Browsing Tag

gst

ଏହି କୋଟିପତିଙ୍କୁ ରୋଡପତି କରିଦେଲା ନୋଟବନ୍ଦୀ ଏବଂ ଜିଏସଟି, ଏବେ ଅବସ୍ଥା ଏମିତି ଯେ ଭାବି ପାରିବେନି

୮ ନଭେମ୍ବର ୨୦୧୬ରେ ବିମୁଦ୍ରାକରଣ ଭଳି ଐତିହାସିକ ନିଷ୍ପତ୍ତି ନେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଯାହାର ପ୍ରଭାବ ଏବେ ଦେଖିବାକୁ ମିଳୁଛି । ବିମୁଦ୍ରାକରଣରୁ ହୋଇଥିବା କ୍ଷତି ଯୋଗୁଁ କରଜରେ ବୁଡି ଯାଇଥିଲେ ମିରଟର ଏକ ନାମୀ ହୋଟେଲର ମାଲିକ । ଆଉ ବାକି ଯାହା ଥିଲା ତାକୁ ସାରିଦେଲା ଜିଏସଟି ।…

ଆଜିଠାରୁ ଲାଗୁ ହେଲା ନୂଆ ଜିଏସଟି ରେଟ୍ : ସାନିଟାରୀ ନାପକିନ୍ ସହ କମିଲା ଏହି ସବୁ ଉପକରଣର ଦାମ୍

ନୂଆଦିଲ୍ଲୀ : ଆଜିଠାରୁ ଲାଗୁ ହେବାକୁ ଯାଉଛି ନୂଆ ଜିଏସଟି ରେଟ୍ । ପୂର୍ବ ସପ୍ତାହରେ ଜିଏସଟି ପରିଷଦ ପକ୍ଷରୁ ହୋଇଥିବା ବୈଠକରେ ୮୫ଟି ଉପକରଣର ବଦଳାଯାଇଛି ଜିଏସଟି ରେଟ୍ । ଏବେ ଆସନ୍ତୁ ଜାଣିବା ନୂଆ ଜିଏସଟି ରେଟ୍ ଲାଗୁ ହେବା ପରେ ଆପଣଙ୍କ ପକେଟ୍ ଉପରେ କି ପ୍ରଭାବ ପଡିବ ।…

ସାନିଟାରୀ ନାପକିନ୍ ଉପରୁ ସମ୍ପୂର୍ଣ୍ଣ ଛାଡ଼ : ୩୫ଟି ସାମଗ୍ରୀ ଉପରୁ କମିଲା ଜିଏସଟି ହାର

ନୂଆଦିଲ୍ଲୀ : ସାନିଟାରୀ ନାପକିନ୍ ଉପରୁ ସଂପୂର୍ଣ୍ଣ ଛାଡ ହେଲା ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ବା ଜିଏସଟି। ପୂର୍ବରୁ ସାନିଟାରୀ ନାପକିନ୍ ଉପରେ ୧୨ ପ୍ରତିଶତ ଜଏସଟି ପଡୁଥିଲା। ଏବେ ତାହା ସଂପୂର୍ଣ୍ଣ ଟିକସ ଛାଡ ହୋଇଛି। ଫ୍ରିଜ୍ ଏବଂ ୱାଶିଂ ମେସିନ ଉପରେ ୧୮ ପ୍ରତିଶତକୁ ଟିକସ କମିଲା ଟିକସ…

ଜିଏସଟିର ପ୍ରଥମ ଜନ୍ମଦିବସ ! ଆସନ୍ତୁ ଜାଣିବା କେମିତି ରହିଛି ଏହି ବର୍ଷ

ଭୁବନେଶ୍ବର : ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ- ଜିଏସ୍ଟିକୁ ବର୍ଷେ ପୂରିଛି । ଆଜି ପାଳନ ହେଉଛି ଜିଏସଟି ଦିବସ । ଗତବର୍ଷ ଜୁଲାଇ ୧ ତାରିଖରୁ ସାରାଦେଶରେ ଜିଏସଟି ଲାଗୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଜିଏସ୍ଟି ବ୍ୟବସ୍ଥାରେ ଅନେକ ଫାଇଦା ମିଳିଥିଲେ ମଧ୍ୟ ଏଥିରେ ଅଧିକ ସଂସ୍କାର ଆବଶ୍ୟକ।…

ମୋଦିଙ୍କ ଜିଏଷ୍ଟିକୁ ପୂରିବ ବର୍ଷେ ! କଣ ଦେଇଥିଲେ କଥା ଆଉ କଣ ହେଲା ପରିଣତି ?

ନୂଆଦିଲ୍ଲୀ: ଜିଏସଟିକୁ ଆଜି ମଧ୍ୟ ରାତ୍ରରେ ବର୍ଷେ ପୂରିବ। ଗତବର୍ଷ ଜୁଲାଇ ୧ ତାରିଖରେ ସାରା ଦେଶରେ ଜିଏସଟି ଲାଗୁ ହୋଇଥିଲା। ଆଗାମୀ ଦିନରେ ଆହୁରି ଅଧିକ ସାମଗ୍ରୀ ଓ ସେବା ଉପରୁ ଜିଏସଟି ହାର ହ୍ରାସ କରାଯିବ ବୋଲି ଜଣାପଡ଼ିଛି। ବିଶେଷ କରି ନିର୍ମାଣ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି…