ଏବେ କୌଣସି ବି ଷ୍ଟେସନରୁ ଟ୍ରେନ ଧରିପାରିବେ ଯାତ୍ରୀ, ଲାଗିବନି କିଛି ବି ଜରିମାନା, ଜାଣନ୍ତୁ IRCTCର ନୂଆ ନିୟମ
ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏବେ ଆପଣ କୌଣସି ବି ଷ୍ଟେସନରୁ ଟ୍ରେନ ଧରି ଯାତ୍ରା କରିପାରିବେ। ଏଥିପାଇଁ ବିଭାଗ ଆପଣଙ୍କ ଠାରୁ କିଛି ବି ଜରିମାନା ଆଦାୟ କରିବ ନାହିଁ। କଣ ଆପଣ ଏହା ସମ୍ପର୍କରେ ଜାଣିଛନ୍ତି କି? ଯଦି ଜାଣିନାହାନ୍ତି ତେବେ ଆଜି ଜାଣନ୍ତୁ IRCTC ର ନୂଆ ନିୟମ ସମ୍ପର୍କରେ..…