିଛନ୍ତି । ଏପରିକି ୩୧ ତାରିଖ ଦିନ ଗୋଟିଏ ମିନିଟରେ ୭ହଜାର ୪୪୭ ଆଇଟିଆର ଫାଇଲ କରିଥିବା ଜଣା ପଡିଛି । ସେପଟେ ଅଗଷ୍ଟ…

ସରକାରଙ୍କୁ ଜିଏସଟି ଝଟ୍‌କା, ଅଗଷ୍ଟ ମାସରେ ୧ ଲକ୍ଷ କୋଟିରୁ କମ୍‌ ହୋଇଛି ଜିଏସଟି ଆଦାୟ

ସରକାରଙ୍କୁ ଜିଏସଟି ଝଟ୍‌କା। ଅଗଷ୍ଟ ମାସରେ ୧ ଲକ୍ଷ କୋଟିରୁ କମ୍‌ ହୋଇଛି ଜିଏସଟି ଆଦାୟ। ଆଜି ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ଅଗଷ୍ଟ ମାସରେ ୯୮ ହଜାର ୨୦୨ କୋଟି ଟଙ୍କା ଜିଏସଟି ଆଦାୟ ହୋଇଛି। ଜୁଲାଇ ମାସରେ ଏହି ପରିମାଣ ଥିଲା ୧ ଲକ୍ଷ ୨ ହଜାର କୋଟି ଟଙ୍କା। ତେବେ ଗତବର୍ଷ ଅଗଷ୍ଟ ତୁଳନାରେ…

GST ଠକି ଖଣି ମାଲିକ ଗିରଫ, ଫେକ୍‌ ବିଲ ଜରିଆରେ ୧୨ କୋଟି ୮୪ ଲକ୍ଷ GST ଫାଙ୍କିଥିଲେ

ଟିଟିଲାଗଡ଼ : GST ଠକି ଖଣି ମାଲିକ ତୀର୍ଥଙ୍କର ପଟେଲ ଗିରଫ । GST ଏନଫୋର୍ସମେଣ୍ଟ ସ୍କ୍ଵାର୍ଡ ତୀର୍ଥଙ୍କରଙ୍କୁ ଗିରଫ କରିଛି । ୮୪ କୋଟି ୬୮ଲକ୍ଷ ଫେକ୍‌ ବିଲ ଜରିଆରେ ସେ ୧୨ କୋଟି ୮୪ ଲକ୍ଷ GST ଠକିଥିବାର ଅଭିଯୋଗ ହୋଇଛି । ଗିରଫ ପରେ ତାଙ୍କୁ ଟିଟିଲାଗଡ଼ SDJM କୋର୍ଟରେ ହଜାର କରାଯାଇଥିଲା ।…

କାଉନସିଲ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ବିଦ୍ୟୁତ ଚାଳିତ ଗାଡି ଉପରୁ କମିଲା ଜିଏସ୍‌ଟି

ଜିଏସ୍‌ଟି କାଉନସିଲ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବିଦ୍ୟୁତ ଚାଳିତ ଗାଡି ଉପରୁ କମିଲା ଜିଏସ୍‌ଟି । ପୂର୍ବରୁ ଏହା ଉପରେ ୧୨ ପ୍ରତିଶତ ଜିଏସ୍‌ଟି ଲାଗୁଥିବୀବେଳେ ଏବେ ତାହା ୫ ପ୍ରତିଶତକୁ ଖସିଛି । ସେହିପରି ପୂର୍ବରୁ ଇଭି ଚାର୍ଜର ଉପରେ ୧୮ ପ୍ରତିଶତ ପଡୁଥିବାଲା । ଏବେ ତାହା ୫…

ଶସ୍ତା ହେବ ନୂଆ ଘର, ନିର୍ମାଣଧୀନ ଘର ଉପରେ ୧୨ରୁ ୫% ହେଲା GST

ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ମଧ୍ୟବିତ୍ତଙ୍କୁ ଆଉ ଏକ ଆଶ୍ୱସ୍ତି । ଶସ୍ତା ହେବ ନୂଆ ଘର କିଣିବା । ନିର୍ମାଣଧିନ ଗୃହ ଉପରେ ଥିବା ଜିଏସ୍‌ଟିକୁ ହ୍ରାସ କରାଯାଇଛି। ସବୁ ହାଉସିଂ ପ୍ରୋଜେକ୍ଟ,ଯାହା ସୁଲଭ ବାସଗୃହ କ୍ୟାଟାଗୋରୀରେ ଯାଉ ନାହିଁ ତା ଉପରେ ଟିକସ ହାର ୧୨% ରୁ ୫ %କୁ ହ୍ରାସ…

ପ୍ରଧାନମନ୍ତ୍ରୀଙ୍କ ସଙ୍କେତ , ଆହୁରି ସରଳ ହେବ ଜିଏସ୍‌ଟି

ଦିଲ୍ଲୀ(କେନ୍ୟୁଜ୍) : ଆହୁରି ସରଳ ହେବ ଜିଏସ୍‌ଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ସଙ୍କେତ ଦେଇଛନ୍ତି । କେନ୍ଦ୍ର ସରକାର ୯୯ ପ୍ରତିଶତ ସାମଗ୍ରୀକୁ ଜିଏସ୍‌ଟିର ୧୮ ପ୍ରତିଶତ ସ୍ଲାବ ଭିତରେ ଆଣିବାକୁ ଉଦ୍ୟମ କରାଯାଉଥିବା ମୋଦି କହିଛନ୍ତି । ବିଳାସ ସାମଗ୍ରୀ ଭଳି କିଛି ସାମଗ୍ରୀ କେବଳ…

ପୁଣି ଜିଏସଟି ସଂଗ୍ରହ ୧ ଲକ୍ଷ କୋଟି ପାର, ଜେଟଲୀ ଟ୍ବିଟ୍ କରି ଦେଲେ ସୂଚନା

ନୂଆଦିଳ୍ଲୀ : ଗତ ଅକ୍ଟୋବର ମାସରେ ଜିଏସଟିର ସମୁଦାୟ ସଂଗ୍ରହର ସୂଚନା ଆସିଯାଇଛି। ଗତ ମାସରେ ଜିଏସଟି ଏକ କୋଟିରୁ ଅଧିକ ସଂଗ୍ରହ କରାଯାଇଥିବା ବେଳେ ଗୁରୁବାର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଟ୍ବିଟ କରି ଅକ୍ଟୋବର ମାସର ସମୁଦାୟ ଜିଏସଟି ସଂଗ୍ରହ ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ଜେଟଲୀ…